ବିଚାର

ମହିଳା ମାନେ ମଥାରେ ଏହିଭଳି ସିନ୍ଦୁର ଲଗାନ୍ତୁ ନାହିଁ, ନଚେତ ସ୍ଵାମୀ ହୋଇଯିବେ ଦୂର

ଆମ ହିନ୍ଦୁ ଶାସ୍ତ୍ରରେ ସିନ୍ଦୁର ବହୁତ ମହତ୍ଵପୂର୍ଣ ହୋଇଥାଏ, ହିନ୍ଦୁ ଧର୍ମରେ ବିବାହ ସମୟରେ ସ୍ଵାମୀ ସ୍ତ୍ରୀ ମଥାରେ ସିନ୍ଦୁର ଦେଇଥାଏ ଯାହା ପରେ ସ୍ତ୍ରୀ ଜୀବନ ସାରା ପାଇଁ ଗୋଟେ ଅଟୁଟ ବନ୍ଧନରେ ବାନ୍ଧି ହୋଇଯାଏ, ଏହି ବନ୍ଧନ ଏତେ ଗଭୀର ଥାଏ ଯେ ଦୁହେଁ ଏହାକୁ ଖୁସି ଖୁସି ନିର୍ବାହନ କରନ୍ତି । ହିନ୍ଦୁ ଶାସ୍ତ୍ର ଅନୁଯାଇ ବିବାହିତ ସ୍ତ୍ରୀ ସିନ୍ଦୁର ନ ଲଗେଇବା ବହୁତ ଅଶୁଭ ସଂକେତ ହୋଇଥାଏ ସେଥିପାଇଁ ଭୁଲରେ ମଧ୍ୟ ମଥା ଖାଲି ଛାଡନ୍ତୁ ନାହିଁ ।

Image Courtesy: Google

ଶାସ୍ତ୍ର ଅନୁଯାଇ ସିନ୍ଦୁର ସ୍ଵାମୀ ବୟସ ପାଇଁ ଲଗା ଯାଇଥାଏ ଏହା ଦ୍ଵାରା ସ୍ଵାମୀ ବୟସ ବଢିଥାଏ ତେବେ ସିନ୍ଦୁର ଉପରେ ବହୁତ କଥା ପ୍ରଚଳିତ ଅଛି ଆଜି ଆମେ ଆପଣଙ୍କୁ ହିନ୍ଦୁ ଶାସ୍ତ୍ର ଅନୁଯାଇ ସିନ୍ଦୁର ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ମଧ୍ୟରୁ ବହୁତ କମ ଲୋକ ଜାଣିଥିବେ ହିନ୍ଦୁ ଶାସ୍ତ୍ର ଅନୁଯାଇ ସିନ୍ଦୁର ସବୁବେଳେ ମଥା ମଝିରେ ଲଗେଇବା ଉଚିତ ।

Image Courtesy: Google

ସିନ୍ଦୁର କେବେ ବି ମଥା କଡରେ ଲଗାନ୍ତୁ ନାହିଁ, ଯେଉଁ ସ୍ତ୍ରୀ ବା ମହିଳା ମଥା କଡରେ ସିନ୍ଦୁର ଲଗେଇଥାନ୍ତି ତାଙ୍କ ସ୍ଵାମୀ ତାଙ୍କ ଠାରୁ ଦୂରେଇ ଯାନ୍ତି, ସିନ୍ଦୁର ଏବଂ ସ୍ଵାମୀ ର ସମ୍ପର୍କ ବହୁତ ଗଭୀର ଅଟେ, ସିନ୍ଦୁର ଏତେ ପବିତ୍ର ଜିନିଷ ଯାହାକୁ ଲଗେଇଲା ପରେ ସ୍ତ୍ରୀକୁ ସମ୍ପୂର୍ଣ ହବାର ଅନୁଭବ ହୋଇଥାଏ । ସିନ୍ଦୁର ଚିହ୍ନଟ ଅଟେ ଯେ ସ୍ତ୍ରୀ ବିବାହିତ ଅଛନ୍ତି, ସ୍ତ୍ରୀ ମନ ସିନ୍ଦୁର ସହ ବହୁତ ଯୋଡା ହୋଇଥାଏ, ଯେଉଁ ସ୍ତ୍ରୀ ଅଳପ ସିନ୍ଦୁର ଲଗାନ୍ତି ଓ ଏହାକୁ ଲୁଚେଇ ରଖନ୍ତି ତାଙ୍କ ସମ୍ପର୍କ ତାଙ୍କ ସ୍ଵାମୀ ସହ ଖରାପ ହୋଇଥାଏ ।

Image Courtesy: Google

ପ୍ରାୟତଃ ସ୍ତ୍ରୀ ମାନଙ୍କ ପାଇଁ ତାଙ୍କ ସିନ୍ଦୁର ଗହଣା ପରି ହୋଇଥାଏ ଓ ବିବାହିତ ସ୍ତ୍ରୀ ସବୁ ସଜ ବାଜ ସହ ସିନ୍ଦୁର ଲଗାନ୍ତି ଯାହା ତାଙ୍କ ଭଲ ପାଇବା ଚିହ୍ନ ହୋଇଥାଏ । ତେବେ ଯଦି ଆପଣ ମଧ୍ୟ ଏମିତି କିଛି କରୁଛନ୍ତି ତେବେ ଅଜିଠୁ ସୁଧାରୀ ନିଅନ୍ତୁ ନିଜକୁ ନଚେତ ଆପଣାଙ୍କ ଓ ଅପଣାଙ୍କ ସ୍ଵାମୀ ଭିତରେ ବହୁତ ସମସ୍ୟା ଦେଖାଦେଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button