ରାଶିଫଳ

କାର୍ତ୍ତିକ ମାସରେ ଆସନ୍ତା 15 ଦିନରେ ଏହି 5ଟି ରାଶି ହେବେ ମହା ଧନୀ, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ !

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ଏହା ବିଶ୍ୱାସ କରୁଥିବେ ଯେ, ଗ୍ରହର ଚଳନ ରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖିବାକୁ ମିଳିଥାଏ ଏବଂ ଏହି ପରିବର୍ତ୍ତନ ବ୍ୟକ୍ତି ର ରାଶି ମାଧ୍ୟମରେ ବ୍ୟକ୍ତି ଜୀବନ ରେ ପ୍ରଭାବ ପକାଇଥାଏ । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ରେ ଗ୍ରହ ମାନଙ୍କ ସ୍ଥିତି ରେ ପରିବର୍ତ୍ତନ ହେବାକୁ ଯାଉଛି ।

ଗ୍ରହ ର ଚଳନ ରେ ପରିବର୍ତ୍ତନ କାରଣରୁ ୧୨ ଟି ରାଶି ମଧ୍ୟରୁ ୫ ଟି ରାଶି ଉପରେ ଏହାର ପ୍ରଭାବ ପଡ଼ିବାକୁ ଯାଉଛି ଏବଂ ହେବାକୁ ଯାଉଛି ରାଜଯୋଗ । ତେବେ ଏହି ରାଶି ମାନଙ୍କ ଉପରେ ମାତାଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ମଧ୍ୟ ପଡ଼ିବାକୁ ଯାଉଛି । ତେବେ ଆସନ୍ତୁ ସେହି ରାଶି ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଲାଭ ପ୍ରାପ୍ତ ହେବ । ଧନ ପ୍ରାପ୍ତି ର ଯୋଗ ବନୁଅଛି । ପ୍ରତଯୋଗୀ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ । ବିବାହ କୁ ନେଇ ଥିବା ସମସ୍ୟା ଦୂର ହେବ । ଏହା ସହିତ ଆପଣଙ୍କ ପାରିବାରିକ ତଥା ଦାମ୍ପତ୍ୟ ଜୀବନ ମଧୁର ହେବ । ଆପଣ ହସଖୁସିରେ ନିଜର ଜୀବନ ଅତିବାହିତ କରିବେ ।

୨. ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ସୁଖଦ ଫଳ ପ୍ରାପ୍ତ ହେବାକୁ ଯାଉଛି । ଏମାନେ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଏମାନଙ୍କ କୌଣସି ଅଟକି ରହି ଯାଇଥିବା ସରକାରୀ କାମ ପୂର୍ଣ ହେବ । ଏମାନଙ୍କ କଳାତ୍ମକ ଶକ୍ତି ର ବିକାଶ ହେବ । ପ୍ରତିଯୋଗୀ ଏବଂ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ସାମଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ବିଦେଶ ଯାତ୍ରା ର ଯୋଗ ମଧ୍ୟ ରହିଛି ।

୩. ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏହି ଗ୍ରହ ଚଳନ ର ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପରିବର୍ତ୍ତନ ଆସିବ । ଏମାନେ ଧର୍ମ କର୍ମ କାର୍ଯ୍ୟ ରେ ଲିପ୍ତ ରହିବେ । ଏମାନଙ୍କ ଆଧ୍ୟାତ୍ମିକ ଶକ୍ତି ର ଉଜାଗର ହେବ । ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ପଦୋନ୍ନତି ମଧ୍ୟ ପ୍ରାପ୍ତି ହେବ । ଏହା ସହିତ ସରକାରୀ କ୍ଷେତ୍ରରେ ଆପଣ କରିଥିବା ଆବେଦନ ରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ ।

୪. ଏହି ରାଶିର ବ୍ୟକ୍ତି ଙ୍କୁ ସଫଳ ପରିଣାମ ପ୍ରାପ୍ତ ହେବ । ଏମାନଙ୍କୁ ଚାକିରୀ ଓ ବ୍ୟାପାର ଉଭୟ କ୍ଷେତ୍ରରେ ସଫଳତା ହାସଲ ହେବ । ଆଧ୍ୟାତ୍ମିକ କାର୍ଯ୍ୟ ରେ ରୁଚି ବଢ଼ିବ । ଏହା ସହିତ ଆପଣ ବିଦେଶ ନଗରିକତ୍ୱ ତଥା ଚାକିରୀ ପାଇଁ କରିଥିବା ସରକାରୀ ଆବେଦନ ମଧ୍ୟ ସଫଳ ହେବ । ଏହା ସହିତ ଉକ୍ତ ରାଶିର ବ୍ୟକ୍ତି ଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଭୌତିକ ସୁଖ ର ବୃଦ୍ଧି ହେବ । ଏହା ସହିତ କୌଣସି ଅଜଣା ବ୍ୟକ୍ତି ସହିତ ସାକ୍ଷାତ ହେବ ଏବଂ ତାଙ୍କ ସହିତ ସମ୍ପର୍କ ମଧୁର ହେବ । ସଂକ୍ଷେପରେ ଯଦି କହିବା ତେବେ ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ବିଶେଷ ଙ୍କ ଜୀବନ ଆସନ୍ତା ସମୟରେ ସୁଖମୟ ହେବ ।

Related Articles

Leave a Reply

Your email address will not be published. Required fields are marked *

Back to top button