ଓଡିଶା

ଭୁବନେଶ୍ୱର ରେ ଯୁବତୀ ପାଠ ପଢ଼ିବାକୁ ଆସି OYO ରେ କରୁଛନ୍ତି କଣ, ସମ୍ପୂର୍ଣ୍ଣ ସତ ଜାଣିଲେ ଆପଣ ବି ମୁଣ୍ଡ ରେ ହାତ ଦେଇ ଦେବେ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special report
ଆଜ୍ଞା ହଁ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ୍ ସମୟରେ ଆମ ସମାଜରେ କିଭଳି ଘଟଣା ମାନ ଘଟିବାରେ ଲାଗିଛି। ଆଉ ସୋସିଆଲ ମିଡିଆ ପାଇଁ କୌଣସି ଘଟଣା ମଧ୍ଯ ଆଉ ଅଛପା ହେଇ ରହୁ ନାହିଁ। ସବୁ ଘଟଣା ଖୁବ ଶୀଘ୍ର ଭାଇରାଲ୍ ହୋଇ ଯାଉଛି।
ବର୍ତ୍ତମାନ୍ ଆମେ ଆପଣଙ୍କୁ ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଜଣେ ମହିଳା ତାଙ୍କର ଦିଅର ଙ୍କ ପ୍ରେମରେ ସଂପୂର୍ଣ୍ଣ ଭାବରେ ପାଗଳ ହୋଇ ଯାଇଥିଲେ।
Special report
ତାଙ୍କର ଦୁଇ ବର୍ଷର ଏକ ପୁଅ ମଧ୍ଯ ଥିଲା। ସ୍ୱାମୀ ଯେତେବେଳେ ଅଫିସ୍ ଚାଲି ଯାଉଥିଲେ ସେତେବେଳେ ସେ ତାଙ୍କର ଦିଅର ସହ ଅବୈଧ ଭାବରେ ସମ୍ପର୍କ ମଧ୍ୟ ରଖୁଥିଲେ। ଆଉ ସେ ତାହା ସ୍ଵାମୀ ଙ୍କୁ ଜାଣିବା ପାଇଁ ଦେଉ ନଥିଲେ।
ହେଲେ ଦିଅର ପାଇଁ ସ୍ୱାମୀ ଓ ଦୁଇ ବର୍ଷର ଥିବା ଛୋଟ ପିଲାଟି ଥିଲା ସବୁ ଠାରୁ ବଡ ମୁଣ୍ଡ ବ୍ୟଥାର କାରଣ। ହେଲେ ମହିଳା ଜଣକ ତାଙ୍କର ଦୁଇ ବର୍ଷର ଶିଶୁ ପୁତ୍ର କୁ ଆଦୌ ଛାଡ଼ିବାକୁ ଚାହୁଁ ନଥିଲେ।
Special report
ଏଥିପାଇଁ ଯେତେବେଳେ ସେହି ଶିଶୁ ପୁତ୍ର ପାଳନା ରେ ସୋଇଥିଲା ସେତେବେଳେ ତାକୁ ସେଥିରୁ ତଳେ ପକାଇ ଚାପି ମାରି ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ହିଁ ଶିଶୁ ପୁତ୍ର ଜଣକ ନିଜର କୋମଳ ଜୀବନକୁ ହରାଇ ବସିଥିଲା।
ଆଉ ଏବେ ଅଭିଯୁକ୍ତ ନାମରେ ଶିଶୁ ପୁତ୍ର କୁ ଜୀବନରୁ ମାରିବା ଘଟଣା ଉପରେ ମାମଲା ରୁଜ୍ଜୁ କରାଯାଇଛି। ଏବେ ଅଭିଯୁକ୍ତ କୁ ଗିରଫ କରି ପୋଲିସ୍ ପଚରା ଉଚରା କରାଯିବା ସହ ଅଭିଯୁକ୍ତ କୁ ମଧ୍ୟ ଏଥିପାଇଁ କୋର୍ଟ ଚାଲାଣ କରାଯାଇଛି।
Special report
ଏବେ ଏହି ଘଟଣାକୁ ନେଇ ତୀବ୍ର ଭାବରେ ପ୍ରତିକ୍ରିୟା ମଧ୍ଯ ପ୍ରକାଶ ପାଇଛି। ତେବେ ଆପଣ ମାନେ ଏହି ଘଟଣା ସଂପର୍କରେ କଣ କହିବାକୁ ଚାହୁଁ ଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button