ଦେଶ ବିଦେଶ

Shram Card କୁ ନେଇ ଆସିଲା ବଡ଼ ଖବର, ଶ୍ରମିକଙ୍କୁ ୨ ଲକ୍ଷ ଟଙ୍କା, ଦେଖନ୍ତୁ କେମିତି ପାଇବେ

ଶ୍ରମିକଙ୍କ ପାଇଁ ବଡ଼ ଖବର, ଇ-ଶ୍ରମ କାର୍ଡରେ ମିଳିବ ୨ଲକ୍ଷ ଟଙ୍କା | ଦୁର୍ଘଟଣା ପାଇଁ ମିଳିବ ୧ଲକ୍ଷ ଟଙ୍କା | କେନ୍ଦ୍ର ସରକାର ଙ୍କ ତରଫରୁ ଅନେକ ଗୁଡିଏ ଯୋଜନା କାଯ୍ୟ କାରି କରାଯାଉଛି | ଅନେକ ଯୋଜନା କାଯ୍ୟ କରି ହେବା ସହିତ ଶମ କ୍ରମେ ସେଗୁଡିକ ସଂଶୋଧନ ମନ୍ଦ୍ୟ ହୋଇ ଥାଏ | ଏହି ଯୋଜନା ଗୁଡିକ ମଧ୍ୟରୁ ଅନେକ ସେହି ଭାରତ୍ୟଙ୍କ ପାଇଁ ଯୋଉ ମାନେ ଆର୍ଥକ ଦୃଷ୍ଟି ରୁ ଦ୍ରୁବଲ | କିମ୍ବା ଗରିବ ଶ୍ରେଣୀର, ଯାହାକି ସିଧାସଳଖ ସେମାନଙ୍କ ଆକାଉଣ୍ଡ ପହଂଚି ଥାଏ | ଯାହା ଫଳରେ ଆର୍ଥକ ଭାବେ ପଛୁଆ ବ୍ରଗ ସାମନ୍ୟ ସ୍ୱଅଛଳ ହେବା ସହିତ ପରିବାର ଚଳାନ୍ତି |

ଗରିବ ଶ୍ରମିକଙ୍କ ପରିବାର ପାଇଁ କେନ୍ଦ୍ର ଓ, ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଯୋଜନା ଗୁଡିକ ମନ୍ଦ୍ୟରୁ | E-Shram ଯୋଜନା ମନ୍ଦ୍ୟ ଅନ୍ୟ ତମ | ଯାହାକି ସିଦ୍ଧାସଳକ ଶ୍ରମିକଙ୍କ ସୁବିଧା ପାଇଁ ଉପଲଦ୍ୟ ହେଉଚି | କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଆରା ଯୋଜନା ଶ୍ରମିକ ହିତ ପାଇଁ କାଯ୍ୟ କାରି ହେଉ ହଉଚି | ଏହି ଯୋଜନା ଅଧୀନରେ E-Shram କାର୍ଡ ବେବହାର କରିବା ନିହାତି ଆବଶ୍ୟକ | ଯାହା ଦ୍ଵାରାକି ଆର୍ଥକ ଦୃଷ୍ଟିରୁ ଦ୍ରୁବଲ ଶ୍ରେଣୀର ଲୋକ ଅନେକ ଲାଭ ପାଇଁ ପାରିବେ | ତେବେ ଏଥିପାଇଁ କିଭଳି ଆବେଦନ କରିବେ ଯେଉ ମାନେ ପାଇଁବେ କଣ ଲାଭ ମିଳିବ |

କଣ ରହିଚି ମାପ ଦଣ୍ଡ ଘରେ ବଶି ମନ୍ଦ୍ୟ ଅନଲାଇନ ଜରିଆରେ E-Shram କାର୍ଡ ପାଇଁ ଆବେଦନ କରିପାରିବେ | ଏଂବ ବାହାର ମଦ୍ୟ କରିପାରିବେ ତେବେ ଏହାକୁ ଘରେ ରହି କିଭଳି ବାହାର କରିହେବ ତାହା ଜାଣନ୍ତୁ | E-Shram ଯୋଜନା କଣ ଆର୍ଥକ ଦୃଷ୍ଟିରୁ ଦ୍ରୁବଲ ବିଭାଗ ପାଇଁ ସରକାର E-Shram ଯୋଜନା ଆରମ୍ଭ କରିଛନ୍ତି ଏହା ଅଧୀନରେ ପତେକ ମାଷରେ ହିତା ଅଧିକାରୀଙ୍କ ଆକାଉଣ୍ଡଙ୍କୁ ୫୦୦ ରୁ ୧୫୦୦ ଟଙ୍କା ଆସିବ କେବଳ ସେତିକି ନୁହଁ ଶ୍ୱାସ୍ତ୍ୟ ବିମାନ ପଧାନ କରି ଥାନ୍ତି କେନ୍ଦ୍ର ସରକାର ଏହା ବ୍ୟତୀତ E-Shram କାର୍ଡ ର ମୂଳ ଉଦେଶ୍ୟ ହେଉଛି ଲୋଳକୁ ରୋଜଗାର ଯୋଗାଇବା |

ଅନେକ ଶ୍ରମିକ E-Shram ପୋଟାଲ ମାଧ୍ୟମରେ ଲାଭ ପାଇଁ ପାରିବେ ଅତି ସହଜରେ କାମ ପାଇଁବା ସହିତ ରୋଜଗାର କ୍ଷମ ହୋଇ ପାରୁଛନ୍ତି ଅନସବଗଠିତ କ୍ଷେତ୍ରରେ ପ୍ରଭାଶି ଶ୍ରମିକ ପ୍ଲଟ୍ୟଫୋରମ କର୍ମ ଚାରି ନିର୍ମାଣ ଶ୍ରମିକ ଘରୋଇ ଶ୍ରମିକ ରାସ୍ତା କର୍ଡ ଦୋକାନୀ ଏବଂ କୃଷି ଶ୍ରମିକ ଏହି ଯୋଜନା ରେ ଉପକୃତ ହୋଇ ପାରିବେ | ଶ୍ରମିକ ମାନେ ୨ ଲକ୍ଷ ଟଙ୍କା ପ୍ରଯ୍ୟନ୍ତ ଦୃଘଟଣା ରେ ବୀମା ପାଇପାରିବେ ଗର୍ଭବତୀ ମହିଳା ମାନାଙ୍କ ପିଲା ଭରଣ ପୋଷଣ ସହାୟତା | ଦୃଘଟଣା ରେ ଅକ୍ଷମ ହେଲେ ୧ ଲକ୍ଷ ଟଙ୍କା ଆର୍ଥକ ସହାୟତା ମଧ୍ୟ୍ୟ ମିଳିବ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button