ଜୀବନଶୈଳୀ

Vastu Tips- ବହୁତ ସାରା ଟଙ୍କା କମାଇବାକୁ ଚାହାନ୍ତି ତ ଘରର ଏହି ଜାଗାରେ ଲୁଚାଇ ଦିଅନ୍ତୁ ଲବଙ୍ଗ

ନମସ୍କାର ବନ୍ଧୁଗଣ ତେବେ ମଣିଷର କର୍ମ ଫଳ ଅନୁଯାୟୀ ତାର ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ମଣିଷ ଏହାକୁ ଭାଗ୍ୟର ଖେଳ ବୋଲି କହିଥାଏ । କିନ୍ତୁ ପ୍ରକୃତୁ କଥା ହେଉଛି ସବୁ ପରିସ୍ଥିତିର ସାମନା କରିବା ହେଉଛି ମଣିଷର ଦାୟିତ୍ଵ । ଧର୍ଯ୍ୟ ସହକାରେ ସବୁବେଳେ କାମ କରିବା ଉଚିତ । ବାସ୍ତୁ ଅନୁସାରେ ଘରେ ଏମିତି କିଛି ଜିନିଷ ରହିବା ଦ୍ଵାରା ଘରେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । କେବଳ ଭଗବନଙ୍କ ଉପରେ ଭରସା ରଖିଲେ ସବୁ ସମସ୍ୟାର ସମାଧାନ ହୋଇ ପାରିବ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଲବଙ୍ଗ ଓ ଅଳେଇଚର ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ସବୁ ସମସ୍ୟାର ଅନ୍ତ ଘଟିବ । ସନାତନ ଧର୍ମରେ ଲବଙ୍ଗ ଓ ଗୁଜୁରାତିକୁ ବହୁତ ପବିତ୍ର ମାନା ଯାଇଛି । ପୂଜା ପାଠରେ ଏହାର ପ୍ରୟୋଗ କରାଯାଏ । ଜ୍ଯୋତିଷ ଉପାୟରେ ଏହାକୁ କାର୍ଯ୍ୟକାରୀ ମାନାଯାଏ । ଘରେ ଖରାପ ଶକ୍ତିର ପ୍ରବେଶ ନ ହେବା ପାଇଁ ଶନିବାର ଦିନ ଧୂପପାତ୍ରରେ ୫ଟି ଲବଙ୍ଗ ଓ ୩ଟି ଗୁଜୁରାତି ଓ ୩ଟି କର୍ପୂର ଖଣ୍ଡକୁ ନେଇ ଜଳାଇ ଦିଅନ୍ତୁ ।

ତେବେ ଯେବେ ଏଥିରୁ ଅଗ୍ନି ବାହାରିବା ତେବେ ଘରେ ଏହାକୁ ବୁଲାଇ ଆଣନ୍ତୁ । ଏହାର ପାଉଁଶକୁ ଘରର ମୁଖ୍ୟ ଦ୍ଵାରାରେ ସିଂଚନ କରିଲେ ସାକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ । ଶୁକ୍ର ଗ୍ରହ ମଜବୁତ ହେଲେ ବ୍ୟକ୍ତିକୁ ଭୋଗ ବିଳାସ ଓ ଧନ ପ୍ରାପ୍ତ କରିଥାନ୍ତି । ଜାତକରେ ଶୁକ୍ର ଗ୍ରହକୁ ମଜବୁତ କରିବା ପାଇଁ ଶୁକ୍ରବାର ଦିନ ଗୁଜୁରାତିର ପ୍ରୟୋଗ କରିଲେ ଭଲ ହୋଇଥାଏ ।

ତେବେ ଗୋଟିଏ ପାତ୍ରରେ ଜଳ ନେଇ ସେଥିରେ ୨ଟି ଗୁଜୁରାତି ପକାଇ ସେହି ଜଳକୁ ଅଧା ଢାଳି ଦିଅନ୍ତୁ । ବଞ୍ଚିଥିବା ପାଣିକୁ ସ୍ନାନ କରିବା ସମୟରେ ପାଣିରେ ମିଶାଇ ସ୍ନାନ କରନ୍ତୁ । ଚାକିରି ବା ବ୍ୟବସାୟରେ ସଫଳତା ଲାଭ ପାଇଁ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଛୋଟ ଅଳେଇଚ ଓ ମିଶ୍ରିର ପ୍ରୟୋଗ କରନ୍ତୁ ।

କୌଣସି ଦିନ ବା ଶୁକ୍ରବାର ଦିନ ଏହି ୨ଟି ଜିନିଷକୁ ନେଇ ଓସ୍ତ ଗଛ ମୂଳରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଚାକିରି, ଶିକ୍ଷା, ବ୍ୟବସାୟରେ ଆସିଥିବା ବାଧା ଦୂର ହେବ । ବହୁତ ପରିଶ୍ରମ କରିବା ପରେ ଯଦି ଆପଣଙ୍କୁ ସଫଳତା ମିଳୁ ନାହି ତେବେ କୌଣସି ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ସୋରିଷ ତେଲରେ ଲବଙ୍ଗ ପକାଇ ହନୁମାନ ଚାଳିଶାର ପାଠ କରନ୍ତୁ । ବିବାହରେ ବାଧା ଆସିଥିଲେ କୌଣସି ଶୁକ୍ରବାର ଦିନ ଅଳେଇଚ, ୨ଟି ଧଳା ମିଠା ଓ ଘିଅ ଦୀପ ନେଇ କୌଣସି ପବିତ୍ରରେ ନଦୀରେ ପତ୍ରରେ ରଖି ପ୍ରଭାବିତ କରନ୍ତୁ ।

ତେବେ ଯଦି ଆର୍ଥିକ ସମସ୍ଯା ଲାଗି ରହିଥାଏ ତେବେ ଅଳେଇଚକୁ ଦାନ କରିବା ସହ ନିଜ ପାଖରେ ରଖନ୍ତୁ । ଯଦି ଦାଂପତ୍ଯ ଜୀବନରେ କଳହ ହେଉଥାଏ ତେବେ ଶୁକ୍ରବାର ଦିନ ଭଗବନା କୃଷ୍ଣଙ୍କୁ ସ୍ମରଣ କରି ୩ଟି ଅଳେଇଚକୁ ଶରୀରରେ ସ୍ପର୍ଶ କରି ପୁରା ଦିନ ନିଜ ପାଖରେ ରଖନ୍ତୁ । ଶନିବାର ଦିନ ଅଳେଇଚକୁ ଗୁଣ୍ଡ କରି ଜୀବନ ସାଥିଙ୍କୁ ଖାଇବାକୁ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button