ରାଶିଫଳ

କୁମାର ପୁର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ : ଏହି ସବୁ ରାଶଳିଙ୍କ ଉପରେ ରହିଛି ବଡ ବିପଦ

ଆସନ୍ତା ୨୮ତାରିଖ ଅର୍ଥାତ୍‌ ଶନିବାର ପଡ଼ୁଛି କୁମାର ପୂର୍ଣ୍ଣିମା । ସେହିଦିନ ଚନ୍ଦ୍ରଗ୍ରହଣ ବି ଲାଗୁଛି । କୁମାରପୂର୍ଣ୍ଣିମାରେ ହେବାକୁ ଥିବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ସେଦିନ ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ମତ ଦେଇଛନ୍ତି ।

ତେବେ ଜୋତିଷଙ୍କ ମତରେ କୁମାର ପୁର୍ଣ୍ଣିମା ସାଙ୍ଗକୁ ଚନ୍ଦ୍ର ଗ୍ରହଣ ପଡୁଥିବାରୁ କିଛି ରାଶିଙ୍କ ଜୀବନକୁ ମାଡି ଆସୁଛି ବଡ ବିପଦ । ତେବେ ଆସନ୍ତୁ ଜାଣି ନେବେ ସେହି ସବୁ ରାଶି ଗୁଡିକ କଣ ।

ବୃଷ ରାଶି – ଶୁକ୍ର ଗ୍ରହର ଗୋଚର କାରଣ ରୁ ଏହି କୁମାର ପୁର୍ଣ୍ଣିମା  ଆପଣ ମାନଙ୍କ ଆର୍ଥିକ ଜିବନ ରେ ଅନେକ ଅସୁବିଧା ଆଣିବ । ଏବଂ ଏହି କଥା ଟି ବହୁତ ଆଶ୍ଚର୍ଯ୍ୟ କର ଅଟେ କି ବନ୍ଧୁଗଣ ଏହି ଦିନ ରେ ଆପଣ ମାନଙ୍କ ରାଶି ରେ ନିଜେ ଭଗବାନ କୁବେର ହିଁ ଆପଣ ମାନଙ୍କ ରାଶି ଉପରେ କୋପ ଦୃଷ୍ଟି କରି ବସିଛନ୍ତି । ଏହି ଦିନ ରେ ଆପଣ ମାନଙ୍କୁ ଏମିତି ରାସ୍ତା ମିଳିବ କି ଜାହା ପାଇଁ ଆପଣ ମାନେ ଏକା ସହିତ ବହୁତ ଗୁଡିଏ ବିପଦରେ ପଡି ପାରନ୍ତି ।

ଧନୁ ରାଶି – ଶୁକ୍ର ଗ୍ରହର ଗୋଚର ଏହି ରାଶିର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହେବ।ଅଧିକ ଉପାର୍ଜନ ପାଇଁ ନୂତନ ସ୍ରୋତ ଲାଭ ହେବ। ଅଚାନକ ଆପଣଙ୍କୁ ଧନଲାଭ ହୋଇପାରେ। ପରିବାର ଲୋକଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ।ଆପଣ ଯେଉଁ କାର୍ଯ୍ୟ କରିବେ, ସବୁଥିରେ ସଫଳତା ଅର୍ଜନ କରିବେ।ପରୀକ୍ଷାର୍ଥୀ ମାନେ ଉତ୍ତମ ପରିଣାମ ପାଇବେ।

ମୀନ ରାଶି – ଶୁକ୍ର ଗ୍ରହର ଗୋଚର କାରଣ ରୁ ଏହି ରାଶି ର ବ୍ୟକ୍ତି ବିଶେଷ ମାନେ କର୍ମ କ୍ଷେତ୍ର ରେ ଆପଣ ମାନେ ସଫଳତା ହେବା ସହିତ । ମାସ ଟି ବହୁତ ଭଳ ରହିବ, ଆପଣଙ୍କର ପୂର୍ବ ବର୍ଷ ରୁ ଅଟକିଥିବା କାମ ପୁରା ହେବ ।ସଉଦାବାଜୀ ବହୁତ ସଫଳତା ଦେବ ବିଦେଶ୍ ଯିବାର ପ୍ରୟାସରେ ଓ ଧାର୍ମିକ କାର୍ଯ୍ୟରେ ସଫଲତା ପାଇବେ , ଜୀବନସାଥୀଙ୍କ ସହ ସଂମ୍ପର୍କକୁ ନେଇ ଭାବୁକ ହୋଇପାରନ୍ତି । କେଉଁ ଅଜ୍ଞାତ ଭୟରୁ ଚିନ୍ତିତ ହୋଇପାରନ୍ତି । କୈଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button