ଓଡିଶା

ଆମ ପିଲାମାନେ ବୋଇତ ବନ୍ଦାଣ ବିଷୟରେ ବେଶି ଜାଣନ୍ତି ନାହିଁ: ସୌମ୍ୟରଂଜନ

ଭୁବନେଶ୍ବର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବାଦ ଡିଜିଟାଲ ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ ଆଜିର ପୁଣ୍ୟ ତିଥିରେ ବୋଇତ ବନ୍ଦାଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ, ସମ୍ବାଦ ଡିଜିଟାଲ ମୁଖ୍ୟ ଲିଙ୍ଗରାଜ ଲେଙ୍କା, ସମ୍ପାଦକ ଆମ ଓଡ଼ିଶା ଅରବିନ୍ଦ ଦାସ ସେଲ୍ସ ଆଣ୍ଡ ମାର୍କେଟଂ ମହପ୍ରନ୍ଧକ ସଞ୍ଜୟ ଗୋର, ସମ୍ବାଦ ଡିଜିଟାଲ ସେଲସ ଆଣ୍ଡ ମାର୍କେଟିଂ ଡିଜିଏମ ସୁଶାନ୍ତ ମହାପାତ୍ର, ସମ୍ବାଦ ଡିଜିଟାଲ ଅପରେସନ ହେଡ ସୌମ୍ୟ ସୁମନ ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

ଆଜିର ସହରୀ ସମାଜରେ ଆମେ ଆମ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଛେ । ଆଗଭଳି ଆମେ ବୋଇତ ବନ୍ଦାଣ ଉତ୍ସବ କରୁନେ। ଆମ ପିଲାମାନେ ବୋଇତ ବନ୍ଦାଣ ବିଷୟରେ ବେଶି ଜାଣନ୍ତି ନାହିଁ ।

ଆଜିର ସହରୀ ସମାଜରେ ଆମେ ଆମ ପରମ୍ପରା ଓ ସଂସ୍କୃତିକୁ ଭୁଲି ଯାଉଛେ । ଆଗଭଳି ଆମେ ବୋଇତ ବନ୍ଦାଣ ଉତ୍ସବ କରୁନେ। ଆମ ପିଲାମାନେ ବୋଇତ ବନ୍ଦାଣ ବିଷୟରେ ବେଶି ଜାଣନ୍ତି ନାହିଁ । ସମ୍ବାଦ ଡିଜିଟାଲର ଏହି ପ୍ରୟାସ ମୋତେ ସପ୍ରାଇଜ କରିଛି ବୋଲି କହିଛନ୍ତି ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button