ମନୋରଞ୍ଜନ

କରିଷ୍ମା କପୁରଙ୍କ ଝିଅ ସମାୟରାର ଏହି ଫଟୋ ସୋସିଆଲ ମିଡିଆରେ ହେଉଛି ଭାଇରାଲ – ଆପଣ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ସୋସିଆଲ ମିଡିଆ ରେ ବହୁତ ଏମିତି ଅଭିନେତା ବା ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କର ଛୁଆ ଲାଇମଲାଇଟ ରେ ରହୁଛନ୍ତି, କେବେ କାଜୋଲ ଝିଅ ନତାଶା ତ କେବେ ଶେଫ ଝିଅ ସାରା କିନ୍ତୁ ଆଜି ଆମେ ଯାହା ବିଷୟରେ କଥା ହବାକୁ ଯାଉଛୁ ସେ ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମାଙ୍କ ଝିଅ ସମାୟରାଙ୍କ ବିଷୟରେ ଅଛି । ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଞ୍ଚୁ ଯେ କପୁର ଖାନଦାନ ୫ ପିଢୀ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି ।

କରିସ୍ମାଙ୍କୁ କେବେ ବି ପରିଚୟ ଦରକାର ପଡି ନଥିଲା, ନିଜ ମାଁ ବାବିତାଙ୍କ ଭଳି ସେ ମଧ୍ୟ ବଲୀଉଡ ରେ ଏହା ଦେଖେଇ ଦେଲେ ଯେ ସେ ମଧ୍ୟ ଗୋଟେ ସୁପରଷ୍ଟାର ଅଛନ୍ତି ।

ଏବେ ବୋଧେ ତାଙ୍କ ଝିଅ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି, କୁହା ଯାଏ ଯେ ଝିଅ ମାଁ ଛାଇ ହୋଇ ଥାଏ । ଝିଅ ଭିତରେ ସେହି ଗୁଣ ହୋଇ ଥାଏ ଯାହା ମାଁ ଭିତରେ ଥାଏ, କରିସ୍ମା ନିଜ ସମୟରେ ବହୁତ ନା ଏବଂ ଭଲ ପାଇବା ଲୋକଙ୍କ ଠାରୁ ପାଇ ଛନ୍ତି ସେ ନିଜ ସମୟର ବହୁତ ଭଲ ଅଭିନେତ୍ରୀ ଥିଲେ ।

ଆମେ ସମସ୍ତେ ଏହା ଜାଣିଛୁ ଯେ କରିସ୍ମାଙ୍କ ବିବାହିତା ଜୀବନ ସଋ ଯାଇଛି କାହିଁକିନା ତାଙ୍କ ସ୍ଵାମୀ ସଞ୍ଜୟ କପୁର ତାଙ୍କୁ ଛାଡପତ୍ର ଦେଇ ଛନ୍ତି, କିନ୍ତୁ ସଞ୍ଜୟ କପୁର ଦ୍ଵାରା କରିସ୍ମାଙ୍କୁ ଦୁଇଟି ଛୁଆ ଅଛନ୍ତି ଝିଅ ସମାୟରା ଏବଂ ପୁଅ କିୟାନ । ଦୁଇଟି ଛୁଆ ନିଜ ମାଁ ସହ ରହୁଛନ୍ତି ଏବଂ କୁହା ଯାଏ ଯେ ଛୁଆ ବେଳୁ ଜଣା ପଡି ଯାଏ ଛୁଆ ବଡ ହୋଇ କଣ ହବ ସମାୟରା ସହ ବି ଏଇଆ ହେଉଛି ସମାୟରା ଏବେ ଠାରୁ ଫିଲ୍ମରେ ଇଣ୍ଟେରେଷ୍ଟେଡ ଅଛନ୍ତି କିନ୍ତୁ ସମାୟରା ଏବେ ୧୨ ବର୍ଷ ର ଅଛନ୍ତି ଏବଂ ବହୁତ କ୍ୟୁଟ ଅଛନ୍ତି ।

ଆପଣ ସମାୟରାଙ୍କ ସବୁ ଫଟୋ ରେ ତାଙ୍କୁ ହସୁଆ ଥିବାର ପାଇବେ ସେ ଏବେ ଠାରୁ ଫଟୋଗ୍ରାଫରକୁ ଦେଖିଲେ ପୋଜ ଦଉଛନ୍ତି ତେବେ ବଡ ହେଇ କଣ କରିବେ । ଛାଡପତ୍ର ପରେ ଛୁଆ କରିସ୍ମାଙ୍କ ସହ ରହୁଛନ୍ତି କିନ୍ତୁ ଛୁଆ ପ୍ରାୟତଃ ନିଜ ବାପାଙ୍କୁ ଦେଖା କରିବା ପାଇଁ ଯାଆନ୍ତି । ସମାୟରାଙ୍କୁ ତାଙ୍କ ମାଁ କରିସ୍ମାଙ୍କ ସହ ବହୁତ ଥର ସ୍ଫଟ କରା ଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button