ମନୋରଞ୍ଜନ

ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଅଭିନୟରେ ଡେବ୍ୟୁ କଲେ ଅଭିନେତା Sritam ଙ୍କ ଝିଅ, ବଖାଣିଲେ ନିଜ ପ୍ରଥମ ଫିଲ୍ମର ଅନୁଭୂତି, ଦେଖନ୍ତୁ ସେ କଣ କହିଲେ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରୀ ର ସବୁ ଅଭିନେତା ଓ ଅଭିନେତ୍ରୀ ମାନଂକୁ । ବହୁତ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ଅଭିନୟ କରିଥିବାର ନଜର ରେ ଆସନ୍ତି । ଏବେ ବି ବହୁତ ପୁରୁଣା କଳାକାର ଅଭିନୟ କରୁଛନ୍ତି ଆଉ ବହୁତ ନୂଆ କଳାକାର ମାନେ ମଧ୍ୟ ଅଭିନୟ କରିବାର ନଜର ରେ ଆସଥାନ୍ତି ।

ତେବେ ଅଭିନୟ ତ ସବୁ ଅଭିନେତା ଓ ଅଭିନେତ୍ରୀ କରୁଛନ୍ତି ବହୁତ ସୁନ୍ଦର ଅଭିନୟ ମଧ୍ୟ କରୁଛନ୍ତି ହେଲେ ପୁରୁଣା ସ୍ମୁତି ଆଉ ପୁରୁଣା କଳାକାର ମାନଂକୁ ଭୁଲି ହୁଏନା । ସେହି ପୁରୁଣା କଳାକାର ଅଭିନୟ ସହ ଆଖି ଆଗରେ ନାଚି ଉଠେ ତାଙ୍କର ଅଭିନୟ । ତେବେ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରୁଥିବା ଅଭିନେତା ଶ୍ରିତମ ଦାସ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ।

ଶ୍ରୀତମ ଦାସ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ଜଣାଶୁଣା ଅଭିନେତା ହେବା ସହ ବହୁ ଲୋକପ୍ରିୟ ଅଭିନେତା ମଧ୍ୟ ଅଟନ୍ତି । ତେବେ ଶ୍ରୀତମ ଦାସ ବହୁତ ପୁରୁଣା ନହେଲେ ମଧ୍ୟ ପୁରୁଣା କଳାକାର କହିଲେ ବି କିଛି ଭୁଲ ହେବନି । ଶ୍ରୀତମ ଦାସ ବହୁତ ଓଡ଼ିଆ ସିନେମା ରେ ଅଭିନୟ କରିଥିବାର୍ ନଜର ରେ ଆସିଛନ୍ତି । ତାଙ୍କ ଅଭିନୟ ମଧ୍ୟ ବହୁତ ସୁନ୍ଦର ଲାଗେ । ତେବେ ଅଭିନେତା ଶ୍ରୀତମ ଦାସ ବହୁତ ଗୋଡିଏ ସିନେମା ଅଭିନୟ କରି ନଜର ରେ ଆସିଛନ୍ତି ।

ତେବେ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଓଡ଼ିଆ ଆଲବମ୍ ରୁ ସେ ଓଡ଼ିଆ ଆଲବମ୍ ରେ ନିଜର ଦମଦାର୍ ଅଭିନୟ କରି ଲୋକ ନଜର ରେ ଆସିଥିଲେ ପରେ ସେ ଧୀରେ ଧୀରେ ସିନେମା କରିବା ଆରମ୍ଭ କରିଥିଲେ । ଆଉ ତାଙ୍କ ସିନେମା ଦେଖି ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ ଓ ଭଲ ପାଇବା ଦେବାକୁ ଲାଗି ଥିଲେ । ତେବେ ଅଭିନେତା ଶ୍ରୀତମ ଦାସ ଙ୍କ ଏବେ ଏକ ଭିଡିଓ ଖୁବ ଜୋରେ ଭାଇରାଲ ହେବାକୁ ଲାଗୁଚି ଯାହା ଆପଣ ମାନେ ଦେଖିଲେ ମଧ୍ୟ ବହୁତ ଖୁସି ହେଇ ଯିବେ ।

ତେବେ ସେ ତାଙ୍କ ଝିଅ ଙ୍କୁ ବହୁତ ଭଲ ପାଅନ୍ତି ଆପଣ ମାନେ ତ ଜାଣନ୍ତି କି ଶ୍ରୀତମ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ନିଜର ଓ ନିଜ ପରିବାରର ଅନେକ ଫଟୋ ଓ ଏବଂ ଭିଡିଓ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରନ୍ତୁ ଆଉ ସେସବୁ ଦେଖୁ ଦେଖୁ ଭାଇରାଲ ହେଇଯାଏ । ତେବେ ଶ୍ରୀତମଙ୍କ ଝିଅର ନାମ ହେଉଛି ଲିପାକ୍ଶି ତେବେ ସେ ଓଡ଼ିଆ ସିନେମା ମହାବାହୁ ରୁ ଡେବ୍ୟୁ କରିଛନ୍ତି ତେବେ ସେ ସେଥିରେ ଜଣେ ଗୁଙ୍ଗୀ ଝିଅର ଅଭିନୟ କରିଛନ୍ତି ଯାହାର ନାମ ହେଇଛି ରିଙ୍କି ।


ତେବେ ସେ ନିଜର ଅନୁଭୂତି ବିଷୟରେ ମଧ୍ୟ କହିଛନ୍ତି । ତେବେ ସେ କହିଛନ୍ତି କି ସେ ସକାଳ ୫ଟା ରୁ ଉଠି ରେଡି ହୋଇ ସୁଟିଂ ସେଟ କୁ ଯାଉଥିଲେ ଏବଂ ସେଠାରେ ପହଁଚି ସେ ନିଜର ସୁଟ କରୁଥିଲେ ଏବଂ ତାହା ସହ ଅନଲାଇନ କ୍ଳାସ ମଧ୍ୟ କରୁଥିଲେ । ତେବେ ସେ କହିଛନ୍ତି କି ପ୍ରଥମେ ତାଙ୍କୁ ଟିକେ ନର୍ଭସ ଲାଗିଥିଲା କ୍ୟାମେରା କୁ ଦେଖି କିନ୍ତୁ ପରେ ସେ ବହୁତ ଭଲ ଭାବରେ କାମ କରିଥିଲେ ଏବଂ ମଝିରେ ମଝିରେ ଯେତେବେଳେ ବି ସମୟ ମିଳୁଥିଲା ସେ ନିଜର ପାଠ ପଢୁଥିଲେ ।

ତେବେ ସେ କହିଛନ୍ତି କି ତାଙ୍କୁ ସୁଟିଂ ସେଟ ରେ ବହୁତ ମଜା ଆସିଥିଲା ସମସ୍ତ ଙ୍କ ସହ ମିଶି ସେ ବହୁତ ଖୁସି ଥିଲେ ଏବଂ ସେ ନିଜ ପିଇସୀ ନାନୀ ଉଷସି ମିଶ୍ର ଙ୍କ ସହ କାମ କରି ମଧ୍ୟ ବହୁତ ଖୁସି ଅଛନ୍ତି । ତେବେ ସେ ଆହୁରି ଆଗକୁ ଏଭଳି କାମ କରିବେ ବୋଲି ଆଶା ରଖିଛନ୍ତି ଏବଂ ନିଜ ବାପାଙ୍କ ନାଁ ଉଚ୍ଚ କରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button