ଓଡିଶା

ସୁବର୍ଣ୍ଣପୁର ବିଡିଓଙ୍କ ଦାଦାଗିରି : ସାମ୍ବାଦିକଙ୍କୁ ଆକ୍ରମଣ କଲେ, ରାତି ଅଧରେ ପୋଲିସ ଲଗାଇ ଟେକିନେଲେ

ୟପୁର, ୦୨/୧୧ : News-7 ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀଙ୍କୁ ମରଣାନ୍ତକ ଆକ୍ରମଣ। ସୁବର୍ଣ୍ଣପୁର ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁ ସାମ୍ବାଦିକଙ୍କୁ ଆକ୍ରମଣ କରି ଓଲଟା ପୋଲିସ ଲଗାଇ ତାଙ୍କୁ ରାତି ଅଧରେ ଗିରଫ କରିଛନ୍ତି। ଏହି ଘଟଣାକୁ ଏସୟୁଜେ ଓଡ଼ିଶା ତୀବ୍ର ନିନ୍ଦା କରୁଛି। ତୁରନ୍ତ ଧିରେନ୍ଦ୍ରଙ୍କୁ ଖଲାସ କରିବା ସହିତ ଅଭିଯୁକ୍ତ ବିଡିଓଙ୍କୁ ଗିରଫ ପାଇଁ ମଧ୍ୟ ଏସୟୁଜେ ଓଡ଼ିଶା ପକ୍ଷରୁ ଦାବି କରାଯାଇଛି।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button