ଜୀବନଶୈଳୀ

ହାର୍ଟ ଆଟାକ ଏକ ମାସ ପୂର୍ବରୁ ମିଳିଥାଏ ଏହି 8ଟି ସଙ୍କେତ ଭୟଙ୍କର ସଙ୍କେତ ,ସବୁ ବୟସ୍କ ଲୋକ ମାନେ ଜାଣିରଖନ୍ତୁ

ପୃଥିବୀରେ ସବୁ ଠାରୁ ଅଧିକ ମୃତ୍ୟୁ ହାର୍ଟ ଆଟାକ୍ ରୁ ହୋଇଥାଏ ଆସନ୍ତୁ ଜାଣିବା ଏହି ୫ ଟି ଲକ୍ଷଣ ଯାହା ଦେଖିଲେ ଆପଣ ଜାଣିପାରିବେ ଯେ ଆପଣଙ୍କୁ ହାର୍ଟ ଆଟାକ୍ ହେବାର ସମ୍ଭାବନା ଅଛି କି ନାହିଁ ।

୧. ମୁଣ୍ଡ ବିନ୍ଦି ବା – ମୁଣ୍ଡ ବିନ୍ଧୁ ଥିବାରୁ ମୁଣ୍ଡକୁ ଆବଶ୍ୟକ ମୁତାବକ ରକ୍ତ ମିଳିନଥାଏ ଏହା ମଧ୍ୟ ଏକ ଛୋଟ ଅସୁବିଧା ହାର୍ଟ ଆଟାକ୍ ର କାରଣ ମଧ୍ୟ ହୋଇପାରେ।

୨.ହାଲିଆ ଲାଗିବା – ଯଦି ଆପଣ ବିନା କୌଣସି କାରଣରୁ ହାଲିଆ ହୋଇଯାଆନ୍ତି ତେବେ ଆପଣଙ୍କୁ ସତର୍କ ହେବାକୁ ପଡ଼ିବ କାରଣ ଏମିତି ହେଲେ ହାର୍ଟ ଆଟାକ୍ ହେବାର ସମ୍ଭାବନା ଉପୁଚି ଥାଏ।

୩. ନିଶ୍ବାସ ନେବାରେ କଷ୍ଟ ହେବା – ଯଦି ଆପଣଙ୍କୁ ନିଶ୍ବାସ ନେଲା ବେଳେ ଅନୁଭବ ହୁଏ ନାହିଁ ବା ଆପଣଙ୍କୁ ଲାଗୁଛି ଯେ ଆପଣ ବହୁତ ସମୟ ହେଲା ଠିକ୍ ରେ ପବନ ପାଇ ପାରୁନାହାନ୍ତି ତାହେଲେ ଆପଣଙ୍କୁ ହାର୍ଟ ଆଟାକ୍ ହେବାର ସମ୍ଭାବନା ଅଛି ।

୪. ପେଟ କାଟିବା – ଏହା ଏକ ସାଧାରଣ ସମସ୍ୟା ଅଟେ କିନ୍ତୁ ଯଦି ଆପଣଙ୍କୁ ସବୁ ବେଳେ ପେଟ ବିନ୍ଧିବା ପେଟ ଜାଳିବା ଏ ସବୁ ଲକ୍ଷଣ ହାର୍ଟ ଆଟାକ୍ ର ସମ୍ଭାବନା ଥାଏ।

୫.ନିଦ ନହେବା – ଏହା ମଧ୍ୟ ହାର୍ଟ ଆଟାକ୍ ର ଏକ ଲକ୍ଷଣ ହୋଇ ପାରେ କାରଣ ଅନିନ୍ଦ୍ରା ହାର୍ଟ ଆଟାକ୍ ର ସମ୍ଭାବନାକୁ ବଢ଼ାଉଥାଏ ଓ ଏହା ବହୁତ ଲୋକଙ୍କ କ୍ଷେତ୍ରରେ ଦେଖାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button