ସ୍ୱାସ୍ଥ୍ୟ

ଗୋଟେ ମାସ ସକାଳୁ ଖାଲି ପେଟରେ ନିମ୍ବର 2ଟି ପତ୍ର ଖାଇନିୟ, ମୂଳରୁ ଶେଷ ହୋଇଯିବ ଏହି ରୋଗ

ଆମେ ଯଦି ବହୁତ ପୂର୍ବ ଦିନ ମାନଙ୍କୁ ପଳାଇବୁ ତେବେ ସେହି ସମୟରେ ବହୁତ ଲୋକଙ୍କ ଘରେ ନିମ ଗଛ ସମସ୍ଥଙ୍କ ଘରେ ଥିଲା ସେମାନେ ଏହାକୁ ଏକ ବହୁତ ଉପକାରୀ ଗଛ ମାନୁଥିଲେ । ଯଦି ଆମେ ଦେଖିବା ଆଧୁନିକ ଉପାୟ ଓ ଯନ୍ତ୍ରପାତିରେ ବହୁତ ଆଗକୁ ପଳାଇଛୁ କିନ୍ତୁ ଆମ ସ୍ଵାସ୍ଥ୍ୟର ଧ୍ୟାନ କେବେ ହେଲେ ରଖିପାରୁ ନାହୁଁ ।

ଯଦି ଆପଣଙ୍କୁ ଡାଇବେଟିସ ହେଉଛି ତେବେ ଏହାକୁ ଆପଣ ମୂଳରୁ ଭଲ କରି ପାରିବେ ନାହିଁ କିନ୍ତୁ ଏହାକୁ ଆପଣ ନିୟତ୍ରଣରେ ରଖି ପାରିବେ । ଆପଣ ଯେଉଁ ଜିନିଷ ପାଇଁ ଡାକ୍ତରଙ୍କ ପରାମର୍ଶକୁ ମାନି ଚାଲୁଛନ୍ତି ଏବେ ଆଉ ଏହା କରିବା ଦରକାର ନାହିଁ । କାରଣ ଆମେ ଆଜି ବହୁତ ଭଲ ଔଷଧୀୟ ଜିନିଷ ବିଷୟରେ କହିବାକୁ ଯାଉଛୁ ।

ଆପଣ କେବେଳ ନିଜ ଘରେ ନିମ ଗଛ ଲଗାଇ ସବୁ ଜିନିଷ ପାଇ ପାରିବେ । ଏହା ଆପଣଙ୍କ ପାଇଁ ଏକ ବଦାନ ସଦୃଶ ଭଳି କାମ କରିବ । ଆଜି ଆମେ ନିମ ପତ୍ର ଏପରି କିଛି ଫାଇଦା କହିବାକୁ ଯାଉଛୁ ଆପଣ ଶୁଣି ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆପଣ ଏହା ମଧ୍ୟ ଭାବିବେ ମୁଁ କାହିଁକି ମୋ ଘରେ ଏହି ଗଛ ଲାଗି ନାହିଁ । ଆପଣ ନିଜେ ଓ ପରିବାରର ସ୍ୱାସ୍ଥ୍ୟ ଠିକ ରଖାଇବା ପାଇଁ କିଛି ନୂଆ ଉପାୟ କହିବାକୁ ଯାଉଛୁ ।

ଯଦି ଆପଣ ଦିନକୁ ୩ ଟି ପତ୍ର ଖାଉଛନ୍ତି ତେବେ ଏଥିରେ ଆପଣଙ୍କ ଶରୀର ବହୁତ ଠିକ ରହିବ । ଡାଇବେଟିସ ଠିକ କରିବାକୁ ଚାହୁଛନ୍ତି ତେବେ ଦିନକୁ ଦୁଇଟି ଲେଖାଏଁ ପତ୍ର କ୍ଷାନ୍ତୁ ବହୁତ ଭଲ ହେବ । ଯଦି ଆପଣ ଏହାଠାରୁ ଅଧିକ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀର ଉପରେ କିଛି ପ୍ରଭାବ ପକାଇବା ସହ ଆଖି ଉପରେ ମଧ୍ୟ ପ୍ରଭବ ପଡିବ ।

ଆୟୁର୍ଦେବର କିଛି ନିୟମ ଅଛି ଯାହାକି ସଠିକ ମାତ୍ରାରେ ଲଗାଇବା ଉଚିତ ଓ ନିମ ମଧ୍ୟ ତାମଧ୍ୟରୁ ଏକ ଅଟେ ଏହାକୁ ସଠିକ ମାତ୍ରାରେ ଲଗାଇବା ଦରକାର । ସକାଳେ ଆପଣ କେବେଳ ୨ ରୁ ୩ ପତ୍ର ଖାଇବାର ଅଛି । ଯଦି ଆପଣ ସବୁ ବେଳେ ଏହା କରୁଛନ୍ତି ତେବେ ନିଜର ଥିବା ଡାଇବେଟିସ ବହୁତ କମିଯିବ । ଆପଣଙ୍କୁ କୌଣସି ଔଷଧ ଖାଇବାକୁ ପଡିବ ନାହିଁ ।

କିନ୍ତୁ ନିଜ ଘରେ ଏକ ନିମ ଗଛ ଲାଗାଇ ଦିଅନ୍ତୁ । ଏହାକୁ ଆପଣ ସକାଳୁ ଖାଲି ପେଟରେ ୨ ପତ୍ର ଖାଇବା ଫଳରେ ସେହି ରୋଗ ନିୟତ୍ରଣ ହୋଇଯିବ । ଏହା ଛଡା ଆପଣ ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ନିମ ପତ୍ର ଖାଉଛନ୍ତି ତେବେ ଏହା ଆପଣଙ୍କର ରକ୍ତ ସଫା ରଖିଥାଏ । ଯାହା ଦ୍ଵାରା ଆପଣଙ୍କର କେବେ ହେଲେ ମୂହରେ ବ୍ରଣ ହେବ ନାହିଁ ।

ସବୁଠୁ ବଡ କଥା ହେଉଛି ଆଜିକା ସମୟରେ ଏବେ ବହୁତ ଶୀଘ୍ର ହେଉଥିବା ରୋଗ ହେଉଛି କ୍ୟାନସର । ଏହା ଯଦି ଥରେ ମାତ୍ର ଆପଣଙ୍କୁ ହୋଇଯିବ ତେବେ ଆପଣ ଏହି ରୋଗରୁ ମୁକ୍ତି ପାଇବା ବହୁତ କଷ୍ଟ କର ହୋଇଯିବ । ଏହି ନିମ ପତ୍ରରେ ଆଣ୍ଟି କ୍ୟାନସର ଅଛି । ଏହା ଆପଣଙ୍କ ଶରୀରରେ ଥିବା ସେହି କୀଟାଣୁକୁ ମାରିଥାଏ ।

ଏହା କ୍ୟାନସର ସହିତ ଲଢିବା ପାଇଁ ବହୁତ ବଡ ଆୟୁର୍ବେଦ ଔଷଧ ମାନନ୍ତୁ । କ୍ୟାନସର ଆମକୁ କେଉଁ ସମୟରେ ହେଉଛି ଆମକୁ ଜମା ଜଣା ପଡିନଥାଏ । କିନ୍ତୁ ଆପଣ ଏହି ୨ଟି ପତ୍ର ଖାଇ ବହୁତ ରୋଗ ଭଲ କରି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button