ମଲା ପର୍ଯ୍ୟନ୍ତ ହେବ ନାହିଁ ଆଣ୍ଠୁଗଣ୍ଠି ବିନ୍ଧା, ହାଇ BP, ଗ୍ୟାସ… 80 ବର୍ଷ ବୟସରେ ବି ଭରିଦେବ 26 ବର୍ଷ ପରି ଜୋସ ଆଉ ଶକ୍ତି…

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ବାରମ୍ବାର ଔଷଧ ର ସେବନ ପରେ ମଧ୍ୟ ଯଦି ଆପଣଙ୍କୁ ଏହି ସମସ୍ୟା ରୁ ମୁକ୍ତି ମିଳୁନାହିଁ ତେବେ ଆପଣ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ ।
ସାଧାରଣତଃ ଜଳବାୟୁ ପରିବର୍ତ୍ତନ କାରଣରୁ ଶୀତ ଦିନରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ ଏବଂ ଶୀତ ଦିନେ ପ୍ରାୟତଃ ବ୍ୟକ୍ତି ଏହି ରୋଗ ର ସଂସ୍ପର୍ଶରେ ଆସିଥାନ୍ତି ଏବଂ ଏହାଦ୍ବାରା ଗଳାରେ ଯନ୍ତ୍ରଣା ଓ ନାକ ବନ୍ଦ ହେବା ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହାର ପ୍ରୟୋଗ ଦ୍ୱାରା ଆପଣ ଥଣ୍ଡା, କାଶ ଆଣ୍ଠୁଗଣ୍ଠି ଏବଂ କଫ ଭଳି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।
ତେବେ ଏହି ଘରୋଇ ଉପଚାର ନିମନ୍ତେ ଆପଣ ପ୍ରଥମେ ଦୁଇ ଚାମଚ ଧନିଆ ଓ ଜିରା ନେଇକି ତାହାକୁ ରାତିରେ ପାଣିରେ ଭିଜେଇ ଦେବାକୁ ପଡିବ । ଆଉ ତାହାକୁ ସକାଳ ପର୍ଯ୍ୟନ୍ତ ରଖିବା ପାଇଁ ପଡିବ ଯାହା ଯୋଗୁଁ ଧନିଆ ରେ ଥିବା ସମସ୍ତ ପୋଷାକ ତତ୍ତ୍ୱ ସେହି ପାଣିରେ ମିଶିଯିବ ।
ତେବେ ଏହା ପରେ ସକାଳେ ଏହାକୁ ଭଲ ଭାବରେ ଫୁଟାଇବେ ଫୁଟିବା ପରେ ତାକୁ ଛାଣିକି କିମ୍ବା ନ ଛାଣିକି ମଧ୍ୟ ପିଇ ପାରିବେ । ତେବେ ଆପଣ ଚାହିଁଲେ ସେଥିରେ ଅଳ୍ପ ମହୁ ମଧ୍ୟ ମିଶାଇ ପାରିବେ । ତେବେ ଯଦି ଆପଣ ଙ୍କୁ ଡାଇବେଟିସ ଅଛି ତେବେ ଆପଣ ମହୁ କୁ ମିଶାନ୍ତୁ ନାହିଁ ।
ତେବେ ଏହି ମିଶ୍ରଣ କୁ ଆପଣ ମାନେ ସକାଳେ ଉଠି ଖାଲି ପେଟରେ ପିଇବେ ଓ ମନେ ରଖିବେ ଏହି ମିଶ୍ରଣ ବ୍ୟବହାର କରିବା ର ୩୦ ମିନିଟ ପରେ ଆପଣ ମାନେ ଖାଇବା ଖାଇ ପାରିବେ । ଆଉ ଏହାକୁ ଆପଣ ସକାଳେ ଆଉ ସନ୍ଧ୍ୟାରେ ଦୁଇ ଥର ବ୍ୟବହାର କରି ପାରିବେ । ତେବେ ଏହି ଭଳି ଭାବରେ ଘରେଇ ଉପଚାର ଳୁ ବ୍ୟବହାର କରିକି ଆମ ଶରୀରରେ ଦେଖା ଯାଉଥିବା ସମସ୍ତ ପ୍ରକାରର ରୋଗ ରୁ ମୁକ୍ତି ପାଇଁ ପାରିବେ ।