ସ୍ୱାସ୍ଥ୍ୟ

ହରମୋନ୍‌ ସ୍ତରକୁ ସନ୍ତୁଳିତ ରଖିବା ପାଇଁ କ’ଣ ଖାଇବେ କଣ ଖାଇବେ ନାହିଁ ଜାଣନ୍ତୁ?

ବନ୍ଧୁଗଣ ମନୁଷ୍ୟ ଶରୀରରେ ବିଭିନ୍ନ ପ୍ରକାର ହରମୋନ ରହିଛି ବୋଲି ଆପଣ ଜାଣିଥିବେ ନିଶ୍ଚିତ, କିନ୍ତୁ ଆମ ଶରୀରରେ ଯଦି ହର୍ମୋନ ଠିକ ଭାବରେ ବଲାନ୍ସ ହୋଇ ନଥାଏ ତେବେ ଏହି କାରଣ ଯୋଗୁଁ ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଏ |ଏହି ହର୍ମୋନର କ୍ଷରଣ କାରଣରୁ ଆମ ଶରୀରରେ ସମସ୍ତ ଫୋନକ୍ସନ ଠିକ ଭାବରେ ହୋଇପାରୁଛି |ମୁଁ ଆଜି ଆପଣକୁ ହରମୋନର ଆସନ୍ତୁଳନ ଓ କଉଁ ଖାଦ୍ୟ ଖାଇବା ଦ୍ଵାରା ଏହା ସନ୍ତୁଳିତ ଅବସ୍ଥାରେ ରହିପାରେ ସେ ବିଷୟରେ ମୁଁ ଆପଣକୁ ଜଣେଇବି |ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ କଥା ବିଷୟରେ |

କୌଣସି ଖାଦ୍ୟ ଖାଇବା ଦ୍ଵାରା ଆମର ହର୍ମୋନ ଇନବାଲାନସ ହୋଇନଥାଏ,ଆମ ଶରୀର ପାଇ ଆମକୁ ସବୁ ପ୍ରକାର ଖାଦ୍ୟ ଖାଇବା ଉଚିତ |ଶରୀରରେ ହର୍ମୋନ ପରିମାଣ କମିଗଲେ କିମ୍ବା ବଢିଲେ ଏହା ଆମ ଶରୀର ପାଇ କ୍ଷତି କାରକ ହୋଇଥାଏ, ତେଣୁ ସବୁକିଛି ବାଲାନ୍ସ ହୋଇ ରହିବା ଭଲ |ଆପଣ ଯଦି ପ୍ରତ୍ୟେକ ଦିନ ସବୁଜ ପନିପରିବା ଖାଆନ୍ତି ତେବେ ଏହା ବାଲାନ୍ସ ହୋଇକି ଥାଏ, ଆପଣଙ୍କର ଯଦି ହର୍ମୋନ ଇନବାଲାନସ ଥାଏ ତେବେ ଆପଣ କ୍ଷୀର କିମ୍ବା ଛେନା, ଦହି ଖାଇବା କମାଇ ଦିଅନ୍ତୁ ମାତ୍ର ସମ୍ପୂର୍ଣ ବନ୍ଦ କରନ୍ତୁ ନାହିଁ |କାରଣ ଏହାଦ୍ୱାରା କଳାସିୟମ ଡେଫିସିନସି ଦେଖାଯାଏ |
ହର୍ମୋନ ଇନବାଲାନସ ଥିଲେ କଉଁ ସମସ୍ୟା ଦେଖାଯାଏ :-ଯଦି ମହିଳା ମାନଙ୍କ ପାଖରେ ହର୍ମୋନର ଇନାବାଲାନସ ଥାଏ ତେବେ ସେମାନଙ୍କ ଠାରେ ପ୍ରଥମତଃ ଓଜନର ସମସ୍ୟା ଦେଖା ଦେଇଥାଏ |ତାହା ସହିତ ସେମାନଙ୍କ ମୁହଁରେ ଅଧିକ ଚୁଟି ଉଠିଥାଏ ଓ ମୁହଁରେ ପିପଲ ମଧ୍ୟ୍ୟ ବାହାରି ଥାଏ |ବିଶେଷ କାରି ମହିଳା ମାନଙ୍କର ପିରିୟଡ଼ସରେ ପ୍ରୋବାଲେମ ହୋଇଥାଏ |ପୁରୁଷ ମାନଙ୍କ ଠାରେ ହରମୋନାଲ ପ୍ରୋବାଲେମ ରହିଲେ ସେମାନଙ୍କ ନିଶ ଦାଢ଼ି ଉଠିବାର ପ୍ରୋବ୍ଲେମ ହୋଇଥାଏ ଏହା ସହିତ ଇରେକ୍ଟଟାଇଲ ଡିସଫୁଂକ୍ସନ ଡେଭେଲପ କରିଥାଏ |
ହର୍ମୋନ ବାଲାନ୍ସ କରିବା ପାଇ କଣ କରିବା ଉଚିତ :-

ଅପଣଂକର ଯଦି ହର୍ମୋନାଲ ଇନାବାଲାନସ ରହିଛି ତେବେ ଆପଣ ଏଥିପାଇଁ ଅଧିକ ମାଂସ କିମ୍ବା କ୍ଷୀର ଜାତୀୟ ଦ୍ରବ୍ୟ କିଛି କିଛି ଖାଆନ୍ତୁ ନାହିଁ |ଏହି ଖାଦ୍ୟ ଆପଣ ବହୁତ କମ ପରିମାଣରେ ଖାଆନ୍ତୁ, ଏହାଦ୍ଵାରା ଆପଣଙ୍କ ହର୍ମୋନ ଇନବାଲାନସ ହେବାର କୌଣସି ସମସ୍ୟା ନଥାଏ |ଏହା ସହିତ ଆପଣ ଯେକୌଣସି ଖାଦ୍ୟ ଖାଉଛନ୍ତି ତାହା ଆପଣ ବାଲାନ୍ସ କରି ଖାଆନ୍ତୁ, ଏହା ସହିତ ଆପଣ ଆବଶ୍ୟକ ଅନୁଯାଇ ରେଷ୍ଟ ମଧ୍ୟ୍ୟ ନିଅନ୍ତୁ |ଆପଣ ଅଧିକ ସମୟ. ମିକ୍ସ ଭେଜିଟେବଲ ଖାଇବା ପାଇ ଚେଷ୍ଟା କରନ୍ତୁ |ଆପଣ ହର୍ମୋନକୁ କଂଟ୍ରୋଲ କରିବା ପାଇ ନିଜର ଖାଦ୍ୟରେ ପ୍ରପର ରୁଟିନ କରିବା ସହିତ ନିଜ ଜୀବନ ଶୈଳୀରେ କିଛି ପରିବର୍ତନ କରିବା ଉଚିତ |ଆପଣ ପ୍ରତ୍ୟେକ ଦିନ କିଛି ଏକ୍ସସରସାଇଜ଼ କରିବା ସହିତ ସବୁବେଳେ ମାଇଣ୍ଡ ଫ୍ରେସ ରଖିବା ପାଇଁ ଚେଷ୍ଟା କରନ୍ତୁ |

Related Articles

Leave a Reply

Your email address will not be published. Required fields are marked *

Back to top button