ବିଚାର

ଚାହା ପିଇସାରି ଖଆନ୍ତୁ ନାହିଁ ଏହି ଜିନିଷ, ନଚେତ୍ ମାଡିଯିବ ଏହି ଚର୍ମରୋଗ

ଆପଣ ଦେଖିଥିବେ କେତେକଙ୍କ ମୁହଁରେ ଧଳା ଧଳା ଦାଗ ହେଇଥିବାର । ଏପରି ହେବାର କାରଣ ଏହା ଯେ ,ଯଦି ଆପଣ ଚାହା ପିଇ ସାରିବା ପରେ ବୁଟ ଗଜା ବା ମୁଗ ଗଜା ଖାଇଲେ ଏହା ହୋଇଥାଏ । ଆପଣ କେବେବି ଚାହା ପିଇ ସାରିବା ପରେ ପାଣି ପିଅନ୍ତୁ ନାହିଁ ।

ଏହା ଦ୍ୱାରା ଦାନ୍ତ ଝିମଝିମ ହୋଇଥାଏ, ଦାନ୍ତ ମୂଳରେ କଷ୍ଟ ଅନୁଭବ ହୋଇଥାଏ ଓ ଶୀଘ୍ର ଦାନ୍ତ ଭାଙ୍ଗି ଯାଇଥାଏ । ଚାହା ପିଇବା ପରେ ଆପଣ କେବେବି ଲେମ୍ବୁରେ ତିଆରି ଜିନିଷ ଖାଆନ୍ତୁ ନାହିଁ । ଲେମ୍ବୁ ଖାଇବା ଦ୍ୱାରା ଏହା ବିଷରେ ପରିଣତ ହୋଇଥାଏ । ତାହା ଆମ ଶରୀରରେ ଅନେକ ରୋଗ କରେଇଥାଏ ।

କେବେବି ଚାହା ପିଇସାରିବା ପରେ ଆପଣ ବେଶନ କିମ୍ବା ହଳଦୀରେ ତିଆରି ହୋଇଥିବା ଜିନିଷ ଖାଆନ୍ତୁ ନାହିଁ । ଏହା ଖାଇବାଦ୍ୱାର ଆମ ମୁଣ୍ଡରେ ଥିବା ବାଳ ଧଳା ହୋଇ ଝଡି ଯାଇଥାଏ । ଆପଣ ଏହାକୁ ଏକ ଘଣ୍ଟା ପରେ କିମ୍ବା ପୂର୍ବରୁ ଖାଆନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button