ବିଚାର

ସ୍ଵପ୍ନରେ ପୂର୍ବପୁରୁଷଙ୍କୁ ଦେଖିବା ଶୁଭ ବା ଅଶୁଭ ? ଜାଣନ୍ତୁ ଏହାର ରହସ୍ୟ ।

ଯଦି ଆପଣଙ୍କୁ ସ୍ଵପ୍ନରେ ଏହି ଅବସ୍ଥାରେ ଦେଖା ଯାଉଛନ୍ତି ପୂର୍ବପୁରୁଷ , ହୋଇପାରେ ଆପଣ ବହୁତ ଭାଗ୍ୟବାନ ହୋଇ ପାରନ୍ତି । ରାତିରେ ଶୋଇବା ସମୟରେ ସ୍ଵପ୍ନ ଆସିବା ସାଧାରଣ କଥା ଅଟେ। କହିବାକୁ ଗଲେ ସ୍ଵପ୍ନ ଆମର ମନ ସ୍ଥିତିକୁ ପ୍ରଦର୍ଶିତ କରି ଥାଏ ଅର୍ଥାତ ଦିନସାରା ଆମ ମନରେ ଯାହା ବିଚାର ଆସିଥାଏ, ତାହା ବେଳେବେଳେ ଆମ ସ୍ଵପ୍ନରେ ଆସି ଯାଇଥାଏ। ଅନେକଥର ସ୍ବପ୍ନ ସୁଖମୟ ରହିଥାଏ।

ଏହିଭଳି ଆମକୁ ଅନେକଥର ସ୍ଵପ୍ନରେ ପୂର୍ବପୁରୁଷ ଦେଖା ଦିଅନ୍ତି, ଯାହାକୁ ଲୋକେ ଅଶୁଭ ମାନନ୍ତି। କହିବାକୁ ଗଲେ ଆମେ ସମସ୍ତେ ପୂର୍ବପୁରୁଷଙ୍କୁ ସମ୍ମାନ କରି ଥାଉ। ତେବେ ଆପଣଙ୍କୁ ଆସନ୍ତୁ ଜାଣିବା ପୂର୍ବପୁରୁଷ ସହିତ ଜଡିତ ବିଭିନ୍ନ ପ୍ରକାର ସ୍ଵପ୍ନ ଦେଖିବାର କଣ ଅର୍ଥ ଅଟେ।

Google

ପ୍ରାୟତଃ ଯେତେବେଳେ ଲୋକେ ପୂର୍ବପୁରୁଷଙ୍କୁ ସ୍ଵପ୍ନରେ ଦେଖନ୍ତି, ଏହା ବିଚାର କରନ୍ତି କି ସେମାନେ ଆମ ପାଖରୁ କିଛି ଆଶା ରଖିଛନ୍ତି। ଆଉକିଛି ଲୋକେ ସ୍ଵପ୍ନରେ ପୂର୍ବପୁରୁଷଙ୍କୁ ଦେଖିବା ଅଶୁଭ ମାନି ନିଅନ୍ତି। ଯାହାକି ଏହାର ଅର୍ଥ ଶୁଭ ଓ ଅଶୁଭ ଦୁଇଟି ମାନା ଯାଇଥାଏ। ଆସନ୍ତୁ ଆମେ ଆପଣଙ୍କୁ କହିବୁ କି ପୂର୍ବପୁରୁଷଙ୍କ ସହିତ ଜଡିତ କେଉଁ ସ୍ଵପ୍ନ ଶୁଭ ଫଳ ପ୍ରଦାନ କରିଥାଏ ଏବଂ କେଉଁ ସ୍ଵପ୍ନ ଅଶୁଭ ଫଳ ପ୍ରଦାନ କରି ଥାଏ।

ପୂର୍ବପୁରୁଷଙ୍କୁ ପ୍ରସନ୍ନ ମୁଦ୍ରାରେ ଦେଖିବା –

ଯଦି ଆପଣଙ୍କୁ ସ୍ଵପ୍ନରେ ପୂର୍ବପୁରୁଷ ଅଧିକ ଖୁସି ଏବଂ ପ୍ରସନ୍ନ ମୁଦ୍ରାରେ ଦେଖା ଯାଉଛନ୍ତି , ତାହେଲେ ସ୍ଵପ୍ନ ଶାସ୍ତ୍ର ଅନୁସାରେ କହିବାକୁ ଗଲେ ଏହାର ଅର୍ଥ ହେଉଛି ଆପଣଙ୍କ ଦ୍ଵାରା କରିଥିବା କର୍ମ ଦ୍ଵାରା ଆପଣଙ୍କ ପୂର୍ବ ପୁରୁଷ ପ୍ରସନ୍ନ ରହିଛନ୍ତି, ସେମାନେ ଆପଣଙ୍କ ସ୍ଵପ୍ନକୁ ଆସି ଆଶୀର୍ବାଦ ପ୍ରଦାନ କରନ୍ତି।

