ଜୀବନଶୈଳୀ

ଏହି ମହିଳାଙ୍କ ଶରୀର ରେ ଗୋଟେ ନୁହେଁ ଦୁଇଟି ଗୁପ୍ତାଙ୍ଗ ଅଛି, ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହେଉଛି- ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଏହାକୁ ଭଗବାନଙ୍କକର ଚମତ୍କାର ବୋଲି ଭାବିବା ନା କଣ? ଜଣେ ମହିଳାଙ୍କ ଶରୀର ରେ ଗୋଟେ ନୁହେଁ ଦୁଇଟି ଗୁପ୍ତାଙ୍ଗ ଅଛି ଏବଂ ଏହି କଥା ନିଜେ ସେହି ମହିଳା କହିଛନ୍ତି କି ତାଙ୍କର ଗୋଟେ ନୁହେଁ ଦୁଇଟି ଯୋନି ଅଛି । କେବଳ ଯୋନି ନୁହେଁ ତାଙ୍କର ଦୁଇଟି ଗର୍ଭାଶୟ ଏବଂ ଦୁଇଟି ଗ୍ରୀବା ଅଛି, ଶରୀର ରେ ଦୁଇଟି ଯୋନି ଥିବା ବିଷୟ ରେ ଜଣାପଡିଛି କି ଏହିଭଳି ୫-୭ଟି ମହିଳା ଅଛନ୍ତି, କିନ୍ତୁ ସେଥିରୁ ମାତ୍ର ଦୁଇ ଜଣ ଏହାକୁ ସ୍ଵୀକାର କରିବାର ସାହସ ଦେଖାଇଛନ୍ତି ।

ୟୁଟ୍ୟୁବ ର ମଶହୂର ବ୍ଲଗର କସାନ୍ଡ୍ରା ବୈକସନ ନିଜ ଫ୍ୟାନ୍ସ କୁ ନିଜ ବିଷୟରେ ଏହି ସତ୍ୟତା କହିଛନ୍ତି । ବୈକସନ କହିଲେ କି ବହୁତ ବର୍ଷ ସାହସ କଲା ପରେ ମୁଁ ଏହି ସତ୍ୟତା କହିବାକୁ ନିଶ୍ଚୟ କଲି, ମୁଁ ଅନ୍ୟ ଝିଅଙ୍କ ପରି ନୁହେଁ ସମସ୍ତଙ୍କଠୁ ଟିକେ ଅଲଗା, କାହିଁକିନା ମୋ ଶରୀର ରେ ଗୋଟେ ନୁହେଁ ଦୁଇଟି ପ୍ରାଇଭେଟ ପାର୍ଟ ଅଛି ।

ବୈଜ୍ଞାନିକଙ୍କ ଅନୁଯାଇ ଏହି ଭଳି ମାତ୍ର ଦୁଇଟି ମହିଳା ସାମ୍ନା କୁ ଆସିଛନ୍ତି ଯାହାର ଦୁଇଟି ଯୋନି ଅଛି । ସୋସିଅଲ ମିଡିୟା ରେ ଏହି ଖବର ଉଠିଲା ପରେ ବୈକସନଙ୍କର ସେକ୍ସ ଲାଇଫ ବିଷୟ ରେ ଲୋକମାନେ ପଚାରିଥିଲେ, କେତେକ ଲୋକତ ତାଙ୍କ ପୀରିୟଡ୍ସ ବିଷୟରେ ଜାଣିବା ପାଇଁ ଉତ୍ସୁକ ଥିଲେ ।

ବୈକସନଙ୍କ କହିବା ଅନୁଯାଇ ତାଙ୍କ ପୀରିୟଡ୍ସ ସାମାନ୍ୟ ଯେମିତି ଆସିବା କଥା ସେମିତି ହୁଏ, କାହିଁକିନା ତାଙ୍କ ଦୁଇଟି ଫୈଲୋପିୟନ ଟ୍ୟୁବ ଦୁହେଁ ଦୁହିଙ୍କ ସହ ଯୋଡିକରି ଅଛି ସେଥିପାଇଁ ତାଙ୍କ ପୀରିୟଡ୍ସ ସମସ୍ୟା ମାସ କୁ ଗୋଟେ ଥର ଆସେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button