ବିଚାର

କୁକୁର କଣ ପାଇଁ ସର୍ବ ସାଧାରଣ ସ୍ଥାନରେ ସ-ହ-ବାସ କରେ,ସତ ଆଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ଲାଜ ନକରି ଦେଖନ୍ତୁ

ଏହି କଥା ଟି ମହା ଭାରତ ସମୟ ର ଯେତେ ବେଳେ ଅର୍ଜୁନ ଦ୍ରୋପଦ ରାଜା ଙ୍କର ସ୍ୱୟ ମ୍ବର ଜିତି ଦ୍ରୋପଦି ଙ୍କୁ ଘର କୁ ଆଣି ଥିଲେ । ମାତା କୁନ୍ତି ସେହି ସମୟ ରେ ରୋଷେଇ କରୁ ଥିଲେ । ଏହି ସମୟ ରେ ଅର୍ଜୁନ କହିଲେ ମାଆ ଆମେ ଆପଣ ଙ୍କ ପାଇଁ ଗୋଟିଏ ଜିନିଷ ଆଣିଛୁ । ସେହି ସମୟ ରେ କୁନ୍ତି କହିଲେ ତୁମେ ମାନେ ଜାହା ବି ଆଣିଛ ତାହାକୁ ନିଜ ନିଜ ମଧ୍ୟ ରେ ବାଣ୍ଟି ନିଅ । ସେହି ସମୟ ରେ କୁନ୍ତି ଙ୍କ କଥା ବେଦ ର ଗାର ଥିଲା । ସେହିଥି ପାଇଁ ବାଧ୍ୟ ହୋଇ ସମସ୍ତେ ଦ୍ରୋପଦି ଙ୍କୁ ବାଣ୍ଟି ଉପଭୋଗ କରିବା ପାଇଁ ବାଧ୍ୟ ହେଲେ । ଏବଂ ସେମାନେ ଦ୍କୋପଦି ଙ୍କୁ ବିବାହ କଲେ ।

ଏବଂ ପରେ ସର୍ତ ରହିଲା କି ଯଦି କୈଣସି ପାଣ୍ଡବ ଦ୍ରୋପଦି ଙ୍କ ସହିତ ସହବାସ ରେ ଲିପ୍ତ ରହି ଥିବ ତେବେ ସେହି ସମୟ ରେ ସେହି କୋଠରୀ ସାମ୍ନା ରେ ନିଜର କୋଠଉ ରଖି ଥିବେ । ଫଳ ରେ ଅନ୍ୟ ପାଣ୍ଡବ ଭିତରୁ ଆସି ପାରିବେ ନାହିଁ । ସେହି ପରି ଦିନେ ଅର୍ଜୁନ ଦ୍ରୋପଦି ଙ୍କ ସହିତ ଯୈନ କ୍ରିଆ କରୁ ଥିବା ଲମୟ ରେ ବାହାରେ ରହି ଥିବା କୋଠଉ କୁ ଏକ ବୁଲା କୁକୁର ଟାଣି ନେଇ ଜାଇ ଥିଲା ଏବଂ ପରେ ଦ୍ୱାର ସାମ୍ନା ରେ କୋଠଉ ନ ଥିବାର ଦେଖି ଭୀମ ଭିତର କୁ ପସି ଗଲେ ।

ଏବଂ ଦ୍ରୋପଦି ଙ୍କୁ ଅର୍ଜୁନ ଙ୍କ ସହିତ ଯୈନ କ୍ରିଆ କରୁ ଥିବାର ଦେଖି ଦେଲେ । ସେମିତି ବେଳେ ଯେତେ ବେଳେ ଏହାକୁ ଦେଖି ଅର୍ଜୁନ କହିଲେ ବାହାରେ କୋଠଉ ଥାଉ ଥାଉ ତୁମେ କଣ ପାଇଁ ଘର ମଧ୍ୟ କୁ ପସି ଆସିଲ ବୋଲି । ହେଲେ ପରେ ଭୀମ ବାହାରେ କୋଠଉ ନ ଥିବାର କଥା କହିବାରୁ ଦୁହେଁ ବାହାର ଜଙ୍ଗଲ କୁ କୋଠଉ ଖୋଜିବା ପାଇଁ ଜାଇ ଥିଲେ ।

ଏବଂ ପରେ ପାଖ ଜଙ୍ଗଲ ରେ କୁକୁର ଟିଏ ଅର୍ଜୁନ ଙ୍କ କୋଠଉ ନେଇ ଖେଳୁ ଥିବା ବେଳେ ଦ୍ରୋପଦି ପ୍ରବଳ ମାତ୍ରା ରେ ରାଗି ଜାଇ ସେହି କୁକୁର କୁ ଅଭିଶାପ ଦେଇ ଦେଲେ କି ଆଜି ଠାରୁ ସବୁ କୁକୁର ମାନେ ଏମିତି ରେ ସବ୍ର ସଧାରଣ ରେ ସହବାସ କରିବେ । କାରଣ ଯେପରି ମୁଁ ସଂମ୍ଭୋଗ ସମୟ ରେ ଲଜ୍ଜିତ ହେଲି ସେହି ପରି ଭାବେ ତୁମେ ମାନେ ସବୁ ଦିନ ଏମିତି ଲଜ୍ଜିତ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button