ମନୋରଞ୍ଜନ

Rani ପୋଷ୍ଟ କଲେ ବର କନିଆଁ ବେଶରେ ଫଟୋ, ଓ Fansଙ୍କୁ ପଚାରିଲେ କେମିତି ଲାଗୁଛି Anubhav ଓ Rani ଙ୍କ ଯୋଡି ? ଦେଖନ୍ତୁ କଣ କହୁଛନ୍ତି ଫ୍ୟାନ୍ସ

କେବେ ଦିବଙ୍ଗତ ନେତା ପ୍ରଦୀପ ମହାରଥି ତ ଆଉ କେବେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କୁ ବିବାହ କରିବେ ବୋଲି କହିଛନ୍ତି ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ହଁ ଦର୍ଶନ ବନ୍ଧୁ ଏହି ସଜ ସଜ ଯାଇଛି ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ଜନ୍ମଦିନ । ଆଉ ଏ ଜନ୍ମଦିନରେ ୱିଶ କରିବାକୁ ଭୁଲିଯାଇଥିଲେ ରାନୀ ପଣ୍ଡା । ଆଉ ବିଳମ୍ବରେ ହେଲେ ବି ୱିଶ କରିଥିଲେ ।

ଏମିତିକି ବାଳୁଙ୍ଗା ଟୋକା ଅନୁଭବଙ୍କୁ ବିବାହର ଅଫର ଦେଇଛନ୍ତି ରାନୀ । ଯଦି ଅନୁଭବ ତୁମେ ରାଜି ତେବେ ମୁଁ ବି ତୁମ ହାତ ଧରିବାକୁ ରାଜି ବୋଲି କହିଛନ୍ତି ରାନୀ । ମୁଁ ବ୍ରାମ୍ହଣ ତୁମେ କରଣ ତଥାପି ଚଳିବ ଆମ ଯୋଡି । ଦର୍ଶକ ବନ୍ଧୁ ଏ କଥା ସେଟବେଳେ ଚର୍ଚ୍ଚା ହେଉଥିଲା ଯେବେ ରାନୀ ପାନଦା ଏକ ଭିଡିଓ ପୋଷ୍ଟ କରିଥିଲେ । ଆଉ ପୁଣି ଥରେ ସେହି ଚର୍ଚ୍ଚା ଜୋର ଧରିଛି ରାନୀ ପଣ୍ଡାଙ୍କ ଏହି ଫେସବୁକ ପୋଷ୍ଟ ।

ଆପଣମାନେ ଥରେ ବି ଏହି ଭିଜୁଆଲ ଉପରେ ନଜର ପକାନ୍ତୁ । ଯେଉଁଥିରେ ବର ବେଶରେ ଅଛନ୍ତି ଅନୁଭବ ମହାନ୍ତି ଓ ଆଉ କନିଆ ବେସ ସାଜିଛନ୍ତି ରାନୀ ପଣ୍ଡା । ଉଭୟଙ୍କର ଗୋଟେ ଫ୍ରେମରେ ଫୋଟ ଆଉ ଲେଖା ହୋଇଛି ଆମ ଯୋଡି କେମିତି ଲାଗୁଛି ? ଆଉ ୟୁଜର୍ସ ମାନେ ଏହାକୁ ଦେଖିବା ପରେ କମେଣ୍ଟରେ ଲେଖୁଛନ୍ତି କି ହଁ ତୁମ ଯୋଡି ନମ୍ବର ୱାନ ।

ଆଉ କେହି କେହି ଲେଖୁଛନ୍ତି କଣ ଅନୁଭବ ଏଥିରେ ରାଜି ହେବେ ? ଆଉ ତା ପରେ ରାନୀ ଯାହା କମେଣ୍ଟ ଦେଉଛନ୍ତି ତାହା କହି ହେଉ ନାହି । ଆଉ କେହି କେହି କହୁଛନ୍ତି ରାନୀ ମ୍ୟାଡମ ହେଉଛନ୍ତି କରଣ ଆଉ ଅନୁଭବ ହେଉଛନ୍ତି ବ୍ରାମ୍ହଣ । କେମିତି ହେବ ବାହାଘର ? ଦର୍ଶକ ବନ୍ଧୁ ଏହି କଥା ସେତେବେଳେ ଉଠିଛି ଯେବେ ଅନୁଭବ ମହାନ୍ତି ନିଜ ଜନ୍ମ ଦିନ ଏକ ଭିଡିଓ ପୋଷ୍ଟ କରି କହିଥିଲେ କି ଯେଉଁ ଦିନ ତାଙ୍କର ଡିଭୋର୍ସ ହେବ ସେହି ଦିନ ସେ ତାଙ୍କର ଜନ୍ମ ଦିନ ପାଳନ କରିବେ ଆଉ ଏକ ପୁନଃ ଜନ୍ମ ପାଇବେ ।

ଆଉ ସେବେ ଠାରୁ ତାଙ୍କ ଜନ୍ମ ଦିନକୁ ଫ୍ୟାନ୍ସ ମାନଙ୍କ ସହ ବେଶ ଧୂମଧାମରେ ପାଳନ କରିଲେ ବୋଲି କହିଥିଲେ ଅନୁଭବ । ଆଉ ତା ପରେ କେଉଁଠି ଥିଲେ ରାନୀ ସିଧା ମାଡି ବସିଲେ ଆଉ କହିଲେ ଯେବେ ଅନୁଭବଙ୍କ ଡିଭୋର୍ସ ହେବ ଯିଏ କହୁ ବାଳୁଙ୍ଗା ଯିଏ କହି ମାଟ୍ରିକ ଫେଲ ମୁଁ ବିବାହ କରିବି ଅନୁଭବ ମହାନ୍ତିଙ୍କୁ । କାରଣ ନୁଭବ ମାହାନ୍ତି ହେଉଛନ୍ତି ଚୋଖା ଟୋକା ସୁପର ଟୋକା ।

ଆଉ ଏ ସବୁ ଭିତରେ ଆଜି ସକାଳୁ କଣ ହୋଇଛି କେଜାଣି ରାନୀ ଅନୁଭବଙ୍କ ସହ ଏକ ଫୋଟୋ ଜଏଣ୍ଟ କରି ସୋସିଆଲ ମିଡିଆରେ ଲେଖିଛନ୍ତି ଆମ ଯୋଡି କେମିତି ଲାଗୁଛି । ତେବେ ଦେଖିବା ବାକି ରହିଲା ରାନୀଙ୍କ ଅଫରକୁ ଅନୁଭବ ଗ୍ରହଣ କରୁଛନ୍ତି ନା ଆଉ କଣ ହେଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button