ଜୀବନଶୈଳୀ

କେଉଁ ପାପ କର୍ମ କଲେ କେଉଁ ଜନ୍ମ ପାଇବେ ? Malika Bachana

ଦୁନିଆରେ ଯେଉଁ ଭଳି କମ କରାଯାଇ ଥାଏ ସେହି ଭଳି ସବୁ କିଛି ଚାଲି ହାଏ । କହିବାର ମାନେ ହେଛି ଇ ଯେଉଁ ମାନେ ଖରାପ କାମ କରିଥାନ୍ତି ସେମାନେ ଖରାପ ପରିଣାମ ପାଇଁ ଥାନ୍ତି ମାତ୍ର ଯେଉଁ ମାନେ ଭଲ କାମ କରିଥାନ୍ତି ସେମାନେ ବହ୍ଳା ଅପରିଣାମ ପାଇ ଥାନ୍ତି । ଏହି କଥା ସବୁ ଲୋକମାନେ ଜାଣି କାନ୍ତି ଏହା ଅମଧ୍ୟ ଜାଣି ଛନ୍ତି କି କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ଜାଣିକି ମଧ୍ୟ ଖୁବ ଭୁଲ ଭାଲ ଆମ କରୁଛନ୍ତି । ଆଜି ଆମେ କହିବା କି ଆପଣ କେଉଁ ଭଳି କାମ କରିଲେ ମଣିଷ ଯୋନି ପରେ ଆପଣ କେଉଁ ଭଳି ଯୋନିରେ ଜନ୍ମ ନେବେ ।

ଏହା ସହ ମଧ୍ୟ ଆପଣ ଦେଖିବା ପାଇଁ ପାଇବେ କି ଯେଉଁ ମାନେ ମିଜା ମାରିବା ପରେ ଅନେକ ଥର ଅନେକ ପ୍ରକାର କୀଟ ପତଙ୍ଗ ହୋଇକି ଜନ୍ମ ନେଉଛନ୍ତି ସେମାନେ ନିଶ୍ଚିତ ଭାବେ 33 କୋଟି ରୁ ଅଧିକ ଯୋନିରେ ଜନ୍ମ ନେବା ପରେ ଅନେକ ଯନ୍ତ୍ରଣା ପାଇବା ପରେ ଏକ ଯୋନିକୁ ଯାଇ ଥାନ୍ତି । ଆଜି ଆମେ କହିବା କି କେଉଁ ଭଳି ପାପୀ ମାନେ କେଉଁ ଭଳି ଯନ୍ମ ପାଇଥାନ୍ତି ।

ଆପଣ ଯଦି ବିବାହ ପରେ ମଢ ନିଜ ଜୀବନ ସାଥି କୁ ଛାଡିକି ଅନ୍ୟ ନାରୀ କିମ୍ବା ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଆଗ ଜନ୍ମ ରେ ବିଷ୍ଟାର ପୋକ ହୋଇକି ଜନ୍ମ ନେବେ । ଯେଉଁ ମାନେ ସବୁ ବେଳେ ଝଗଡା ଅରିଥାଏ । ସେ କଳିରେ ପ୍ରବୀଣ ଥାଏ ସେମାନେ ମଲା ପରେ ବିଲେଇ ହୋଇ ଜନ୍ମ ନେଇ ଥାନ୍ତି ।

ଯେଉଁ ବ୍ୟକ୍ତି ବିନା କାରଣରେ ଅନ୍ୟ ମାନଙ୍କ ଉପରେ ରାଗେ ଓ ଆଳି ଗୁଲଜ କରିଥାଏ ସେମାନେ କାଉ ହୋଇ ଜନ୍ମ ହୋଇ ଥାନ୍ତି । ଯେଉଁ ମାନେ ନିଜ ସ୍ତ୍ରୀ ଓ ପିଲା କୁ ବିନା କାରଣରେ କଷ୍ଟ ଦେଇ ଛନ୍ତି କିମ୍ବା ବିନା କାରଣରେ ତାଙ୍କୁ ଛାଡି ଦେଇ ଛନ୍ତି ସେମାନେ ଜନ୍ମ ଜନ୍ମ ପାଇ ନପୁରୁଷ ହୋଇକି ଜନ୍ମ ନେଇ ଥାନ୍ତି ।

ଯେଉଁ ପୁରୁଷ ମାନେ ଅନ୍ୟ କନ୍ୟା କ ଦେଖିକି ତାର ପାକହକୁ ଯିବା ପାଇଞ୍ଚେଷ୍ଟା ଅକରିଥାଏ ସେମାନେ ତୃତୀୟା ଳିଙ୍ଗ ହୋଇ ଥାନ୍ତି । ଯେଉଁ ମାନେ ସବୁ ବେଳେ ଅନ୍ୟକୁ ଦୁଖ କଷ୍ଟ ଦେଇଥାନ୍ତି ସେମାନେ ଛେଳି ହୋଇ ଜନ୍ମ ନେଇ ଥାନ୍ତି । ଯେଉଁ ମାନେ ନାରୀ ଙ୍କୁ କଷ୍ଟ ଦେଇଥାଏ ସେମାନେ କଙ୍କଡା ହୋଇ ଜନ୍ମ ନେଇ ଥାନ୍ତି ।

ଯେଉଁ ମାନେ ଖୁବ ଆସନ କରି ଖାଇ ଥାନ୍ତି ଓ ପରେ ତାଙ୍କ ପେଟ ପୃତି ନଥାଏ ସେମାନେ ଘୁଷୁରି ହୋଇ ଜନ୍ମ ନେଇ ଥାନ୍ତି । ଯେଉଁ ମାନେ ସ୍ଵଭବାବର ଜିଦିଆ ଅଟେ । ଏମାନେ କଥା କଥା ରେ କୋର୍ଟ ରେ ଧମକ ଦେଖାଇ ଥାନ୍ତି ସେମାନେ ମେଣ୍ଢା ହୋଇ ଜନ୍ମ ନେଇ ଥାନ୍ତି । ଯେଉଁ ଲୋକ ମାତା ପିତା ଙ୍କୁ ହଟାଦାର କରିଥାଏ ସେହି ଲୋକ ମୁକ ହୋଇଯନ୍ମ ନେଇଥାଏ ,ଏହା ସତ୍ୟ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button