ଜୀବନଶୈଳୀ

ଚଳନ୍ତା କାରକୁ ଗୋଡ଼ାଇ ଗୋଡ଼ାଇ ଅଟକାଇଲେ ଗୋମାତା…

ନିଜ ଛୁଆ ପାଇଁ ମା ଯେକୌଣସି ବିପଦକୁ ସମାନା କରିପାରେ। ସେ ମଣିଷ ବା ପଶୁ। ନିଜ ଛୁଆକୁ ବଞ୍ଚାଇବା ପାଇଁ ଗାଈମାନେ ଘେରିଦେଲେ କାରକୁ। ଯେତେ ହର୍ନ ମାରିଲେ ବି ରାସ୍ତା ଛାଡିଲେନି ଗାଡି ଚାଳକକୁ। ଗାଡି ଚାରିପାଖରେ ଘୁରି ବୁଲିଲେ, ଯେମିତି କାହାକୁ ଖୋଜୁଛନ୍ତି। କେହି କିଛି ବୁଝିପାରିଲେନି ଗାଈମାନେ ଏମିତି କାହିଁକି କରୁଛନ୍ତି। କଣ ରହିଛି ଏହାର କାରଣ। ତେବେ ଏପରି ବ୍ୟବହାର ପଛରେ ରହିଛି ଗୋଟିଏ କାରଣ ମା’ର ମମତା।

ଏହି କାର ଚଳକ ଟି ଗୋଟିଏ ବାଛୁରୀକୁ ଧକା ଦେଇ ନିଜ କାର ତଳେ ଘୋସାଡି ଆଣିଦେଇଥିଲା। ଏହି ବାଛୁରୀ କୁ ବଞ୍ଚିବାକୁ ଯାଇ ଗାଈ ମାନେ କାର ଟିକୁ ଅଟକାଇ ଥିଲେ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ଼ ର ରାୟପୁର ଅଞ୍ଚଳର। ସୂଚନା ଅନୁଯାୟୀ କାର ଟି ବାଛୁରୀଟି କୁ ଧକା ଦେଇଥଲା। ଯାହାଦ୍ଵାରା ବାଛୁରୀଟି କାର ତଳେ ଫସିଯାଇଥିଲା। ବାଛୁରୀ ର ମା ଘଟଣାସ୍ଥଳରେ ଥିଲା ଏବଂ ନିଜ ଛୁଆ କୁ ଵଂଛାଇବାକୁ କାର କୁ ଅଟକ କରିଥିଲେ ଗାଈମାନେ।

ପରେ ସେଠାକାର ଲୋକମାନେ ଆସି କାର ତଳୁ ବାଛୁରୀଟିକୁ ସୁରକ୍ଷିତ ବାହାରକୁ ବାହାର କରିଥିଲେ।

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button