ଜୀବନଶୈଳୀ

ଅନିୟମିତ ପିରିଓଡ଼ସ୍ ପାଇଁ ଅଛନ୍ତି ଚିନ୍ତିତ, ତେବେ ନିଶ୍ଚୟ ଆପଣାନ୍ତୁ ଏହି ଘରୋଇ ଉପାୟ ଆଉ ତାପରେ ଦେଖନ୍ତୁ ଫାଇଦା

ମହିଳା ମାନଙ୍କର ସବୁ ମାସକୁ ମାସିକ ଚକ୍ରରେ ବିତାଇବାକୁ ପଡ଼ିଥାଏ।ଯାହାକୁ ପିରିଓଡ଼ସ୍ ବୋଲି କୁହାଯାଇଥାଏ ।ଏହି ପ୍ରକ୍ରିୟା ମହିଳା ମାନଙ୍କର ପାଇଁ ବହୁତ୍ ଜରୁରୀ ହୋଇଥାଏ। ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ଏହା ବହୁତ୍ ମହତ୍ୱପୂର୍ଣ୍ଣ ହୋଇଥାଏ।ଏହାର ଅନିୟମିତତା ଆମର ସ୍ବାସ୍ଥ୍ୟରେ ଅସୁବିଧା ବି ଦେଖାଇ ଥାଏ. ଆଜିକାଲିକା ବଦଳୁଥିବା ଜିବନସିଲ ଆଉ ଖାଇବା ପିଇବା ପାଇଁ ବି ପିରିଓଡ଼ସ୍ ର ଅନିୟମିତତା ଭାବେ ହେବା ସାଧାରଣ କଥା ହୋଇସାରିଲାଣି, କିନ୍ତୁ ଏହାକୁ ଅଣଦେଖା କରିବା ବହୁତ୍ ହିଁ ଭୟଙ୍କର ହୋଇଥାଏ ଏହି ଜିନିଷକୁ ଜଗିକରି ଚାଲିବା ଆମ ପାଇଁ ଭଲ ।

ଆଜ୍ଞ ହଁ ,ପିରିଓଡ଼ସ୍ ର ଟାଇମ୍ ରେ ନ ହବା ଗୋଟେ ଏମିତି ସମସ୍ୟା ଅଟେ, ଯାହାକି ଆଗକୁ ବଡ଼ ଗଭୀର ରୋଗର ରୁପବି ନେଇପାରେ, ଏମିତିରେ ଜଉଠି ଏହି ସମସ୍ୟାରେ ପୀଡ଼ିତ ମହିଳା ମାନଙ୍କୁ ତୁରନ୍ତ ଡକ୍ଟରଙ୍କ ରାୟ ନେବା ଦରକାର ।

ସେଥିରୁ କିଛି ଘରୋଇ ଉପାୟବି ଅଚ୍ଛି, ଯାହା ଏହି ଅସୁବିଧାରେ ଆପଣଙ୍କୁ ସାହାଯ୍ୟ କରି ପାରିବ। ତେବେ ଆସନ୍ତୁ ଜାଣିବାକି କଣ ସେଇ ଘରୋଇ ଉପାୟ ତଳେ ଗୋଟି ଗୋଟି କରି ଲେଖା ଜାଇଛି ।

ହଳଦୀ –

ବେଶିଥର ମାସିକ ଚକ୍ରରେ ଅନିୟମିତତା ଶରୀରରେ ହର୍ମୋନର ତୁଳନାର ପାଇଁବି ଆସିଥାଏ, ଏଥି ପାଇଁ ହଳଦୀ ହର୍ମନର ତୁଳନାରେ ବନାଏ ରଖିବାରେ  ବହୁତ୍ ହି ସାହାଯ୍ୟ କାରି ହୋଇଥାଏ, ଏଥିପାଇଁ ହଳଦୀ ଖାଇଲେ ମାସିକ ଚକ୍ରକୁ ବି ସୁଧାରି ଥାଏ ।

ତେନ୍ତୁଳି –

ମାସିକ ଚକ୍ରକୁ ନିୟମିତ ରଖିବା ପାଇଁ ତେନ୍ତୁଳି ପରି ଖଠା ପଦାର୍ଥ ବେଶିହି ଲାଭ ଦାୟକ ହୋଇଥାଏ। ତେନ୍ତୁଳି କୁ ଚିନି ସାଙ୍ଗରେ ପାଣିରେ ଗୋଟେ ଘଣ୍ଟା ଓଦା କରି ରଖିଦବ । ଏବେ ଏଥିରୁ ଲୁଣ, ଚିନି ଆଉ ବଟାଯାଇଥିବା ଜିରା ଗୁଣ୍ଡ ମିଶାନ୍ତୁ । ଏହି ଇପାୟକୁ ଦିଦିନରେ ଗୋଟେ ଥର ନିଅନ୍ତୁ ।

ଅଦା-

ଗୋଟେ ଅଦାର ଛୋଟ ଛୋଟ ଦାନାକୁ ପାଣିରେ ମିଶାଇ ଫୁଟାଇ ଦିଅନ୍ତୁ ।ଏବେ ଏହି ପାଣିକୁ ଆପଣ ସେବନ ଗରମ ଗରମ କରନ୍ତୁ।ଏହାର ସେବନ ନିୟମିତ ସେବନ ରେ କିଛି ଦିନ ଭିତରେ ଧୀରେ ଧୀରେ ମାସିକ ଧର୍ମ କୁ

ବୀଟ୍ –

ଚୁକନ୍ଦର ରେ କେତେ ଜରୁରୀ ପୋଷାକ ତତ୍ୟ ଆଉ ଆୟରନ,ଫ୍ହୋଲିକ ଏସିଡ ପାୟା ଯାଇ ଥାଏ ଯାହା ଅନିୟମିତ ମାଶୀକ ଧର୍ମର ନିୟମ ପାଳନ କରିଥାନ୍ତି ଏହି ହର୍ମୋନ ର ସନ୍ନ୍ତୁଳନାର ଠିକ କରିବାରେ ସାହାଯ୍ୟ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button