ମହିଳା ମାନେ ସକାଳୁ ଉଠି ସ୍ବାମୀଙ୍କ ସହ ନିଶ୍ଚୟ କରନ୍ତୁ ଏହି କାମ, ହୋଇଥାଏ ଧନର ବର୍ଷା

ପ୍ରତେକ ମହିଳା ମାନେ ସକାଳୁ ଉଠି ତାଙ୍କ ସ୍ବାମୀଙ୍କ ସହ କରନ୍ତୁ ଏହି କାମ । ଏମିତି କରିଲେ ଧନର ବୃଦ୍ଧି ହେବ ସହ ସଫଳତା ଆପଣଙ୍କ ପାଦ ତଳେ ଛୁଇଁବ । ଆମର ଭାରତୀୟ ସମାଜରେ ଏମିତି ଲୋକ ଅଛନ୍ତି ଯିଏ କି ଧର୍ମକୁ ମାନିଥାନ୍ତି । ଆଉ କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନେ ଧର୍ମକୁ ମାନି ନ ଥାନ୍ତି । ସକାଳୁ ଉଠିବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି କି ସକାଳୁ ଉଠି କଣ କରିବା ଉଚିତ ଓ ଅନୁଚିତ ।
ପ୍ରତେକ ମହିଳା ସକାଳୁ ଉଠିବା ପରେ ଏହି ସବୁ କାମ କରିଲେ ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ୧- ଚାଣକ୍ୟ ନୀତି ଅନୁଯାୟୀ ପ୍ରତେକ ଲୋକଙ୍କୁ ସକାଳୁ ଉଠି ପାଣି ପିଇବା ଉଚିତ । ଏହା ଦ୍ଵାରା ସ୍ୱାସ୍ଥ୍ୟ କୁ ବହୁତ ଫାଇଦା ମିଳିଥାଏ । ଏମିତି କରିଲେ ଆପଣଙ୍କର ବହୁତ ସାରା ରୋଗ ଦୂର ହୁଏ । ଏହା ସହ ପେଟ ସଫା ହେବ ସହ ପେଟରେ ଥିବା ଲାଲ ଅଂଶ ପେଟକୁ ଚାଲିଯାଏ । ଯାହା ଦ୍ଵାରା ପେଟ ଜନିତ ରୋଗ ଦୂର ହୁଏ ।
୨- ଶାସ୍ତ୍ର ଅନୁଯାୟୀ ହାତର ପ୍ରଥମ ଭାଗ ବା ପାପୁଲି ରେ ଦେବୀ ଲକ୍ଷ୍ମୀଙ୍କ, ମଧ୍ୟ ଭାଗରେ ଦେବୀ ସରସ୍ଵତୀ ଓ ମୂଳରେ ଭଗବାନ ବିଶୁଣୁ ବାସ କରନ୍ତୁ । ଏହି କାରଣରୁ ସାକାଳୁ ଉଠିବା ପରେ ହାତ ପାପୁଲି କୁ ଯୋଡି କରି ଦେଖିବା ଉଚିତ । ଏମିତି କରିଲେ ସବୁ ଦେବୀ ଦେବତା ପ୍ରସନ୍ନ ହେବା ସହ ଘରେ କେବେବି ସମସ୍ଯା ଆସିବ ନାହି ।
୪- ସକାଳୁ ଉଠିବା ଯଦି ଆପଣ ଶଙ୍ଖ ବା ମନ୍ଦିର ର ଘଣ୍ଟି ଶବ୍ଦ ଶୁଣିବାକୁ ପାଉଛନ୍ତି ତେବେ ଆପଣଙ୍କ ମନରେ ପଜେଟିଭ ଊର୍ଜା ଜାଗୃତ କରିଥାଏ । ଏହା ଦ୍ଵାରା ଆପଣଙ୍କର ପୁରା ଦିନର କାମ ବହୁତ ଭଲରେ ଚାଲିଥାଏ । ଏହା ସହ କେବେବି ଧନର ଅଭାବ ହୁଏ ନାହି । ଆପଣଙ୍କ ଜୀବନ ସବୁବେଳେ ଖୁସିରେ ଭାରି ରୁହେ ।
୫- ସକାଳୁ ଉଠିବା ପରେ ସୁହାଗିନୀ ସ୍ତ୍ରୀ ର ଦର୍ଶନ କରିଥାନ୍ତି ଏହା ବହୁତ ଶୁଭ ମାନାଯାଏ । ଏହା ଆପଣଙ୍କୁ ଧନ ଲାଭର ସଂକେତ ଦେଇଥାଏ ।
୬- ବହୁତ ଲୋକଙ୍କର ଅଭ୍ଯାସ ଥାଏ ବିଛଣାରେ ବସି ବିନା ବ୍ରସରେ ଚାହା ବା କଫି ପିଇଥାନ୍ତି । ଏହା ଦ୍ଵାରା ରାହୁ ଓ କେତୁଙ୍କ ପ୍ରଭାବ ପଡିଥାଏ । ଏହା ଦ୍ଵାରା ଜୀବନରେ ବେକାରି ସମସ୍ଯା ଆସିଥାଏ ।