ଜୀବନଶୈଳୀ
ଭୁବନେଶ୍ୱର : ତିନି ନମ୍ବର ପ୍ଲାଟଫର୍ମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ରେଳ ଷ୍ଟେସନରୁ ଯୁବକଙ୍କ ମୃତଦେହ ଉଦ୍ଧାର । ତିନି ନମ୍ବର ପ୍ଲାଟଫର୍ମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ଗାମୁଛା ଦେଇ ସେ ଆତ୍ମହତ୍ୟା କରିଛନ୍ତି । ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଏହି ଘଟଣାରେ ତଦନ୍ତ ଜାରି ରଖିଛି ରେଳବାଇ ପୋଲିସ । ବ୍ୟସ୍ତବହୁଳ ପ୍ଲାଟଫର୍ମରେ କେମିତି ଜଣେ ଆତ୍ମହତ୍ୟା କଲେ, ସେନେଇ ଖୋଳତାଡ କରୁଛି ପୋଲିସ ।



