ମୃତ୍ୟୁ ପୂର୍ବରୁ ଯମରାଜ ଦେଇଥାନ୍ତି ଏହି 4 ଟି ସନ୍ଦେଶ, କଣ ଆପଣଙ୍କୁ ମିଳୁ ନାହିଁ ତ ଏପରି ସଙ୍କେତ ?

ତେବେ ମଣିଷ କେତେ ମାତ୍ର ମରଣ ସମସ୍ତଙ୍କ ନିକଟ କୁ ନିଶ୍ଚିତ ଆସିବ । ମରଣ ପରେ ମଣିଷ ଅନନ୍ତକାଳୀନ ଜୀବନର ଶୁଭାଆରମ୍ଭ ହୋଇଥାଏ ତାହାକୁ ସ୍ଵର୍ଗ ଓ ନରକ ଦୁଇ ଟି ମଧ୍ୟ ରୁ କୋଣସି ଏକ ସ୍ଥାନ ରେ ଅନେକ ବର୍ଷ ପାଇଁ ତାହାର କର୍ମ ର ଫଳ ଭୋଗିବାକୁ ପଡିଥାଏ । ଆପଣ ଯଦି ମୃତ୍ୟୁ ପରେ ମୋକ୍ଷ ର କାମନା କରନ୍ତି ତେବେ ଜଗତ ରେ ଥିବା ବେଳେ ଭଲ କର୍ମ ରେ ଜୀବନ କୁ କାଟିବା ଉଚିତ୍ ।
ଯମରାଜ ମଣିଷର ନିବେଦନ କୁ ଶୁଣି ମରଣ ଆସିବା ପୂବାରୁ ଦେଇଥାନ୍ତି 4 ଟି ସନ୍ଦେଶ । ଅକାଳ ମୃତୁ ସମ୍ବନ୍ଧ ରେ କୁହାଯାଇ ନାହିଁ ବୟସ ବଢିବା ସମୟରେ ଯମରାଜ ଦେଇଥାନ୍ତି ଏହି ସନ୍ଦେଶ । 1- ଆପଣମାନେ ଦେଖିଥିବେ ବୟସ ଅଧିକ ହେବା ସମୟ ରେ ଆପଣଙ୍କ ଚୁଟି ଧଳା ହୋଇଥାଏ ଏହା ମଧ୍ୟ ସନ୍ଦେଶ ଥାଏ କି ମରଣ ନିକଟବର୍ତ୍ତୀ ।
2- ବୟସ ବଢିବା ସହ ଆପଣଙ୍କ ଦାନ୍ତ ଦୁର୍ବଳ ହୋଇଯାଏ ଖାଇବାକୁ ହୋଇନଥାଏ ତେଣୁ ଆପଣଙ୍କୁ ଜଗତ ମୋହ ମାୟାକୁ ଛାଡି ଇଶ୍ଵର ଆଡ କୁ ନିଜର ମନକୁ ରଖିବା ଉଚିତ୍ । 3- ଯେତେ ବେଳେ ଆପଣଙ୍କ ଜ୍ଞାନ ଇନ୍ଦ୍ରିୟ କମ୍ ହେଇଯାଏ ତେବେ ଆପଣଙ୍କ ଦେଖିବା ଓ ଶୁଣିବା ଶକ୍ତି କମ୍ ହୋଇଥାଏ । ଆପଣ ଜାଣିନେବେ ଯେ ସମୟ ଆସିଲାଣି ତେଣୁ ଶରୀର ର ଚିନ୍ତା ତ୍ୟାଗ କରି ଆତ୍ମା ପ୍ରତି ଧ୍ୟାନ ଦେବା ଦରକାର ।
4- ବୁଢା ହେବା ସମୟରେ ଅଣ୍ଟା ବଙ୍କା ହୋଇଯାଏ ଓ ଶରୀରର ଓଜନ ଅଣ୍ଟା ସମ୍ଭାଳି ପାରିନଥାଏ । ଏହି ସମୟରେ ଇଶ୍ଵର କୁହନ୍ତି କି ମଣିଷ ଉପରେ ଭରସା ନ ରଖି ମୋ ଉପରେ ନିର୍ଭର ରହିବା ଉତ୍ତମ ହୋଇଥାଏ । ଏହି 4 ଟି ସନ୍ଦେଶ ଯମରାଜ ଦେଇଥାନ୍ତି ମୃତ୍ୟୁ ପୂର୍ବରୁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।