ମନୋରଞ୍ଜନ

ରିୟଲ ଲାଇଫରେ ରାଜକୁମାରୀ ଅଟନ୍ତି ଏହି 9 ଅଭିନେତ୍ରୀ! ନାଁ ଜାଣି ବିଶ୍ଵାସ ହେବନି

ବଲିଉଡରେ ଏମିତି ଅନେକ ଷ୍ଟାର ଅଛନ୍ତି ଯିଏ ରିୟଲରେ ଆଉ କିଛି ହୋଇଥାନ୍ତି । ପରଦାରେ ସେ ଯେମିତି ଦେଖାଯାଇଥାନ୍ତି ରିୟଲ ଲାଇଫରେ ତାଙ୍କ ଲାଇଫ ଷ୍ଟାଇଲ ଭିନ୍ନ ଅଟେ ଯାହାକୁ ଜାଣିଲେ କାହାର ବି ହୋସ ଉଡିଯିବ । ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯିଏ ରିୟଲ ଲାଇଫରେ ମହାରାଣୀ ଭଳି ଜୀବନ ବିତାଇଥାନ୍ତି । ଆଜି ଆମେ ଆପଣଙ୍କୁ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

୧- ମୋହିନା କୁମାରୀ ସିଂ : ଆମ ଲିଷ୍ଟର ପ୍ରଥମେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମୋହିନା କୁମାରୀ ସିଂ ଯିଏ ରିୱା ରାଜପରିବାରର ଅଟନ୍ତି । ସେ ରିୟଲ ଲାଇଫରେ ବହୁତ ରୋୟାଲ ଲାଇଫରେ ରହୁଛନ୍ତି ।

୨- କିରଣ ରାଓ : ଆମ ଲିଷ୍ଟର ଦ୍ବିତୀୟରେ ଅଛନ୍ତି ଅଭିନେତା ଅମିର ଖାନଙ୍କ ଦ୍ଵିତୀୟ ସ୍ତ୍ରୀ କିରଣ ରାଓ । ସେ ଜଣେ ଫ୍ୟାମସ ରାଇଟର, ପ୍ରଡ୍ୟୁସର, ଡାଇରେକ୍ଟର ଅଟନ୍ତି । ସେ ରିୟଲ ଲାଇଫରେ ରାଜପରିବାରରୁ ଆସିଛନ୍ତି ।

୩- ଆଦିତି ରାଓ ହାଇଦ୍ରି  : ଆମ ଲିଷ୍ଟର ତୃତୀୟରେ ଅଛନ୍ତି ଆଦିତି । ସେ ରାଜପରିବାରୁ ଆସିଛନ୍ତି । ଆଦିତି ସାହି ଲାଇଫ ଷ୍ଟାଇଆଲରେ ରୁହନ୍ତି ।

୪- ଭାଗ୍ୟଶ୍ରୀ : ଆମ ଲିଷ୍ଟର ପଞ୍ଚମରେ ଅଛନ୍ତି ଭାଗ୍ୟଶ୍ରୀ । ସେ “ମେନେ ପ୍ୟାରା କିୟା” ଫିଲ୍ମରେ ଅଭିନେତା ସଲମାନ ଖାନଙ୍କ ସହ କାମ କରିବା ପରେ ଏବେ ବଲିଉଡ ଠାରୁ ଦୂରରେ ଅଛନ୍ତି । କିନ୍ତୁ ସେ ରାଜପରିବାର ଝିଅ ହେବା ସହ ମହାରାଷ୍ଟ୍ରର ଅଟନ୍ତି ।

୫- ସୋନଲ ଚୌହାନ : ଆମ ଲିଷ୍ଟର ପଞ୍ଚମରେ ଅଛନ୍ତି ସୋନଲ ଯିଏ କି ଇମରାନ ହାସମୀନଙ୍କ ସହ ଫିଲ୍ମ “ଜନତ”ରେ କାମ କରିଛନ୍ତି । ବଲିଉଡ ବ୍ଯତୀତ ରିୟଲ ଲାଇଫରେ ସେ ରାଜକୁମାରୀ ଅଟନ୍ତି । ସେ ସାହିଦ ରାଜପୁତ ରୁ ଆସୁଛନ୍ତି ।

୬- ଶୋହା ଅଲ୍ଲୀ ଖାନ : ଆମ ଲିଷ୍ଟର ଷଷ୍ଠରେ ଅଛନ୍ତି ଶୋହା ଅଲ୍ଲୀ ଖାନ ଯିଏକି ରୋୟାଲ ଲାଇଫରୁ ଆସିଛନ୍ତି । ତାଙ୍କ ବାପା ଭୋପାଲାର ନବାନ ହେବ ସହ କ୍ରିକେଟର ଅଟନ୍ତି ।

୭- ସାଗରିକା  ଘଟାଗୀ : ଆମ ଲିଷ୍ଟର ସପ୍ତମରେ ଅଛନ୍ତି ସାଗରିକା, ଜାହିର ଖାନଙ୍କ ସ୍ତ୍ରୀ କୋଲହାପୂର ର ରାଜପରିବାରର ଝିଅ ଅଟନ୍ତି । ତାଙ୍କ ପିତା ବିଜୟ ସିଂ ଏବେ ସତ୍ତା ସମ୍ଭାଳୁଛନ୍ତି ।

୮- ସାରା ଅଲ୍ଲୀ ଖାନ : ଆମ ଲିଷ୍ଟର ଅଷ୍ଟମରେ ଅଛନ୍ତି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ପଟାଦୀ ପରିବାରର ଜାନ ହେବ ସହ ଶେଫ ଅଲ୍ଲୀ ଖାନଙ୍କ ଝିଅ ।

୯- ରିୟା ଓ ରାଇମା ସେନ : ଆମ ଲିଷ୍ଟର ନବମରେ ଅଛନ୍ତି ବଲିଉଡର ଫ୍ୟାମସ ଅଭିନେତ୍ରୀ ମୁନମୁନଙ୍କ ଝିଅ ରିୟା ଓ ରାଇମା ସେନ ସାହିଦ ପରିବାରରୁ ଆସୁଛନ୍ତି । ରିୟା ଓ ରାଇମାଙ୍କ ପିତା ତ୍ରିପୁରାର ରାଜପରିବରର ସଦସ୍ୟ ଅଟନ୍ତି । ବନ୍ଧୁଗଣ ଆପଣଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀଙ୍କ ରିୟଲ ଲାଇଫ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button