ରାତିରେ ଫୋନ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସାବଧାନ : ପୁରୁଷମାନେ ଏହାକୁ ନିଶ୍ଚୟ ଦେଖନ୍ତୁ
ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜିକାଲି ପ୍ରାୟ ସମସ୍ତଙ୍କ ଗୋଟିଏ ହିଁ ଅଭ୍ୟାସ । ବିଳମ୍ବ ରାତି ପର୍ଯ୍ୟନ୍ତ ଫୋନ କିମ୍ବା ଲାପଟପ ରେ କିଛି ନା କିଛି ଦେଖିବା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହା ପୁରୁଷ ଙ୍କ ପାଇଁ ଘା-ତ-କ ସାଜିପାରେ । ଗୋଟିଏ ନୂଆ ଷ୍ଟଡି ଅନୁସାରେ ଫୋନ ଓ ଲାପଟପ ରୁ ବାହାରୁ ଥିବା ବ୍ଲ୍ୟୁ ଲାଇଟ ପୁରୁଷ ଙ୍କ ସ୍ପ-ର୍ମ କ୍ବାଲିଟି କୁ ଖରାପ କରିଦେବ । ଏହି ଷ୍ଟଡି ଆମେରିକା ର ଭର୍ଚୁଆଲ ସ୍ଲିପ ପତ୍ରିକା ରେ ବାହାରିଛି ।
ଷ୍ଟଡି ପାଇଁ ବିଶେଷଜ୍ଞ ମାନେ ୨୧ ରୁ ୫୯ ବର୍ଷ ମଧ୍ୟରେ ଥିବା ୧୧୬ ଜଣ ପୁରୁଷ ଙ୍କ ସ୍ପ-ର୍ମ ସା-ମ୍ପଲ କୁ ନେଇ ପରୀକ୍ଷା କରିଥିଲେ । ଏହି ସମସ୍ତ ବ୍ୟକ୍ତି ଫ-ର୍ଟି-ଲି-ଟି ଇ-ଭା-ଲୁଏ-ସ-ନ ପ୍ରଣାଳୀ ରେ ସାମିଲ ହୋଇଥିଲେ । ଏହି ସମସ୍ତ ଲୋକଙ୍କ ନିଦ ସହିତ ଜଡ଼ିତ ଅଭ୍ୟାସ ଓ ଇଲେକ୍ଟ୍ରନିକ ଗ୍ୟାଜେଟ ସହିତ ବିଭିନ୍ନ ପ୍ରଶ୍ନ ପଚରା ଯାଇଥିଲା । ଷ୍ଟଡି ରେ ସନ୍ଧ୍ୟା ଓ ବିଳମ୍ବ ରାତି ପର୍ଯ୍ୟନ୍ତ ଗ୍ୟାଜେଟ ରୁ ବାହାରୁଥିବା ଲାଇଟ ଓ ଖରାପ ସ୍ପ-ର୍ମ ମଧ୍ୟରେ ସମ୍ପର୍କ ଦେଖିବାକୁ ମିଳିଥିଲା ।
ଏହି ଷ୍ଟଡି ରେ ଅନ୍ୟ ଏକ ଗୁରୁତ୍ତ୍ୱପୂର୍ଣ୍ଣ କଥା ମଧ୍ୟ କୁହାଯାଇଛି ଯେ, ସ୍ମାର୍ଟ ଫୋନ ର ରେଡିଏସନ୍ ଦ୍ଵାରା ଡିଏନଏ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ । ଯେଉଁ କାରଣରୁ ଶରୀରର କୋଷ ଭଲ ହେବାର କ୍ଷମତା ହରାଇ ବସିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଏହି ସମସ୍ୟା ବିଶ୍ୱ ର ୨୦ ରୁ ୪୦ ବ୍ୟକ୍ତି ଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ଏହା ମୋଟ ଜନ ସଂଖ୍ୟା ର ୨୩% ଅଟେ । ସମସ୍ତ କାରଣରୁ ୭୦ ପ୍ରତିଶତ ଫୋନ ରେଡିୟେସନ ପ୍ରଭାବ ରେ ଏହାର ଶି-କା-ର ହୋଇଥାନ୍ତି ।
ଆପଣ ମାନେ ଏହା ଭାବୁଥିବେ ଯେ, ଫୋନ ଓ ଲାପଟପ ବ୍ୟବହାର କରିବା ବନ୍ଦ କରିଦେବା । ତାହା ନୁହେଁ କେବଳ ଶୋଇବା ପୂର୍ବରୁ ଗ୍ୟାଜେଟ ବ୍ୟବହାର କମାଇବା ଦ୍ୱାରା ହିଁ ଏହି ସମସ୍ୟା ର ସମାଧାନ ହୋଇ ପାରିବ । ନଚେତ ଏହା ଭବିଷ୍ୟତ ପିଢୀ ପାଇଁ ଏକ ଚେ-ତା-ବନୀ ସାବ୍ୟସ୍ତ ହୋଇପାରେ ।