ଭୂତାଣୁ ମାହାତ୍ମ୍ୟ: ଲଘୁ ଲେଖ
ସଂସ୍କୃତ ଓ ଓଡ଼ିଆ ଭାଷାରେ ଭୂତାଣୁ ହେଉଅଛି ଏକ ଏପରି ଜୀବ ବା ତନୁ ଯାହା କି ଏକ ଭୂତ, ଅର୍ଥାତ୍ ମୁଣ୍ଡ-ଗଣ୍ଡି-ହସ୍ତ-ପାଦ ବିହୀନ ଜୀବ ଅଟେ। ପଣ୍ଡିତ ଗଣ ଚୀନ ଦେଶୀୟ (slint eyed) ମନୁଷ୍ୟକୁ ଭୂତାଣୁ ବୋଲି ସାହିତ୍ୟରେ ଉଲ୍ଲେଖ କରିଛନ୍ତି। ଆୟୁର୍ବେଦ ଓ ସିଦ୍ଧାନ୍ତ ବିଜ୍ଞାନରେ ଭାଇରସ୍କୁ ଭୂତାଣୁ ବୋଲି କୁହାଯାଇଅଛି ତାହା ଆଶ୍ଚର୍ଯ୍ୟ ଜନକ ଭାବେ ସଠିକ୍। କରୋନା ଭୂତାଣୁ ବି ଚୀନ୍ ଦେଶ-ଦିଗରୁ ଆସିଛି ଓ ମହାଭାରତ ଭୂଖଣ୍ଡକୁ ଆକ୍ରାନ୍ତ କରିଛି। ଭୟାବହ ସ୍ବରୂପ ବା ପାଣ୍ଡେମିକ୍ ହୋଇ ସାରିଲାଣି।
ଏହା ଏକ ରୋଗ ଯାହା କି ସାତରୁ ଦଶ ଦିନ ଭିତରେ ମୃତ୍ୟୁ ମୁଖ ବ୍ୟାଧିରେ ପାଲଟିଯାଏ। ଚୀନ୍ ଦେଶରେ କୁଆଡ଼େ ବହୁ ବୃହତ୍ ଯୁଗ୍ମ ପରିବାରର ସବୁ ସଦସ୍ୟଙ୍କୁ କାଳ ଗ୍ରାସ କରିଛି। ଅନେକ ସଂଖ୍ୟାରେ ରେଡ୍ ଆର୍ମିର ଡାକ୍ତର ଏବଂ ସ୍ବାସ୍ଥ୍ୟ ସହକାରୀ କର୍ମୀ ମାନଙ୍କର ଦେହାନ୍ତ ହୋଇଛି। ଏହି କରୋନା ଭୂତାଣୁର ତତ୍କ୍ଷଣାତ୍ ସଂକ୍ରମଣ ସମ୍ଭାବନା ସମ୍ପୂର୍ଣ୍ଣ ଅଧିକ। ଆପତତଃ କୌଣସି ଔଷଧ ନାହିଁ। ହିମାଳୟ ସେପାଖରୁ ଥାଇ ଭୟ ସୃଷ୍ଟି କରୁଛି ଆମ ଭାରତୀୟମାନଙ୍କ ମନରେ। ଆସନ୍ତୁ ବୁଝିବା କିଏସେ, କଣ, କାହିଁକି ??
