ମନୋରଞ୍ଜନ

IAS ଇଣ୍ଟରଭିୟୁ ରେ ପଚରା ଯାଇଥିବା ପ୍ରଶ୍ନ – ତାହା କେଉଁ ବର୍ଷ ଯାହାକୁ ଓଲଟା ଲେଖିଲେ କି ସିଧା କିଛି ବି ଫରକ ପଡେନି ?

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ସାପ ଓ ନେଉଳ ମଧ୍ୟରେ ଲଢେଇ କାହିଁକି ହୋଇଥାଏ ?

ଉତ୍ତର- ନିଜର ଅସ୍ତିତ୍ଵ ପାଇଁ ।

2- ଭାରତର ସବୁଠୁ ବଡ ରାସ୍ତା ର ନାମ କଣ ?

ଉତ୍ତର- ଗ୍ରାଉଣ୍ଡ ଟ୍ରଙ୍କ ରୋଡ ।

3- କ୍ରିକେଟ ର ବଲ ର ଓଜନ କେତେ ?

ଉତ୍ତର- 163 ଗ୍ରାମ ।

4- ବ୍ୟାକ୍ଟେରିୟା ଓ ଭାଇରସ ମଧ୍ୟରେ ପାର୍ଥକ୍ଯ କଣ ?

ଉତ୍ତର- ବ୍ୟାକ୍ଟେରିୟା ଭଲ ଓ ଖରାପ ଉଭୟ ହୋଇଥାଏ ଏବଂ ଭାଇରସ ସବୁବେଳେ ଖରାପ ହୋଇଥାଏ ।

5- କଣ ଆପଣ ଜାଣିଛନ୍ତି କି ଭାରତରେ ମୋ କେତୋଟି ମେଡିକାଲ କଲେଜ ଅଛି ?

ଉତ୍ତର- 146ଟି ।

6- ଭାରତରେ ଏମିତି କେଉଁ ଗଛ ଅଛି ଯାହା 6 ଏକର ଜମିରେ ରହିଛି ?

ଉତ୍ତର- ବର ଗଛ ଚଣ୍ଡିଗଡ ରେ ।

7- ହୱାଇ ଜାହାଜ ରେ ବାଥରୁମ ର ବ୍ୟବହାର କାହିଁକି କରାଯାଏ ନାହିଁ ?

ଉତ୍ତର- ସୁରକ୍ଷା ବେଲ୍ଟ ନ ଥାଏ ।

8- ଭାରତରେ ସବୁଠୁ ଅଧିକ କ୍ଷୀର ଦେଉଥିବା ଗାଇ ର ନାମ କଣ ?

ଉତ୍ତର- ସାହିବାଲ ।

9- କଣ ସାଇକେଲ ଚଲାଇଲେ ଉଚ୍ଚତା ବଢିଥାଏ ?

ଉତ୍ତର- ହଁ ।

10- ଶିବଲିଙ୍ଗରେ ତିନୋଟି ଧଳା ରେଖା କାହିଁକି ଥାଏ ?

ଉତ୍ତର- 27 ଦେବତାଙ୍କ ଆଶୀର୍ବାଦ ମିଳିଥାଏ ।

11- ପୁରା ଦୁନିଆରେ ମୋଟ କେତୋଟି ଦେଶ ଅଛି ?

ତତାର- 240 ଟି ।

12- କଣ ଆପଣ ଜାଣିଛନ୍ତି କି ସିଂହ ମୁହଁ ରେ କେତୋଟି ଦାନ୍ତ ଅଛି ?

ଉତ୍ତର- 30ଟି ।

13- କଣ କ୍ଷୀର ରେ ମହୁ ମିଶାଇଲେ ପ୍ରୋଟିନ ସେକ ବନିଥାଏ ?

ଉତ୍ତର- ହଁ ।

14- ୟୁଟ୍ଯୂବରେ ସବୁଠୁ ଅଧିକ ଡିଶ ଲାଇକ୍ସ ବାଲା ଭିଡିଓ କଣ ଅଟେ ?

ଉତ୍ତର- ମିଷ୍ଟାର କାଜୁ ।

15- କେଉଁ ଦେଶରେ କରେନ୍ସି ସବୁଠୁ ଦୁର୍ବଳ ଥାଏ ?

ଉତ୍ତର- ଇରାନ ।

16- ଦୁଇ ଗ୍ରହ ମଧ୍ୟରେ ଥିବା ଦୂରତା କେମିତି ମପାଜାଏ ?

ଉତ୍ତର- ରେଡିଓ ତରଙ୍ଗ ମାଧ୍ୟମରେ ।

17- ତାହା କେଉଁ ବର୍ଷ ଯାହାକୁ ଓଲଟା ଲେଖିଲେ କି ସିଧା କିଛି ବି ଫରକ ପଡେନି ?

ଉତ୍ତର- 1991 ।

Related Articles

Leave a Reply

Your email address will not be published. Required fields are marked *

Back to top button