ବିଚାର

ଏହି ମନ୍ଦିରରେ ଭୋଗଲାଗେ ଜିଅନ୍ତା କଙ୍କଡା, କାରଣ ଜାଣି ଆପଣବି ରହିଯିବେ ଚକିତ

କଙ୍କଡା ଆରଥୋପୋଡା ସଂଘ ଗୋଟେ ଜନ୍ତୁ ଅଟେ, ଏହାର ଶରୀର ଗୋଲଆକାର ହୋଇଥାଏ, ତେବେ ଆପଣ ନିଜ ଜୀବନରେ କେବେ ନା କେବେ କଙ୍କଡା ଦେଖିଥିବେ ତେବେ କଙ୍କଡା ମଧ୍ୟ ବହୁତ ପ୍ରକାର ର ହୋଇଥାନ୍ତି ଏବଂ ବହୁତ ଜାଗାରେ ଲୋକ ଏହାକୁ ଖାଇବା ବହୁତ ପସନ୍ଦ କରନ୍ତି । କଙ୍କଡା ଦେଖିବା ପାଇଁ ଅନ୍ୟ ଜୀବଙ୍କ ଠାରୁ ବହୁତ ଭିନ୍ନ ଅଟେ, ଏହାର ଆଖି ଏହା ଶରୀର ଉପରେ ହୋଇଥାଏ ।ଏହା ଛଡା କଙ୍କଡା ଗୋଡ ଗୋଟେ ବା ଦୁଇଟି ହୋଇ ନଥାଏ ଏହାର ବହୁତ ଗୋଡ ହୋଇଥାଏ, ଏହା ଶରୀର ଉପରେ ଭାଗ ବହୁତ କଠୋର ହୋଇଥାଏ ।

ତେବେ ଆପଣ ଦୁନିଆ ରେ ବହୁତ ପ୍ରକାର ଏମିତି କଥା ଶୁଣିଥିବେ ବା ଦେଖିଥିବେ ଯାହା ବହୁତ ବିଚିତ୍ର ଅଟେ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ, ଏମିତି ଗୋଟେ ମନ୍ଦିର ଯେଉଁଠି ଭଗବାନ ପାଇଁ ଜୀବିତ କଙ୍କଡା ଭୋଗ କରା ଯାଇଥାଏ । ତେବେ ଆସନ୍ତୁ ଏହି ମନ୍ଦିର ବିଷୟରେ ଜାଣିବା, ଏହି ମନ୍ଦିର ସୁରତରେ ଅଟେ ଏଠାରେ ଭଗବାନ ଶିବଙ୍କ ଗୋଟେ ମନ୍ଦିର ଅଟେ ଏହି ମନ୍ଦିର ନା ରୁନ୍ଧନାଥ କୁହାଯାଏ ଏହି ମନ୍ଦିରରେ ଲୋକ ଫୁଲ ଜାଗାରେ ଜୀବିତ କଙ୍କଡା ଭଗବାନକୁ ଅର୍ପଣ କରନ୍ତି । ଏହି ମନ୍ଦିରରେ ସେହି ଲୋକ ପୂଜା କରିବା ପାଇଁ ଆସନ୍ତି ଯିଏ ଶାରୀରିକ ରୂପରେ ପୀଡିତ ହୋଇଥାନ୍ତି, ଓ ସେହି ଲୋକ ଭଗବାନକୁ ଫୁଲ ଜାଗାରେ କଙ୍କଡା ଅର୍ପଣ କରନ୍ତି ।

ଭଗବାନକୁ କଙ୍କଡା ଅର୍ପଣ କରା ଯାଏ :

ଲୋକଙ୍କ ମାନ୍ୟତା ଅଟେ ଯେ ଯାହାର ମନୋକାମନା ପୂର୍ଣ ହୋଇଥାଏ ତାଙ୍କୁ ଭଗବାନକୁ ଫୁଲ ଜାଗାରେ କଙ୍କଡା ଅର୍ପଣ କରନ୍ତି, ତେବେ ଏହା ବଢେ ଦେଶର ପ୍ରଥମ ଏମିତିକା ମନ୍ଦିର ଯେଉଁଠି ମନୋକାମନା ପୂର୍ଣ ପାଇଁ ଜୀବିତ କଙ୍କଡା ଭୋଗ କରା ଯାଏ, ତେବେ ଆମେ ଆପଣଙ୍କୁ ଏହା କହିବା ପାଇଁ ଚାହୁଁଛୁ ଯେ ଏହି ପରମ୍ପରା ଶ୍ରୀ ରାମଙ୍କ ଜନ୍ମ ସମୟରୁ ଚାଲି ଆସିଛି । ଯେତେବେଳେ ରାମଙ୍କୁ ବନବାସ ହୋଇଥିଲା ଏବଂ ଏଠାରେ ସମୁଦ୍ର ଥିଲା ସେତେବେଳେ ଅନ୍ୟ କିଛି ନପାଇ ଲୋକ କଙ୍କଡା ଭଗବାନକୁ ଅର୍ପଣ କରୁଥିଲେ ସେତେବେଳୁ ଏହି ପରମ୍ପରା ଚାଲି ଆସିଛି । ଏହି ମନ୍ଦିର ପାଖରେ ମସାଣି ଅଟେ ଏଠାରେ ମୃତ୍ୟୁ ବାରାଁ କରିଥିବା ଲୋକଙ୍କ ଦାହ ସଂସ୍କାର କରା ଯାଏ ଏବଂ ମୃତ୍ୟୁ ପ୍ରାପ୍ତ କରିଥିବା ଲୋକ ପସନ୍ଦ ଖାଦ୍ଯ ବନେଇ ଭଗବାନକୁ ତାଙ୍କ ଆତ୍ମା ଶାନ୍ତି ପାଇଁ ଭୋଗ କରା ଯାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button