ଲଣ୍ଡନ ସ୍ଥିତ ଆନ୍ତର୍ଜାତୀୟ କମିଟି ( Taxonomy of Viruses ) ଏହି ଭୂତାଣୁ ର ନାମ SARS-CoV-2 ଦେଇଛନ୍ତି। ଯାହାକି COVID-19 ନାମକ ମାରକ ବ୍ୟାଧି ସୃଷ୍ଟି କାରକ। SARS-CoV-2 ଏକ ଆର୍ଏନ୍ଏ (RNA) ଜାତୀୟ ଭୂତାଣୁ। ଏହି ଭୂତାଣୁର ଆକାର ଏକ ମିଟରର ଏକ ସହ କୋଟୀଭାଗ। ଏହାର ସାରା ଦେହ ariel ଆଚ୍ଛାଦିତ। ଏହାଦ୍ଵାରା କୋଷ ସାଥିରେ ଯୁଗ୍ମ ହୁଏ ନମସ୍ତେ ଭିତରକୁ ପଶେ, ଭିତରୁ ଖାଇ ଯାଏ, ନିଜ ବଂଶ ବୃଦ୍ଧି କରେ। ବାହାରକୁ ବାହାରି ଏକ ଘଣ୍ଟାରେ ଏକ ଷାଠିଏ କିଲୋ ବିଶିଷ୍ଟ ମନୁଷ୍ୟ /ପ୍ରାଣୀ ଶରୀରରେ ଏକ ହଜାର କୋଟି ସଂଖ୍ୟାକୁ ବୃଦ୍ଧି ପାଇପାରେ। ଯାହା ସବୁ ଔଷଧ ଅଛି ତାହା SARS ଭୂତାଣୁ ଲାଗି, COVID ପାଇଁ ନୁହଁ ଏବଂ ତାହା ମଧ୍ୟ ଅନେକ ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି କରିପାରେ।
SARS-CoV-2 ଏକ ଲଗାମ୍ ହୀନ ସଇତାନ୍ ଯାହା ଉଡ଼ିପାରେ ନାହିଁ- ଗାଡ଼ି ମୋଟର, ଦ୍ରୁତ ଗତି ଧ୍ବନୀ ତରଙ୍ଗ (high decibel horn) ଦ୍ଵାରା ସ୍ଥାନାନ୍ତରିତ ହୋଇପାରେ। ହାତ ସ୍ପର୍ଷ ବା ସିଧା ସଳଖ ନାକ ବା ପାଟି ପଟେ ପ୍ରବେଶ କରି ଫୁସ୍ଫୁସ୍କୁ ଯାଇପାରିବ। ପେଟକୁ ଗଲେ ବା ଦେହରେ ଲାଗି ରହିଲେ କିଛି ହେବ ନାହିଁ। କରୋନା ଭୂତାଣୁ ମୁଖ ବା ନାକ ଦେଇ ପ୍ରବେଶ କରେ କିନ୍ତୁ ଗଳା ପାଖରେ ଥିବା ଘଣ୍ଟିକାରେ ଅଟକି ଯାଏ। SARS-CoV-2 ଭୂତାଣୁ ର ଜୀବନ ମିୟାଦ 6-24 ଘଣ୍ଟା ହୋଇଥିବାରୁ 50% ପ୍ରବେଶ ସମ୍ଭବ ବୋଲି ବୈଜ୍ଞାନିକ ମାନଙ୍କ ମତ।
ଭୂତାଣୁ ଗଳାର ଘଣ୍ଟିକା (epiglottis) ପାର କରିଲା ପରେ ଫୁସ୍ଫୁସ୍ର ଗଭୀର ସ୍ଥଳକୁ ନିଜ ବାସ ସ୍ଥାନ କରେ। ସେଠାରେ ଅମ୍ଳଜାନ କମ୍ ଓ ନାଇଟ୍ରୋଜେନ୍ ବେଶୀ ଥାଏ। କ୍ଲୋରାଇଡ୍ ଓ ଆୟୋଡିନ (isotope) ବେଶୀ କିନ୍ତୁ ସୋଡିୟମ କମ୍ ଥାଏ। ଏହି ପରିବେଶ SARS-CoV-2 ପାଇଁ ଅତ୍ୟନ୍ତ ସହାୟ ହୁଏ। ଏହି ସମୟ ମଧ୍ୟରେ (ପ୍ରଥମ ସାତଦିନ) ନବ ଆଗନ୍ତୁକ ଭୂତାଣୁକୁ ନିଷ୍କ୍ରିୟ କରିବା ପାଇଁ ଶରୀର ମହା ଯୁଦ୍ଧ ଆରମ୍ଭ କରେ। ନିର୍ଗତ ହୁଏ ସହସ୍ର କୋଟି WBCs। କରୋନା ଭୂତାଣୁ କିନ୍ତୁ WBC କୁ ଅତି ସହଜରେ ଦମନ କରେ ଓ ପରିଣାମ ସ୍ବରୁପ ଫୁସ୍ଫୁସ୍ fibrosis (ସୁତୁଲି ଜାଲ) ରୂପ ନିଏ। ସାତ ଦିନ ମଧ୍ୟରେ ସମଗ୍ର ଛାତି ଏକ ପିଣ୍ଡୁଳା ପରି ହେଇଯାଏ। ଅଥଚ ଯକ୍ଷ୍ମା ପରି foos ଫୁସ୍ଫୁସ୍କୁ କ୍ଷତି କରେନାହିଁ। କେବଳ ଫୁସ୍ ଫୁସ୍ ଉପରେ ଏକ ସୁତୁଲି ଚାଦର ମାଡ଼ିଯାଏ (atypical topical fibrosis)। ତାପରେ ଆରମ୍ଭ ହୁଏ 12-24 ଘଣ୍ଟା ବିଶିଷ୍ଟ ମୃତ୍ୟ ମୁଖୀ ଝରଣା। ଯଥା ଫୁସ୍ଫୁସ୍ ଆଉ ଅମ୍ଳଜାନ ବିଶିଷ୍ଟ ରକ୍ତ ହୃତପିଣ୍ଡକୁ ପଠାଇ ପାରେନାହିଁ। ଏହା ଯୋଗୁ ହୃତପିଣ୍ଡ୍ର ମାଂସପେଶୀ ହୃଦ୍ଘାତ ଭଲି ଦୁର୍ବଳ ଅବସ୍ତା ହୁଏ। ତତ୍ସଙ୍ଗେ ବୃକକ୍ର ବି ଅସୁବିଧା ହୋଇଥାଏ। ଫୁସ୍ଫୁସ୍ ପବନ ବଦଳରେ ପାଣିରେ ଭରିବା ଆରମ୍ଭ ହୁଏ। ଏହାପରେ ଅବସ୍ଥା ଗୁରୁତର ହୋଇଯାଏ। ରୋଗୀ ସଂସ୍ପର୍ଶରେ ଯିଏ ବି ଆସେ ତାକୁ ମଧ୍ୟ ଏହି ଭୂତାଣୁ ସଂକ୍ରମଣ ହୁଏ ଓ ସମସ୍ତଙ୍କର ସମାନ୍ ଅବସ୍ତା ମଧ୍ୟ ହୋଇପାରେ।
SARS-CoV-2 ଆଣି ଦେଇଚି ଏକ ଅମଡ଼ା ବାଟ। ଉପାୟ ଦିଶୁନାହିଁ। ଅନେକ ଦେଶରେ ବୈଜ୍ଞାନିକମାନେ ଅନେକ ଚେଷ୍ଟା ଜାରି ରଖିଛନ୍ତି ଏହାର ଔଷଧ ଓ ଚିକିତ୍ସା ଖୋଜିବାରେ।
ଓଡ଼ିଶାର ଇତିହାସକାରମାନେ କହି ଯାଇଛନ୍ତି ଯେ ଚିନ୍ତା ଓ ଚେତନାର ପରିଧି ମଧ୍ୟରେ ଶ୍ରୀଗଣେଷ ହେଉଛନ୍ତି ମହା ନାୟକ-ସର୍ବ ପରି ଆରକ୍ଷୀ। 1962 ଚୀନ ଆକ୍ରମଣ ବେଳେ ଶ୍ରୀ କଣ୍ଠ ପଣ୍ଡିତ ପ୍ରଫୁଲ୍ଲ କର ଏକ ଗୀତ ଗାଇଥିଲେ ଯେଉଁଥିରେ ଶ୍ରୀ ମହାବିନାୟକ ଶେଷକୁ ଓଡ଼ିଶାର ହୋଇ ଚୀନ Red army କୁ ମୁକାବିଲା କରି ପରାସ୍ତ କରିଥଲେ। ଆଜି ତାହା ଯଥାର୍ଥ୍ ସ୍ମରଣୀୟ ଏବଂ ଉଲ୍ଲେଖନୀୟ। ପୋଲିସ୍ ହୋଇଲେ ସେହି ବିନାୟକ ରୂପୀ ଆରକ୍ଷୀ। ତାଙ୍କୁ ସନମାନ କରନ୍ତୁ ଓ ତାଙ୍କ ନିର୍ଦେଶ ପାଳନ କରନ୍ତୁ। ଘରୁ ବାହାରନ୍ତୁ ନାହିଁ ଓ ସାମାଜିକ curfew ପାଳନ କରନ୍ତୁ। ଏହି ରୋଗ କୁ ପ୍ରତିହିତ କରିବା ପାଇଁ ଏହା ହିଁ ସବୁଠାରୁ ପ୍ରଯୁଜ୍ୟ ବିକଳ୍ପ।
