ବିଚାର

ନବରାତ୍ରିରେ ଲବଙ୍ଗ ଓ ପାନ ପତ୍ରକୁ ନେଇ କରନ୍ତୁ ଖାସ ଉପାୟ, ହେବ ଦୁଃଖ ନାଶ ଓ ବ୍ୟବସାୟରେ ଉନ୍ନତି।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ନବରାତ୍ରି ଉପଲକ୍ଷେ ଆପଣ ମାନଙ୍କୁ ହାର୍ଦ୍ଦିକ ଶୁଭେଛା ଓ ଅଭିନନ୍ଦନ। ଏହି ନବରାତ୍ରିରେ ଦେବୀ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ଅନେକ ପ୍ରକାରର ଖାସ ଉପାୟ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ନବରାତ୍ରିରେ ପାନ ଓ ଲବଙ୍ଗକୁ ନେଇ କେଉଁ ଉପାୟ କଲେ ଏସିଆନ ଆଶାନୁରୂପ ସଫଳତା ହାସଲ କରିବେ। ତେବେ ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ ପାନ ପତ୍ରକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ମାନା ଯାଇଛି। ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପାନ ପତ୍ର ପ୍ରୟୋଗ ହୋଇଥାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ପାନ ପତ୍ର ବ୍ୟବହାର କରିବା ଶୁଭ ମାନା ଯାଇଥାଏ। ମାନ୍ୟତା ରହିଛି କି, ପାନ ପତ୍ରରେ ଦେବୀ ଓ ଦେବତା ବାସ କରିଥାନ୍ତି। ନବରାତ୍ରିରେ ପାନ ପତ୍ରକୁ ନେଇ ଅନେକ ଉପାୟ କରାଯାଇଥାଏ। ଧ୍ୟାନ ରଖନ୍ତୁ କି, ଆପଣ ଯେଉଁ ପାନ ପତ୍ର ପ୍ରୟୋଗ କରିବେ ତାହା ଫଟା ଚିରା ହୋଇ ନଥିବା ଆବଶ୍ୟକ।

ଯଦି ଆପଣ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ଏବଂ ବ୍ୟବସାୟରେ ଉନ୍ନତି କରିବା ପାଇଁ ଚାହୁଁଛନ୍ତି, ତାହେଲେ ୨୭ ଗୋଟି ପାନ ପତ୍ର ନିଅନ୍ତୁ ଏବଂ ଗୋଟେ ରକ୍ଷା ସୂତ୍ର ନେଇ ପାନ ପତ୍ରର ମାଳା ପ୍ରସ୍ତୁତ କରନ୍ତୁ। ତାପରେ ଏହାକୁ ଦେବୀ ଦୁର୍ଗାଙ୍କ ଚରଣରେ ଅର୍ପଣ କରି ନିଅନ୍ତୁ। ଏହି ପାନ ପତ୍ରର ମାଳାକୁ ଦୁଇ ମାସ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କ ଗଳାରେ ରହିବାକୁ ଦିଅନ୍ତୁ। ତାପରେ ଆପଣ ନିଜର ଅଭିଳାଷା ବ୍ୟକ୍ତ କରନ୍ତୁ।

ଯଦି ଆପଣ କୌଣସି ମନ୍ତ୍ରକୁ ସିଦ୍ଧ କରିବାକୁ ଚାହୁଁଛନ୍ତି, ତାହେଲେ ନବରାତ୍ରିରେ ଗୋଟେ ପାନ ପତ୍ର ନିଅନ୍ତୁ ଓ ତାର ତଳ ଭାଗକୁ ମହୁରେ ବୁଡାଇ ଦେବୀ ମାଆଙ୍କୁ ଅର୍ପଣ କରନ୍ତୁ। ଏହି ଉପାୟ ନଅ ଦିନ ପର୍ଯ୍ୟନ୍ତ କରନ୍ତୁ। ଯେଉଁମାନେ ସନ୍ତାନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ତାହେଲେ ଗୋଟେ ପାନ ପତ୍ରରେ ଗୁଡ଼ ରଖି ଗାଈକୁ ଖାଇବାକୁ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କୁ ଖୁବ୍ କମ୍ ଦିନରେ ସନ୍ତାନ ସୁଖ ପ୍ରାପ୍ତି ହେବ। ଏହାସହିତ ଆପଣଙ୍କ ପରିବାର ସୁଖଶାନ୍ତି ବିଦ୍ୟମାନ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button