ମନୋରଞ୍ଜନ

ବହୁତ ରୋମାଞ୍ଚକର ଅଟେ ମିଥୁନ ଚକ୍ରବର୍ତୀଙ୍କ ୩ ପତ୍ନୀଙ୍କର କାହାଣୀ

ମିଥୁନ ସାରଙ୍କର ଅସଲି ନାମ ହେଉଛି ଗୌରାଙ୍ଗ ଚକ୍ରବତୀ । ତାଙ୍କର ଜନ୍ମ ୧୬ ଜୁନ ୧୨୫୨ରେ ହୋଇଥିଲା ଓ ସେ ବାଙ୍ଗାଲା ଦେଶରେ ରହୁଥିଲେ । ଏହା ପରେ ସେ ଭାରତ ଆସିଥିଲେ, ତାଙ୍କୁ ସ୍ନେହରେ ମିଥୁନ ଦା ବୋଲି ଡାକିଥାନ୍ତି । ସେ ତାଙ୍କ ଅଭିନୟରେ ବହୁତ କଷ୍ଟକରି ଆଜି ସଫଳତାର ବହୁତ ଉର୍ଦ୍ଧକୁ ପଳାଇଛନ୍ତି । ଏଥିପାଇଁ ସେ ବହୁତ ଦୁଖ କଷ୍ଟ କୁ ସାମ୍ନା କରି ଆଜି ସେ ଏତେ ବାଟରେ ଅଛନ୍ତି । ଆଜି ବି ତାଙ୍କୁ ଯଦି କୌଣସି ଅଭିନୟ କରିବାକୁ ଦିଆଯାଏ ତେବେ ସେ ଏହାକୁ ମଧ୍ୟ ବହୁତ ଭଲ ଭାବରେ କରି ପାରିବେ । ତାଙ୍କ ଡାନ୍ସ କୁ ନକଲ କରିବା ଆଜି ବି ଅସମ୍ଭବ ।

ସେ ଫିଲ୍ମକୁ ଛାଡି ତାଙ୍କର ବୈବାହିକ ଜୀବନରେ ଘଟୁଥିବା ଘଟଣା ପାଇଁ ମଧ୍ୟ ଚର୍ଚାରେ ଆସିଛନ୍ତି । ତେବେ ଆସନ୍ତୁ ଜାଣିବା ତାଙ୍କ ପତ୍ନୀ ଙ୍କ ବିଷୟରେ । ତାଙ୍କର ପ୍ରଥମ ସ୍ତ୍ରୀଙ୍କ ନାମ ହେଉଛି ହେଲେନା ଲୁକ । ତାଙ୍କୁ ଲୋକ ମାନେ ବହୁତ ଭଲ ଭାବରେ ଚିହ୍ନିଛନ୍ତି, କାରଣ ସେ ବି ଜଣେ ଅଭିନେତ୍ରୀ ଅଟନ୍ତି । ସେ କେତେ ଗୁଡିଏ ଚଳଚିତ୍ର ମଧ୍ୟ କରିଛନ୍ତି । ମାତ୍ର କିଛି ଦିନ ଗଲା ପରେ ତାଙ୍କର ଛାଡପତ୍ର ହୋଇଥିଲା ଏହା ପରେ ସେ କିଛି ଦିନ ଯାଏଁ କୁଆଡେ ପଳାଇଥିଲେ ।

ସେ ଏକ ଇନ୍ଟରଭିଉ ରେ କହିଥିଲେ ଯେ ସେ ମାତ୍ର ୬ ମାସ ପର୍ଯ୍ୟନ୍ତ ତାଙ୍କ ପାଖରେ ଥିଲେ, ଏହା ପରେ ଅଲଗା ହୋଇଯାଇଥିଲେ ଏହାର କାରଣ ଥିଲା ମିଥୁନ ସାରଙ୍କ ଜୀବନରେ ୟୋଗିତା ବାଲିଙ୍କ ସହ ବେଶି ମିଶୁଥିଲେ ଓ ଆଉ ଏକ କାରଣ ହେଉଛି ତାଙ୍କ ଘରେ ତାଙ୍କର ଦୁଇ କଜିନ ଙ୍କ ସହ ରହୁଥିଲେ ଓ ତାଙ୍କ ପଇସା ଖର୍ଚ କରୁଥିଲେ ଯାହାକି ତାଙ୍କୁ ଜମା ପସନ୍ଦ ନଥିଲା ସେଥିପାଇଁ ସେ ତାଙ୍କୁ ଅଲଗା କରିବା ପାଇଁ କହିଲେ ସେଥିରେ ମିଥୁନ ସାର ରାଗିଯାଇ କହିଲେ ସେମାନେ କୁଆଡେ ଯିବେ ନାହିଁ, ଯଦି ତମର ଯିବାର ଅଛି ତମେ ଚାଲି ଯାଇପାର । ସେଥିପାଇଁ ତାଙ୍କର ଛାଡପତ୍ର ହୋଇଥିଲା ।

ଏହା ପରେ ସେ ଦ୍ଵିତୀୟ ବିବାହ କରିଥିଲେ ୟୋଗିତା ବାଲିଙ୍କୁ । ତାଙ୍କ ମଧ୍ୟରେ ଭଲ ପାଇବା ଆରମ୍ଭ ହେଲା, ଏହା ପରେ ଦୁହେଁ ମିଶି ୧୯୭୯ ମସିହାରେ ବିବାହ କଲେ । ସେ କିଶୋରଙ୍କୁ  ବାହା ହୋଇଥିଲେ ୨ ବର୍ଷ ପରେ ତାଙ୍କୁ ଛାଡି ମିଥୁନଙ୍କୁ ବିବାହ କରିଥିଲେ । କିଶୋର ଏତେ ରାଗିଥିଲେ ଯେ ସେ ତାଙ୍କ ପାଇଁ ଆଉ ଗୀତ ଗାଇଲେ ନାହିଁ ।

ତାର କିଛି ଦିନ ଅନ୍ତରରେ ସେ ଶ୍ରୀଦେବୀଙ୍କ ସହ ରିଲେସନରେ ଥିଲେ । ବଲିଉଡ କାହାଣୀରେ ଏମିତି ବହୁତ ପ୍ରେମ କାହାଣୀ ଅଛି ଯାହା କି ସବୁ ଅଧୁରା । ଏମିତି କିଛି ଥିଲା ଶ୍ରୀଦେବୀ ଓ ମିଥୁନଙ୍କର । ଶ୍ରୀଦେବୀ ତାଙ୍କ ସହ ମିଶି ବହୁତ ଫିଲ୍ମ କରିଛନ୍ତି । ସେ ଏକ ଚଳଚିତ୍ର କରୁଥିଲା ବେଳେ ଦୁହେଁ ଦୁଇ ଜଣ କୁ ଦେଖି ପସନ୍ଦ କରିଥିଲେ । ସେହି ଚଳଚିତ୍ର ଚାଲୁଥିବା ସମୟରେ ହିଁ ସେ ତାଙ୍କୁ ଭଲ ପାଉଛନ୍ତି ବୋଲି କହିଥିଲେ । କିନ୍ତୁ ସେ ବିବାହ କରିପାରି ନଥିଲେ କାରଣ ସେ ଆଗରୁ ବିବାହିତ ଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button