ରାଶିଫଳ

ରଜ ସଂକ୍ରାନ୍ତି ( 15 june ) ଏହି 5ଟି ରାଶିର ଭାଗ୍ୟ ଚମକି ଉଠିବ, ଏଥିରେ ଆପଣଙ୍କ ରାଶି ନାହିଁ ତ

ଓଡିଶା ରେ ୧୨ ମାସ ରେ ୧୩ ପର୍ବ ପାଳିତ ହୁଏ । ସେହି ମଧ୍ୟରୁ ରଜ ହେଉଛି ଅନ୍ୟତମ । ରଜ ଝିଅ ମାନଙ୍କର ପର୍ବ । ଏହି ପର୍ବ ରେ ଝିଅ ମାନେ କୌଣସି କାର୍ଯ୍ୟ କରନ୍ତି ନାହିଁ । ସେମାନେ ନୂଆ ପୋଷାକ ପିନ୍ଧି, ଅଳତା ଲଗାଇ ସଜବାଜ ହୋଇ ଦୋଳିରେ ଝୁଲି ଥାନ୍ତି ।  ଘରେ ଘରେ ପୋଡ଼ ପିଠା ବନା ଯାଇ ଥାଏ । ଏହି ପର୍ବ ଚାରିଦିନ ପାଳନ କରା ଯାଏ । ରଜ ସଂକ୍ରାନ୍ତି ପ୍ରମୁଖ ଅଟେ ।  ଆମ ଜ୍ୟୋତିଷ ଶାସ୍ତ୍ର ରେ ୧୨ ଗୋଟି ରାଶି ଚକ୍ର ରେ ଥିବା ରାଶି ମାନଙ୍କ ମଧ୍ୟ ରେ ଗ୍ରହ ମାନଙ୍କ ର ପରିଵର୍ତନ ହୋଇ ଥାଏ ।

ଏହି ଗ୍ରହ ପରିଵର୍ତନ ର ସକାରତ୍ମକ ଓ ନକାରାତ୍ମକ ପ୍ରଭାବ ରାଶି ମାନଙ୍କ ଉପରେ ପଡି ଥାଏ । ତେଣୁ ଏହି ରଜ ସଂକ୍ରାନ୍ତି ଦିନ ହେବାକୁ ଯାଉଛି କିଛି ମହାସଂଯୋଗ। ଏହି ମହାସଂଯୋଗ ର ଭଲ ଫଳ କିଛି ରାଶି ର ଲୋକ ମାନଙ୍କୁ ମିଳିବ ।  ତେବେ ଏହି ରଜ ସଂକ୍ରାନ୍ତି ରେ ମା ଲଷ୍ମୀଙ୍କ ର କୃପା ମିଳିବାକୁ ଯାଉଛି ଏହି ରାଶିର ଲୋକ ମାନଙ୍କ ଉପରେ ।

ଏମାନଙ୍କର ସବୁ କ୍ଷେତ୍ରରେ ଉନ୍ନତି ହେବ । ଏହି ରାଶିର ଲୋକଙ୍କର ପାରିବାରିକ ସମସ୍ୟା ଦୂର ହେବ । କୋର୍ଟ କଚେରୀ ରେ ଯଦି କୌଣସି କେସ ଚାଲିଥାଏ ତେବେ ସେଥିରେ ଏମାନେ ବିଜୟ ହେବେ।  ଏମାନଙ୍କର କୌଣସି କାର୍ୟ୍ଯ ଯଦି କୌଣସି କାରଣ ବଶତଃ  ଅସମ୍ପୂର୍ଣ୍ଣ ହୋଇ ରହି ଥାଏ ।

ତେବେ ତାହା ଏବେ ମା ଲଷ୍ମୀ ଙ୍କ କୃପା ରୁ ପୁର୍ଣ ହେବ । ଏମାନଙ୍କର ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇ ପାରେ । ନିଜର ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ । ଏମାନେ ନିଜର ଯୋଜନା କୁ ନେଇ ବହୁତ ପ୍ରଶଂସା ପାଇବେ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ । କୌଣସି ବ୍ୟବସାୟ ଯଦି ନୂଆ କରି ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ତାହା ଆରମ୍ଭ କରି ପାରନ୍ତି । ଆପଣଙ୍କର ପ୍ରତେକ କାର୍ଯ୍ୟ ରେ ଆପଣ ସଫଳତା ପାଇବେ । ସମାଜରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ । ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ । ମାନସିକ ଶାନ୍ତି ମିଳିବ ।

ନିଜର ସନ୍ତାନଙ୍କ ଠାରୁ ଆପଣ କିଛି ଶୁଭ ସମ୍ବାଦ ପାଇ ପାରନ୍ତି । କୌଣସି ସ୍ଥାନ କୁ ଯାତ୍ରା କରିବାର ଯୋଗ ଅଛି । ଆପଣଙ୍କୁ ହଠାତ ଧନ ପ୍ରାପ୍ତି ହୋଇ ପାରେ। ପରିବାରରେ କିଛି ଶୁଭ କାର୍ଯ୍ୟ ହୋଇ ପାରେ। ଆପଣଙ୍କର କ୍ୟାରିୟର ପାଇଁ ଏହି ସମୟ ବହୁତ ଶୁଭ ଅଟେ । ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆପଣଙ୍କର ଧନ ବୃଦ୍ଧି ହେବ ।

ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କିନ୍ତୁ ଆପଣ କାହାକୁ କିଛି କହିବା ଆଗରୁ ପ୍ରଥମେ ଭାବି ଜଗିରଖି କଥା କହିବେ ।  ତେବେ ଏହି ରାଶି ଗୁଡିକ ହେଲେ ମେଷ ରାଶି, କୁମ୍ଭ ରାଶି, ସିଂହ ରାଶି, ବିଛା ରାଶି, ବୃଷ ରାଶି ଓ ତୁଲା ରାଶି । ତେବେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେନ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button