ଜୀବନଶୈଳୀ

ସ୍ବାମୀଙ୍କ ପାଇଁ ପୁରା ଦିବାନି ହେଇଥାନ୍ତି ଏହି 5 ଟି ନାମର ଝିଅ-

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ବିବାହ ର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ । ପ୍ରତ୍ୟେକ ବ୍ୟକ୍ତି ଜଣେ ଏଭଳି ଜୀବନସାଥୀ ର କାମନା କରିଥାଏ ଯିଏ ତାଙ୍କୁ ନିଜ ଠାରୁ ଅଧିକ ଭଲ ପାଉଥିବ ।

ତାଙ୍କର ସର୍ବଦା ଯତ୍ନ ନେଉଥିବ ଏବଂ ଜୀବନ ର ସମସ୍ତ ପରିସ୍ଥିତି ରେ ତାଙ୍କର ସାଥ ଦେଉଥିବ । କିନ୍ତୁ ସମ୍ପର୍କ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଶ୍ୱାସ । ଯେଉଁ ସମ୍ପର୍କରେ ବିଶ୍ୱାସ ନଥାଏ ସେହି ସମ୍ପର୍କ କେବେବି ତିଷ୍ଠି ନଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୪ଟି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପତି ଙ୍କ ସମସ୍ତ ଇଚ୍ଛା କୁ ପୂର୍ଣ୍ଣ କରନ୍ତି ଏବଂ ସେହି ଝିଅ ମାନେ ନିଜ ପତି ଙ୍କୁ ବହୁତ ଭଲ ମଧ୍ୟ ପାଇଥାନ୍ତି ଓ ନିଜ ପତି ଙ୍କ ଦିୱାନୀ ଅଟନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି ‘A’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଅତ୍ୟନ୍ତ ଚଞ୍ଚଳ ସ୍ୱଭାବ ର ହୋଇଥାନ୍ତି । ଏମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । କାରଣ ଏମାନଙ୍କୁ ଏଭଳି ଜୀବନ ସାଥି ମିଳିଥାଏ ଯିଏ ତାଙ୍କୁ ହୃଦୟ ରୁ ଭଲ ପାଇଥାଏ । ଏହି ନାମର ଝିଅ ମାନେ ମଧ୍ୟ ନିଜ ପାର୍ଟନର ଙ୍କୁ ବହୁତ ଭଲ ପାଆନ୍ତି ଏବଂ ନିଜ ପାର୍ଟନର ଙ୍କ ପ୍ରତି ସର୍ଵଦା ଇମାନଦାର ରୁହନ୍ତି । ଏହି ଝିଅ ମାନେ ନିଜ ପତି ଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ କରିବାରେ ସକ୍ଷମ ହୁଅନ୍ତି ଏବଂ ନିଜ ସ୍ୱାମୀ ଙ୍କୁ ସମସ୍ତଙ୍କ ଠାରୁ ଅଧିକ ଗୁରୁତ୍ୱ ଦିଅନ୍ତି ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି ‘D’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏହି ଝିଅ ମାନେ ନିଜ ପତି ଙ୍କ ଇଚ୍ଛା କୁ ପୂର୍ଣ୍ଣ କରିବା ପାଇଁ ସର୍ବଦା ଚେଷ୍ଟା କରନ୍ତି ଏବଂ ନିଜ ପତି ଙ୍କୁ ଖୁସି କରିବା ପାଇଁ କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ । ଏହି କାରଣରୁ ଏମାନଙ୍କ ପତି ମଧ୍ୟ ଏମାନଙ୍କୁ ବହୁତ ଭଲ ପାଇଥାନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି ‘H’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ପତି ଙ୍କ ପାଇଁ ନିଜ ମନରେ ସେବା ଭାବ ରଖନ୍ତି । ଏହି ନାମର ଝିଅ ମାନେ ନିଜ ପତି ଙ୍କୁ ସର୍ଵଦା ପଲକ ରେ ବସାଇ ରଖନ୍ତି । ଏମାନେ ନିଜ ପାର୍ଟନର ଙ୍କ ପ୍ରତି ଇମାନଦାର ରୁହନ୍ତି ଏବଂ ପୁରା ଜୀବନ ନିଃସ୍ୱାର୍ଥ ଭାବ ରେ ନିଜ ପତି ଙ୍କୁ ଭଲ ପାଆନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷରଟି ହେଉଛି ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ନିଜ ପତି ଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେବା କରନ୍ତି । ଏହି ନାମର ଝିଅ ଜୀବନ ସାରା ନିଜ ପତି ଙ୍କ ସାଥ ଦେଇଥାନ୍ତି । ଏହି ଝିଅ ମାନେ ଅଳ୍ପ ଜିଦ୍ଦି ସ୍ୱଭାବ ର ହୋଇଥାନ୍ତି ସତ । କିନ୍ତୁ ଏହି ଝିଅ ମାନେ କେବେବି ଅନ୍ୟ ର ଖରାପ ଚାହିଁ ନଥାନ୍ତି । ଏହି କାରଣରୁ ଏହି ନାମ ଥିବା ଝିଅ ମାନଙ୍କ ବୈବାହିକ ଜୀବନ ଅତ୍ୟନ୍ତ ସୁଖ ଦାୟକ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button