ଦେଶ ବିଦେଶ

ଯୌ-ତୁ-କ ଆଣିଲାନି ବୋଲି ବୋହୂ ସହ ଏମିତି କଲେ ଶାଶୁଘର ଲୋକ, କାନ୍ଦି କାନ୍ଦି ଝିଅର ମା’ ଯାହା କହୁଛନ୍ତି ଶୁଣନ୍ତୁ

ବନ୍ଧୁଗଣ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଜାଣି ପାରିବେ ଝିଅକୁ ହାରି କେମିତି କାନ୍ଦି ଗଡି ଯାଉଛି ମା । କାନ୍ଦି କାନ୍ଦି ମା ଚେତା ହରାଇ ଦେଉଛି । ଆପଣ ସତ କଣ ଜାଣିଲେ ଆଖିରେ ଲୁହ ଆସିଯିବ ଆଉ ଆପଣ କହିବେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ନିଆଯାଉ । ଏ ହେଉଛନ୍ତି ଲତାଞ୍ଜଳି । ଭଦ୍ରକ ଚାନ୍ଦବାଲି ବିଜୟନଗର ଗାଁର କବି ଙ୍କ ସହ ଥିଲା ଲତାଞ୍ଜଳିଙ୍କ ପ୍ରେମ ସମ୍ପର୍କ ।

ଆଉ ସେହି ପ୍ରେମକୁ ଶାଶ୍ଵତ କରିବା ପାଇଁ ୬ ମାସ ତଳେ ଉଭୟ ବାହା ହେବା ପାଇଁ ନିସ୍ପତି ନେଲେ । ଦୁହିଙ୍କର ବାହାଘର ମଧ୍ୟ ହେଲା । କିନ୍ତୁ ୬ ମାସ ଭିତରେ ସବୁ କିଛି ସରିଗଲା । ଯୌ-ତୁ-କ ନିଆଁରେ ଲତାଞ୍ଜଳିଙ୍କ ସବୁ ସ୍ଵପ୍ନ ଛାରଖାର ହୋଇଗଲା । ୬ ମାସ ପୂର୍ବରୁ ଲତାଞ୍ଜଳି ଯେଉଁ ଘରକୁ ସବାରି ରେ ଆସିଥିଲେ ଆଜି ସେହି ଘରୁ ଉଠୁଛି କୋକେଇ । ଆଉ ଝିଅକୁ ହରାଇ କେମିତି ଭୋ ଭୋ ହୋଇ କାନ୍ଦୁଛନ୍ତି ମା ତାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି । ବାହାଘର ର ମାତ୍ର ୬ ମାସ ହୋଇଥିଲା ।

ପ୍ରଥମ ୪ ମାସ ସବୁ କିଛି ଠିକ ଠାକ ଥିଲା । ବାହାଘର ପରେ ଲତାଞ୍ଜଳି ଙ୍କୁ ଛାଡି ସ୍ଵାମୀ କବି ମହାରାଷ୍ଟ୍ର ଯାଇଥିଲେ । ହେଲେ ଯୌ-ତୁ-କ ନି-ର୍ଯ୍ୟା-ତ-ନା ଦେବାକୁ କବି ଭୁଲି ନ ଥିଲେ । ଖାଲି କବି ନୁହେଁ ଶାଶୁଘର ଲୋକେ ବି ଲତାଞ୍ଜଳି ଙ୍କୁ ଅକଥନୀୟ ଯୌ-ତୁ-କ ନି-ର୍ଯ୍ୟା-ତ-ନା ଦେଉଥିଲେ । ଏ ନେଇ ବାପ ଘରକୁ ବରାବର ଜଣାଉ ଥିଲେ ଲତାଞ୍ଜଳି । ଆଉ ଶେଷରେ ନି-ର୍ଯ୍ୟା-ତ-ନା ସହି ନ ପାରି ଜୀବନ ହାରି ଦେଲେ ଲତାଞ୍ଜଳି ।

ବନ୍ଦ ଘରୁ ତାଙ୍କ ମୃ-ତ ଦେହ ଉଧାର ହେବା ପରେ ପରିବାର ଲୋକେ ଆଣିଲେ ଶାଶୂଘାର ଲୋକଙ୍କ ନାଁରେ ସଙ୍ଗିନ ଅ-ଭି-ଯୋ-ଗ । ଥା-ନା ରେ ମା-ମ-ଲା ରୁଜୁ ହେବା ପରେ ଏ ନେଇ ଚାନ୍ଦବାଲି ଏସ୍ପି କହିଛନ୍ତି ଅଭିଯୋଗ କୁ ଭିତ୍ତି କରି ମା-ମ-ଲା ରୁଜୁ କରା ଯାଇଛି । ବ୍ୟବଛେଦ ରି-ପୋ-ର୍ଟ ଆସିବା ପରେ ଦୋ-ଷୀ କୁ ବି-ରୁ-ଦ୍ଧ-ରେ ହେବ କାର୍ଯ୍ୟ ନୁଷ୍ଠାନ । ସେପଟେ ହ-ତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି କବି ଙ୍କ ବାପା ।

ଲତାଞ୍ଜଳି ଙ୍କ ଶ୍ଵଶୁର କହିଛନ୍ତି ଘଟଣା କଣ ହୋଇଛି ତାହା ମୁଁ ଜାଣି ନାହି । ମୁଁ ନ ଥିଲି ମୁଁ ଦିଲ୍ଲୀ ଯାଇଥିଲି ମୁଁ କିଛି ବି ଜାଣି ନାହି । ତେବେ ଯୌ-ତୁ-କ ନି-ର୍ଯା-ତ-ନା ରେ ଜଣେ ନବ ବଧୂ ଜୁଇ ରେ ଜଳିବା ପରେ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button