ରାଶିଫଳ

ମିଠା ବାଣ୍ଟିବାକୁ ହୋଇଯାନ୍ତୁ ପ୍ରସ୍ତୁତ, କାହିଁକିନା 20 ରୁ 25 ପର୍ଯ୍ୟନ୍ତ ଏହି ରାଶିକୁ ମିଳିବ ବଡ ଖୁସି ଖବର

ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ସେହି ଭାଗ୍ୟ ଶାଳୀ ରାଶି ମାନ ଙ୍କ ସମ୍ପର୍କ ରେ କହିଆବକୁ ଯାଉଛୁ ଯାହାର ଭାଗ୍ୟ ଚମକି ଉଠିବ । ମାତା ଲକ୍ଷ୍ମୀ ଙ୍କ କୃପା ସର୍ବଦା ଲାଗି ରହିଛି । ଧନ ର ସଠିକ୍ ଯୋଜନା ବନୁଅଛି । 20 ରୁ 25 ଅଗଷ୍ଟ ପର୍ଯ୍ୟନ୍ତ ଚମକି ଉଠିବ ଏମାନ ଙ୍କ ଭାଗ୍ୟ ସୁଖ ପ୍ରାପ୍ତ କରିବ ।

ମେଷରାଶି -ନିଜ ଜୀବନ ରେ ବୋହୁତ ବଡ଼ବଡ଼ ସଫଳତା ମିଳିବାକୁ ଯାଉଚି । ବୋହୁତ ବର୍ଷ ପରେ ପଡ଼ିବାକୁ ଯାଉଚି ରାଜା ଯୋଗ । ମାତାଲକ୍ଷ୍ମି ବୋହୁତ ପ୍ରସନ୍ନ ଅଛନ୍ତି । ଏହି ଲୋକ ମାନେ ନୂଆ ନୂଆ କିର୍ତିମାନ ସ୍ଥାପନ କରିବା ସହ ନୂତନ କାର୍ଯ୍ୟ ରେ ଯୋଗ ଦେବେ । କାର୍ଯ୍ୟ ରେ ଯୋଗ ଦେବା ଦ୍ଵାରା ତାହା ସୁରୁଖୁରୁରେ ରେ ଶେଷ ହେବ । ବା ଭଲ ଭାବରେ ବିନା ଅସୁବିଧା ରେ ଆପଣ ଦୁଃଖ କୁ ନାଶ କରିପାରିବେ ।

ମିଥୁନରାଶି – ନୂଆ ନୂଆ କୀର୍ତ୍ତି ମାନ ସ୍ଥାପନ କରିବେ । ଆୟ ଓ ବ୍ୟୟ ସମ୍ମାନ ରହିବ । ଉନ୍ନତି ଓ ସଫଳତା ର ଯୋଗ ଦିନ କୁ ଦିନ ବଢ଼ିବାରେ ଲାଗିଚି । ଶିକ୍ଷା ଚାକିରି ପ୍ରେମ ଓ ବ୍ୟାପାର ବାଣିଜ୍ୟ ରେ ଲାଭ ହେବା । ଭଲ ପୌନ ମିଳିବ । କୌଣସି ଲୋକ ର କଥା ରେ ପଡ଼ି କୌଣସି ମହତ୍ତ୍ଵ ପୂର୍ଣ୍ଣ ଫେସଲା ନିଅନ୍ତୁନାହିଁ ।

ତୁଳା ରାଶି – ମାନସିକ ଅଶାନ୍ତି ଦେଖା ଦେବା । କର୍ମ କ୍ଷେତ୍ର ରେ ବାଧା ଦେଖା ଦାଇ ପାରେ । ଯାହା କରୁଛନ୍ତି ଭାବିକି କରନ୍ତୁ ନିଜର ବିବେକ ଓ ବିଚାର ସହ କରନ୍ତୁ । କାର୍ଯ୍ୟ କ୍ଷେତ୍ର ରେ ଭାଗ୍ୟ ର ସମ୍ପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଚି । ଲଟ୍ରି ଲାଗିବାର ସମ୍ଭାବନା ରହିଛି । ସମାଜ ରେ ଉଚ୍ଚକୋଟିର ମାନ ସମ୍ମାନ ବୃଦ୍ଧି ହେବ ।

ବୃଷ ରାଶି -ବୈବାହିକ ଜୀବନ ରେ ଖୁସି ଆସିବା ସହ ସନ୍ତାନ ମନ ଙ୍କ ତରଫ ରୁ ଉପହାର ମିଳିପାରେ । ସାମତ ଅଟକି ରହିଥିବା କାର୍ଯ୍ୟ ଖୁବ୍ ଶୀଘ୍ର ପୁରା ହେବାକୁ ଯାଉଛି । ବିବାହର ଯୋଗ ରହିଅଛି । ବ୍ୟାପାର ସମୟ ଦୁର ହେବ । ଆର୍ଥିକ ସମସ୍ୟା ଦୂର ହେବ ।

ମକର ରାଶି -ଚାକିରି ରେ ପଦୋର୍ଣତି ଦେଖାଦେବ । ଆୟବଢିବର ନୂତନ ଦିଗ ଖୋଲିବାକୁ ଯାଉଚି । ଆଗାମୀ ପରୀକ୍ଷା ରେ ସଫଳତା ହାସଲ କରିବେ । ପାରିବାରିକ ସମସ୍ୟା ଦୂରୀଭୂତ ହେବ । କାର୍ଯ୍ୟ ରେ ମନୋନିବେଶ କରିବେ । ସରକାରୀ ଚାକିରୀ କଲେ ଦରମା ବୃଦ୍ଧି ହେବ ।

ସିଂହ ରାଶି – ଦୂର ଯାତ୍ରା କରିପାରନ୍ତି । ଗୃହ ରେ ଅଶାନ୍ତି ଦେଖା ଦେବ । ବନ୍ଧୁ ଙ୍କ ଠାରୁ ଧୋକା ମିଳିବ । କାର୍ଯ୍ୟ କ୍ଷେତ୍ର ରେ ଲାଭ ମିଳିବ । ଆୟ ଓ ବ୍ୟୟ ସମ୍ମାନ ରହିବ । ବିଚାର ରେ ଉଚ୍ଚ କୋଟି ର ପଦକ ହାସଲ କରିବେ । ବାଣିଜ୍ୟ ରେ ଲାଭ ହେବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button