ଖାସ୍ କରି ଆପଣ ଶ୍ରା-ଦ୍ଧ ଦିନ ଅନେକ ସ୍ଵପ୍ନ ଆସିଥାଏ। ଏହା ଅତ୍ୟନ୍ତ ଶୁଭ ମାନା ଯାଇଥାଏ। ଶ୍ରା-ଦ୍ଧ ଦିନ ପୂର୍ବପୁରୁଷ ମାନଙ୍କର ସ୍ଵପ୍ନରେ , ସେ ଆପଣଙ୍କ ଦ୍ଵାରା କରିଥିବା ଶ୍ରା-ଦ୍ଧ କାର୍ଯ୍ୟରେ ସେମାନେ ସନ୍ତୁଷ୍ଟ ରହନ୍ତି।

ପୂର୍ବପୁରୁଷଙ୍କ ସହିତ କଥାବାର୍ତ୍ତା କରିବା –

ହିନ୍ଦୁ ଧର୍ମରେ ଅନେକ ଗ୍ରନ୍ଥ ଦ୍ଵାରା ଏହି କଥାକୁ ମାନା ଯାଇଥାଏ କି ଯେତେବେଳେ କୌଣସି ବ୍ୟକ୍ତିର ମୃ-ତ୍ୟୁ ହୋଇଯାଏ , ତାର ମନରେ ଅନେକ ପ୍ରକାରର ଇଛା ଚାପି ରହିଥାଏ। ଏହାଦ୍ବାରା ସେହି ବ୍ୟକ୍ତିର ଆ-ତ୍ମା ପରଲୋକକୁ ଯାଇ ପାରିବ ନାହିଁ ଏବଂ ସେହି ପୃଥିବୀରେ ଘୁରି ବୁଲୁ ଥାଏ।

ନିଜ ସମ୍ପର୍କୀୟଙ୍କ ସମ୍ବନ୍ଧରେ ଆସିବାର ପ୍ରୟାସ କରନ୍ତି ଏବଂ ଏଭଳି କରିବା ଦ୍ୱାରା ଅନେକଥର ସ୍ଵପ୍ନରେ ଆସିଥାନ୍ତି। ସେମାନେ ସ୍ଵପ୍ନରେ ଆସି ନିଜର ଇଚ୍ଛାକୁ ଆମକୁ କହିଥାନ୍ତି। ଏଥିପାଇଁ ଯଦି ଆପଣଙ୍କୁ ସ୍ଵପ୍ନରେ ପୂର୍ବପୁରୁଷ ଏଭଳି ମୁଦ୍ରାରେ ଦେଖା ହେଲେ ଆପଣଙ୍କୁ ଦାନ ପୁଣ୍ୟ କରିବା ଆବଶ୍ୟକ।

ପୂର୍ବପୁରୁଷଙ୍କୁ କାନ୍ଦୁଥିବାର ଦେଖିବା –

ଯଦି ସ୍ଵପ୍ନରେ ପୂର୍ବପୁରୁଷ ଖରାପ ସ୍ଥିତିରେ ଦେଖା ଦେବେ , ବା ବେମାରରେ ପଡ଼ିଲେ , ଏଭଳି ସ୍ଵପ୍ନକୁ ଖରାପ ବା ଅଶୁଭ ମାନା ଯାଇଥାଏ। ଏହାର ଅର୍ଥ ଆପଣଙ୍କର କୌଣସି ଜରୁରୀ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଏଭଳି ଭାବରେ ଯଦି ପୂର୍ବପୁରୁଷ ସ୍ଵପ୍ନରେ ଦେଖା ଯାଆନ୍ତି ତାହେଲେ ଆସୁଥିବା ଦିନରେ ବଡ଼ କଠିନ ପରିସ୍ଥିତି ସହିତ ସାମ୍ନା କରି ପାରନ୍ତି।

Google

ଏଭଳି ସମୟରେ ଆପଣ ଭଲ ଜ୍ୟୋତିଷଙ୍କ ସହିତ ପରାମର୍ଶ କରନ୍ତୁ। ଆପଣଙ୍କ କୁଣ୍ଡଳୀରେ ପିତୃ ଦୋଷ ତ ନାହିଁ ? ଯଦି ପିତୃ ଦୋଷ ରହିଛି ତାହେଲେ ଏହାକୁ ଦୂର କରିବା ପାଇଁ ଉପାୟ କରିବା ଉଚିତ ।

ପୂର୍ବପୁରୁଷଙ୍କୁ ଖାଦ୍ୟ ସେବନ କରାଇବା –

ଯଦି ଆପଣ ସ୍ୱପ୍ନରେ ପୂର୍ବପୁରୁଷଙ୍କୁ ଖାଇବା ଖୁଆଉଛନ୍ତି ତାହେଲେ ଏହା ବହୁତ ଶୁଭ ମାନା ଯାଇଥାଏ। ଏହାର ଅର୍ଥ ହେଉଛି ଆସୁଥିବା ସମୟରେ ଆପଣଙ୍କର ବଡ଼ କାର୍ଯ୍ୟ ସମ୍ପନ୍ନ ହେବ। ଯଦି ଆପଣ ପୂର୍ବପୁରୁଷଙ୍କ ସହିତ ଖାଦ୍ୟ ସେବନ କରୁଛନ୍ତି ତାହେଲେ ଏହାର ଅର୍ଥ ହେଉଛି ଆପଣଙ୍କୁ ସେମାନଙ୍କର ଆଶୀର୍ବାଦ ମିଳି ସାରିଛି। ଆସୁଥିବା ଦିନ ଆପଣଙ୍କ ପାଇଁ ଅନୁକୂଳ ରହିଛି। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button