ଭୂତାଣୁ ବିରୋଧ ବିଷୟରେ ଆମ aiytiha ଓ ପରମ୍ପରା କଣ କହୁଅଛି ? ଏହା ବ୍ୟତୀତ SARS-CoV-2 ସଂଶ୍ଲିଷ୍ଟ ବୈଜ୍ଞାନିକ ଓ ଡାକ୍ତରୀ ଚିକିତ୍ସା ବିଷୟ ବସ୍ତୁ (clinical jargons) ଆମେ କିଛିଟା ଏହି Link ରୁ ପାଇ ପାରିବା (https://figshare.com/account/home ) ଏହା NIH-USA ର URL COVID ର ବିଶେଷ ଜ୍ଞାନ କୋଷ। ଗୁଗଲ୍ରେ COVID-19 and AVIR ( Anti Virus India Research) ସବ୍ଦ ଖୋଜିଲେ ଆପଣ ମାନେ ସବିଶେଷ ବିବରଣୀ ପାଇ ପାରିବେ। ଏ ବିଷୟରେ ଭାରତ ଓ ଓଡ଼ିଶାର ବୈଜ୍ଞାନିକ ମଧ୍ୟ ଗବେଷଣା କରିଛନ୍ତି ଯଥା ଆମ ଭୁବନେଶ୍ବରରେ ରହୁଥିବା ବିଶେଷଜ୍ଞ ଦୀପକ ଭଟ୍ଟାଚାର୍ଯ୍ୟ। ତାଙ୍କ ମତ ଅନୁସାରେ ଶ୍ରୀମନ୍ଦିରରେ ପୂଜା ବେଳେ ଝୁଣା ଆଳତି ଦିଆଯାଏ। ଝୁଣା ଧୂଆଁ ଭୂତାଣୁ ମାରକ ବୋଲି ବ୍ୟାଖ୍ୟା କରା ଯାଇଛି। ଝୁଣା ଆଦିବାସୀ ପ୍ରଥା ବୋଲି ଗବେଷକ ମତ ଦେଇଛନ୍ତି। ଡାଳିମ୍ବ ଚୋପା ଓ କେନ୍ଦୁ ଫଳରେ ମଧ୍ୟ ଭୂତାଣୁ ମାରକ ଓ ନିରୋଧକ ଗୁଣ ରହିଛି। ଦୟଣା (artemissia vulgaris) ରେ ବି ଭୂତାଣୁ ନାଶକ ଗୁଣ ଅଛି। ଏହିପରି ଅନେକ କିଛି ଉପାଦେୟ କଥା ଉପରୋକ୍ତ URL ରେ ଅଛି। ଓଡ଼ିଶା ସଦାଶିବ ଲିଙ୍ଗରାଜ ସାରଳା ଶ୍ରୀ ଦେବୀଙ୍କ ଦେଶ। ମୁଁ ଅନୁଶୀଳନକାରୀ ଡାକ୍ତର ହିସାବରେ ଆଶ୍ୱସ୍ତ ଯେ ମୋ ଆଗରେ ଓଡ଼ିଶାର ବୀର ବୈଜ୍ଞାନିକ ଅଛନ୍ତି। ସେମାନେ ସାରସ୍ବତ ନୀରବରେ ଏହି ମହାଯୁଦ୍ଧରେ ନିବେଷିତ। ଖୂବ୍ ସମ୍ଭବତଃ ଶତୃ ଭୂତାଣୁକୁ ମାରିବା ବା ପରେ ପରିଚୟ ଦେବେ। ଏହା ସୁନିଶ୍ଚିତ ଯେ ଆମେ ଏହି ଯୁଦ୍ଧ ରେ ଜିତିବୁ। କରୋନା ଭୂତାଣୁ ର କଥା ଅତି ଗୁରୂତ୍ବପୂର୍ଣ୍ଣ। ଏହି କଥା ଜୀବନ ଦାୟୀ ପ୍ରଥା। ଏହା ଅତି ଗମ୍ଭିର ବିଷୟ ଓ ସ୍ଥିତି , ତେଣୁ କଥାମୃତ ଲଘୁ।
ଡା ଦୀପକ ଭଟ୍ଟାଚାର୍ଯ୍ୟ
e.mail: fightcancermetastasisathome@gmail.com
Mob: 8895997259.
ଡା ବି ଜଗଦିଶ
Email : masterdoctor.clinic@gmail.com
Mob : 8093008191 /9338008191