ସ୍ୱାସ୍ଥ୍ୟ

କ୍ଷୀରକୁ ଏହି ସମୟରେ ଓ ଏହି ଉପାୟରେ ପିଇଲେ ଅନେକ ଜ-ଟି-ଳ ସ-ମ-ସ୍ୟା ଦୂର ହେବ

ବନ୍ଧୁଗଣ ଆଜି ଜାଣିବା କ୍ଷୀରରେ କେଉଁ ସବୁ ଭିଟାମିନ ଏବଂ ମିନେରାଲ ରହିଛି ଏବଂ ଏହା ଆମ ଶରୀରର କେଉଁ ସବୁ ରୋ-ଗ ହେବାରୁ ର-କ୍ଷା କରିଥାଏ। ଏହା ସହିତ ଜାଣିବା କ୍ଷୀରକୁ କେଉଁ ସମୟରେ ପିଇଲେ ଏହା ଆମ ଶରୀରକୁ ଅଧିକ ଶ-କ୍ତି ପ୍ରଦାନ କରି ଥାଏ। ତେବେ ଚାଲନ୍ତୁ ଜାଣିବା ଗାଈର କ୍ଷୀରରେ କେଉଁ ସବୁ ଭିଟାମିନ ଏବଂ ମିନେରାଲ ରହିଛି। ଏହି କ୍ଷୀରରେ ଭିଟାମିନ, କ୍ୟାଲସିୟମ, ସୋଡ଼ିୟମ, ଭିଟାମିନ ସି, ଭିଟାମିନ ଏ, ଭିଟାମିନ ଡି, ଫେଟୀ ଏସିଡ, ଶୁଗାର, କଲେଷ୍ଟ୍ରାଲ, ଏହିଭଳି ଅନେକ ପୋଷାକ ତ-ତ୍ତ୍ଵ ଭରପୁର ରହିଛି । ଏବେ ଜାଣିବା କେଉଁ ସବୁ ରୋ-ଗରୁ ର-କ୍ଷା କରିଥାଏ।

ପ୍ରତ୍ୟେକ ଦିନ କ୍ଷୀର ପିଇବା ଦ୍ୱାରା ଏହା ଆମ ଶରୀରରେ ର-କ୍ତ କୋ-ଷ ବୃଦ୍ଧି କରିଥାଏ। ଭିଟାମିନ ଡି ଅ-ଭାବ ହେଲେ ପିଲାଙ୍କ ଶରୀରରେ ଅ-ଷ୍ଟମା-ଲେସି-ଆ ଅର୍ଥାତ ଛୋଟ ପିଲାମାନେ ଦୁ-ର୍ବଳ ହୋଇ ଯାଇଥାନ୍ତି । ଏହି ରୋ-ଗରୁ ମୁ-କ୍ତି ପାଇବା ପାଇଁ ପ୍ରତ୍ୟେକ ଦିନ କ୍ଷୀର ପିଇବା ଉଚିତ। ସେହି କ୍ଷୀରରେ ଆପଣ ପେସ୍ତା ବାଦାମ ପକାଇ ପିଇ ପାରିବେ। ଏହା କରିବା ଦ୍ଵାରା ଆପଣଙ୍କୁ ରୋ-ଗରୁ ଖୁବ୍ ଶୀଘ୍ର ଉ-ପଶ-ମ ମିଳିଥାଏ। ଏହା ଦ୍ବାରା ଆଖିର ଦୃ-ଷ୍ଟି ଶ-କ୍ତି ବଢ଼ି ଥାଏ। କ୍ଷୀରରେ ଥିବା ଚି-କ୍କଣ ଅଂ-ଶରେ କ୍ୟାରୋଟିନ ନାମକ ଏକ ପୋଷାକ ତ-ତ୍ତ୍ଵ ରହିଥିବାରୁ ଏହା ଆମ ଆଖିର ଦୃ-ଷ୍ଟି ଶ-କ୍ତି ବଢେଇ ଥାଏ। ପ୍ରତିଦିନ ଗାଈ କ୍ଷୀର ପିଇଲେ ଶରୀରରେ ରୋ-ଗପ୍ର-ତିରୋ-ଧକ ଶ-କ୍ତି ବଢ଼ି ଥାଏ। ପୁରୁଷ ମାନଙ୍କର ଶୁ-କ୍ରା-ଣୁ ଅ-ଭାବ ହେଉ ଥିଲେ , ପ୍ରତ୍ୟେକ ଦିନ କ୍ଷୀର ପିଇଲେ ଧା-ତୁ ଏବଂ ଶୁ-କ୍ରା-ଣୁ ମାନଙ୍କ ସଂଖ୍ୟା ମଧ୍ୟ ବଢିବ।

Google

ଏହାବ୍ୟତୀତ ଗାଈର କଞ୍ଚା କ୍ଷୀର ମୁହଁ ଏବଂ ବେକରେ ଲଗାଇଲେ ଚର୍ମ ନରମ ଏବଂ ଉ-ଜ୍ବଳ ହୋଇଥାଏ। ଏହାସହିତ କ୍ଷୀର ପିଇବା ଦ୍ୱାରା ଆପଣ ହା-ଡ଼ ସୁ-ଦୃ-ଢ ରହିଥାଏ,କାରଣ ଏଥିରେ କ୍ୟାଲସିୟମ ଭରପୁର ପରିମାଣ ରେ ରହିଛି। ଏହା ପେଟ ଓ ହୃ-ଦ-ୟ ସ-ମ୍ବ-ନ୍ଧିତ ଅନେକ ରୋ-ଗରୁ ର-କ୍ଷା କରି ଥାଏ। କ୍ଷୀରକୁ ସର୍ବଦା ଉଷୁମ ଥିବା ଅବସ୍ଥାରେ ପିଇବା ଉଚିତ। ଏହାଦ୍ବାରା ଶୀଘ୍ର ହଜମ ହୋଇ ଯାଏ। ପ୍ରତିଦିନ କ୍ଷୀର ପିଇଲେ ଆମର ମାଂ-ସପେ-ଶୀ ସୁ-ଦୃଢ ରହିଥାଏ। ରାତିରେ ଶୋଇବା ପୁର୍ବରୁ କ୍ଷୀର ପିଇ ଶୋଇଲେ ଏହା ଆମ ଶରୀରର ଦୁର୍ବ-ଳତାକୁ ଦୂର କରିବା ସହିତ ଭଲ ନିଦ ଆସିଥାଏ। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button