ବ୍ୟବସାୟ

ଲକଡାଉନ : ଜିରୋ ଡଲାର ଠାରୁ ତଳକୁ ଖସିଲା କଞ୍ଚା ତେଲ ଦାମ, ଆସନ୍ତୁ ଜାଣିବା କେତେ ହେଲା ମୂଲ୍ୟରେ ପରିବର୍ତ୍ତନ

କରୋନା ଭାଇରସ ମହାମାରୀ ପାଇଁ ଦୁନିଆସାରା ଲକଡାଉନ ଚାଲିଛି ତେବେ ଏହା ପାଇଁ କଞ୍ଚା ତେଲ ଦାମ କମିଯାଇଛି, ଏହି କାରଣ ପାଇଁ ସୋମବାର ଦିନ କଞ୍ଚା ତେଲ ଦାମ କମିଯାଇ ଜିରୋ ଡଲାର ପ୍ରତି ବେରେଲ ତଳେ ହୋଇଯାଇଛି । ଇତିହାସ ରେ ଏହା ପ୍ରଥମ ଥର ପାଇଁ ହୋଇଛି, କଞ୍ଚା ତେଲ ଦାମ ଏତେ କମିଯାଇଛି । ମଙ୍ଗଳବାର ଦିନ ଆମେରିକା ରେ କଞ୍ଚା ତେଲ କିଛି ବଢିବାର ଦେଖା ଯାଇଛି ତେବେ ତେଲ ଦାମ ୦.୫୬ ଡଲାର ପ୍ରତି ବେରଲ ବ୍ୟବସାୟ ହୋଇଯାଇଛି।

ଜିରୋ ଡଲାର ଠାରୁ କମ ହେଲା କଞ୍ଚା ତେଲ ଦାମ :.

ଆମେରିକା ରେ ମଇ ଡିଲିବଋ ୱେଷ୍ଟ ଟେକ୍ସାସ କୃଡ ଇଣ୍ଟରମିଡ଼ିଏଟ ଫ୍ୟୁଚର୍ଷ ସୋମବାର ମୂଲ୍ୟ ୩୭.୬୩ ଡଲାର ରେ ବନ୍ଦ ହୋଇଯାଇଛି । ମଇ wti କଣ୍ଟ୍ରାକ୍ଟ ମଙ୍ଗଳବାର ଦିନ ସମାପ୍ତ ହଉଛି, ଏବଂ ଜୁନ ଡ଼ିଲିଭଋ ଏହା ପାଇଁ ବହୁତ ସକ୍ରିୟ କରା ଯାଇଛି ତେବେ ଜୁନ ରେ ଡ଼ିଲିଭଋ ମୂଲ୍ୟ ୨୧ ଦଳର ପ୍ରତି ବେରଲ ଟ୍ରେଡ କରା ଜୀବ ବୋଲି କୁହା ଯାଉଛି ।

କଞ୍ଚା ତେଲ ରଖିବା ପାଇଁ ନାହିଁ ସ୍ଥାନ :

କରୋନା ଭାଇରସ ପାଇଁ ଆର୍ଥିକ ଗତିବିଧ ଥମି ଯାଇଥାଏ ଯାହା କାରଣ ପାଇଁ ଆମେରିକା ଏନର୍ଜି କମ୍ପାନୀ ପାଖରେ କଞ୍ଚା ତେଲ ଭଣ୍ଡାର ପାଇଁ ସ୍ଥାନ ନାହିଁ, ଏବେ ଯେତେବେଳେ କୃଡ ତେଲ ପାଇଁ ସ୍ଥାନ ନାହିଁ ତେବେ କୃଡ ତେଲ କଣ୍ଟ୍ରାକ୍ଟ ତେଲ କେହି ନବାକୁ ଚାହୁଁ ନାହାନ୍ତି ।

WTI ଦାମ ମଧ୍ୟ କମିଲା :

ଷୋମବାର ଦିନ ୱେଷ୍ଟ ଟେକସେସ ଇଣ୍ଟରମିଡିଏଟ ଦାମ ୮୦ ପ୍ରତିଶତ କମିଲା, ୨୦୨୦ ବର୍ଷ ରେ ଆରମ୍ଭ ରେ ଏହାର ଦାମ ୬୦ଡଲାର ପ୍ରତି ବେରେଲ ଥିଲା, ଗୋଟେ ସମୟ ଏମିତି ଆସିଲା ଯେତେବେଳେ ଏହା ୨ ଡଲାର ଠାରୁ ମଧ୍ୟ କମ ହୋଇଗଲା । ଖବର ଅନୁଯାଇ WTI ଦାମ ଖସିବା ଟ୍ରେଡିଙ୍ଗ କନସେପ୍ଟ ଡେଡଲାଇନ କାରଣ ପାଇଁ ଆସିଛି । ତେଲ ଟ୍ରେଡ଼ର୍ସମାନଙ୍କ ପାଖରେ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅଟେ ସେ ପର୍ଯ୍ୟନ୍ତ ତାଙ୍କୁ ନିଜ ପାଖରେ ଥିବା ଷ୍ଟକ ସମାପ୍ତ କରିବାକୁ ହବ, ଏହା ଛଡା କୃଡ ତେଲ ସପ୍ଲାଇ ମଧ୍ୟ ବହୁତ କମି ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button