ବିଚାର

ଘରକୁ ବାସ୍ତୁ ଦୋଷରୁ ମୁକ୍ତ କରିବା ପାଇଁ ଏହା ହେଲା ସବୁଠୁ ସହଜ ଉପାୟ- ଆଜି ହିଁ କରିକି ଦେଖନ୍ତୁ

ଆଜି କା ସମୟ ରେ ବାସ୍ତୁ ର ପ୍ରଚଳନ ଲୋକଙ୍କ ମଧ୍ୟ ରେ ବହୁତ ଲୋକପ୍ରିୟ ହୋଇଯାଇଛି । ଏମିତି କୁହାଯାଏ କି ବାସ୍ତୁ ଅନୁସାରେ ଯଦି ଘର ଜିନିଷ ରଖା ହୁଏ ତାହେଲେ ନକାରାତ୍ମକ ଶକ୍ତି ଘରୁକୁ ଆସେ ନାହିଁ । କାହିଁକିନା ବାସ୍ତୁ କେବଳ ଦିଗରେ ନଥାଏ ଘର ଜିନିଷ ପାଇଁ ବି ବାସ୍ତୁ ନିହାତି ଜରୁରୀ ଅଟେ । କୁହାଯାଏ କି ମଣିଷ କୁ ରହିବା ପାଇଁ ଘର ଯେତିକି ଜରୁରୀ ଥାଏ, ତାଠାରୁ ବି ନିହାତି ଜରୁରୀ ସେ ଘର କୁ ବାସ୍ତୁ ଦୋଷ ରୁ ମୁକ୍ତ କରିବା ଅଟେ ।

ବାସ୍ତୁ ଅନୁସାରେ ବନାଯାଇଥିବା ଘର ଶୁଭ ହୋଇଥାଏ । କୁହାଯାଏ କି ରୋଷେଇ ଘର ପୂର୍ବ ଓ ଦକ୍ଷିଣ ମଧ୍ୟରେ ବା ଅଗ୍ନିକୋଣରେ କରିଲେ ଶୁଭ ହୋଇ ଥାଏ ଏବଂ ସେହି ଦିଗ ରେ ରୋଷେଇ ନିର୍ମାଣ କରିବା ଉଚିତ ଅଟେ ।

ଆଜିକା ଯୁଗରେ ଛୋଟ ଛୋଟ ଘରେ ସବୁକିଛି ବନେଇବା ସମ୍ଭବ ନୁହେଁ ଏବଂ ଯେମିତି ବନାହୋଇଥାଏ ସେମିତି ସ୍ଵୀକାର କରିବା ଉଚିତ, ଯଦି ଆପଣଙ୍କ ରୋଷେଇ ଘର ଅଗ୍ନିକୋଣରେ ନାହିଁ ତେବେ ଆପଣ ସେହି ଘରେ ଏକ ଝରକା କରିପାରିବେ ଯାହା ଦ୍ଵାରା କି ସେହି ଘରକୁ ସୂର୍ଯ୍ୟ କିରିଣ ପଡି ପାରିବ । ରୋଷେଇ ଘର ଦେଇ ଯଦି ସୂର୍ଯ୍ୟ କିରଣ ଘରୁକୁ ଆସେ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

ପୂର୍ବ ଓ ଉତ୍ତର ଦିଗ ବା ଐଶାନ୍ୟକୋଣ ରେ ଠାକୁର ପୂଜା କରନ୍ତୁ । ଘର ର ଏହି ସ୍ଥାନ କୁ ସବୁଠୁ ପବିତ୍ର ସ୍ଥାନ କୁହାଯାଏ । ସେଥିପାଇଁ ବାସ୍ତୁ ଅନୁସାରେ ଏହି ଜାଗାରେ ମନ୍ଦିର ସ୍ଥାପନା କରିବା ଉଚିତ । କୁହାଯାଏ କି ଏହି ସ୍ଥାନ କୁ କେବେ ଅସନା କରିବେ ନାହିଁ । ଅଇଁଠା ବାସନ କେବେ ବି ରୋଷେଇ ଘରେ ରଖନ୍ତୁ ନାହିଁ କାହିଁକିନା ଯେତେବେଳେ ଆପଣ ସକାଳେ ରୋଷେଇଘରକୁ ଯିବେ ଅଇଁଠା ବାସନ ଦେଖି ଆପଣଙ୍କୁ ଭଲ ଲାଗିବ ନାହିଁ ।

ଅସନା ଦେଖି ମାନସିକ ରୋଗ ବି ହୋଇପାରେ । ବାସ୍ତୁ ଆମ ଘର ପାଇଁ ଜରୁରୀ କାହିଁକିନା ଯଦି ବାସ୍ତୁ ହିସାବରେ ଘର ତିଆରି ନହୁଏ ତେବେ ଘରର ମୁଖ ପୁରୁଷ ସବୁବେଳେ ରାଗ ରେ ରହିବେ ଏବଂ ମହିଳା ସବୁବେଳେ ରୋଗ ରେ ପଡିଥିବେ କାହିଁକିନା ମହିଳା ପ୍ରାୟତଃ ଘରେ ରୁହନ୍ତି । ଏହି ପ୍ରକାର ବାସ୍ତୁ ଶାସ୍ତ୍ର ମାନବ କଲ୍ୟାଣ ପାଇଁ ଉପଯୋଗୀ ଅଟେ । ବାସ୍ତୁ ଶାସ୍ତ୍ର ମାନି ଆପଣମାନେ ନିଜ ଜୀବନ କୁ ସୁଖମୟ କରି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button