ଜୀବନଶୈଳୀ

ବୁଟଚଣା ଖାଇବା ଦ୍ୱାରା ଆପଣଙ୍କର ଯେଉଁ ସଵୁ ରୋଗ ଭଲ ହେବ ତାହା ଆପଣ ସ୍ଵପ୍ନରେ ବି ଭାବି ନଥିବେ

ବନ୍ଧୁଗଣ ଯଦି ଆପଣଙ୍କ ଘରେ ଭଜା ଚଣା ଅଛି ଆଉ ତାହାର ସଠିକ ବ୍ୟବାହାର ଜାଣିଯିବେ ତେବେ ଆପଣଙ୍କର ଅନେକ ରୋଗ ଦୂର ହୋଇ ପାରିବ । ଏହା ଏକ ରାମବାଣ ସଦୃଶ ଅଟେ । କେବଳ ଆପଣଙ୍କୁ ଖାଇବାର ତରିକା ବଦଳାଇବାକୁ ପଡିବ । ଭଜା ଚଣା ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ ଆଉ ଖାଇଥିବେ ମଧ୍ୟ । କିନ୍ତୁ ଏମିତି କଥା ଅଛି ଯାହା ବିଷୟରେ ଆପଣ ମାନେ କେବେ ଜାଣି ନ ଥିବେ । ଯେବେ ଗୁଡ ଓ ଚଣା ମିଶାଇ ସେବନ କରାଯାଏ ତାହାର ଲାଭ ଅଧିକ ବଢି ଯାଇଥାଏ ।

ପୁରୁଷ ମାନଙ୍କ ପାଇଁ ଏହା ଜବରଦସ୍ତ ପ୍ରମାଣିତ ହୋଇଛି । ଆଜି ଆମେ ଆପଣଙ୍କୁ ଗୁଡ ଓ ଚଣା ମିଶାଇ ଖାଇଲେ କେଉଁ ଲାଭ ହୋଇଥାଏ ସେହି ବିଷୟରେ କହିବୁ । ଯେମିତି ଆପଣ ମାନେ ଜାଣିଥିବେ ଭଜା ହୋଇଥିବା ବୁଟ ଓ ଗୁଡ ମିଶାଇ ଖାଇଲେ ଶରୀରରେ ମେଟାବୋଲିଜିୟମ ବଢାଇଥାଏ ଯାହା ଆପଣଙ୍କ ମୋଟା ରୁ ପତଳା କରିବାରେ ସାହାଜ୍ଯ କରିଥାଏ । ମୋଟାପଣ ଦୂର କରିବା ପାଇଁ ଭଯା ବୁଟ ଓ ଗୁଡ ସାହାଜ୍ଯ କରିଥାଏ ।

ସମସ୍ତଙ୍କର ଆଜିକା ଡେଟରେ ବ୍ୟାଡ ହ୍ୟାବିଟ ଏମିତି ଫାଷ୍ଟ ଫୁଡ, ଜଙ୍କ ଫୁଡ ଖାଇବା ଦ୍ଵାରା ବହୁତ ଚର୍ବି ବଢିଥାଏ  ଶରୀରରେ ଖରାପ ପ୍ରଭାବ ପଡିଥାଏ । ତେଣୁ ଆପଣ ନିଶ୍ଚିନ୍ତ ଭାବେ ଭଜା ବୁଟ ଓ ଗୁଡ ମିଶାଇ ସେବନ କରନ୍ତୁ । ଯଦି ଆପଣଙ୍କର ପେଟ ସମସ୍ଯା ବା ପାଚନ କ୍ରିୟାରେ ସମସ୍ଯା ହେଉଛି ତେବେ ବୁଟ ଭଜା ଓ ଗୁଡ ସେବନ କରନ୍ତୁ । ଗୁଡ ଓ ବୁଟରେ ଭରପୁର ମାତ୍ରାରେ ଫାଇଭର ରହିଥାଏ । ଯଦି ସବୁଦିନ ଭଜା ହୋଇଥିବା ବୁଟ ଓ ଗୁଡ ସେବନ କରୁଛନ୍ତି ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଏ ।

ଏହା ଦ୍ଵାରା ଶରୀର ଫିଟ ରହିଥାଏ । କଞ୍ଚା ବୁଟକୁ ଗଜା କରି ଖାଇଲେ ଶରୀରର ପାଇଁ ହିତକାରକ ହୋଇଥାଏ । ବୁଟ ଚଣା ଖାଇବା ଦ୍ଵାରା ଶ୍ରୟରର ଫୁର୍ତ୍ତି ହେରବା ସହ ଶରୀରର ଦୁର୍ବଳତା ଦୂର ହେବ । ଶାରୀରିକ ସମ୍ପର୍କ ରଖିବା ସମୟରେ କମଜୋର ଲାଗୁଥାଏ ନିଶ୍ଚୟ କଞ୍ଚା ବା ଭଜା ବୁଟ ସେବନ କରନ୍ତୁ । ଏହାକୁ ପ୍ରତି ଦିନ ସକାଳୁ ଖାଲି ପେଟରେ ଖାଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ବୁଟ ଆଣି ଘରେ ଘରେ ଭାଜି ଖାଇଲେ ଏହା ଭଲ ହୋଇଥାଏ ।

ବୁଟ ଚଣାକୁ ଖାଇ ନ ପାରିଲେ ଆପଣ ଗୁଡ ସହ ବିଟ ଲୁଣ ମିଶାଇ ଖାଇପାରିବେ । ଏହା ଦ୍ଵାରା ଏସିଡିଟି, କବଚ ଭଳି ସମସ୍ଯା ଦୂର ହୋଇଥାଏ । ଛୋଟ ପିଲା ମାନଙ୍କୁ ମଧୁ ବୁଟ ଚଣା ଖାଇବାକୁ ଦେଲେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ତାଙ୍କ ଶରୀର ଫୁର୍ତ୍ତି ରହିବ ।

ଆପଣ ମାନେ ଥରେ ବୁଟ ଚଣା ବା ଭଜା ଚଣା ର ସେବନ ନିଶ୍ଚୟ କରନ୍ତୁ । ଦେଖିବେ ଆପଣଙ୍କ ଶରୀର କେତେ ଫିଟ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button