ମନୋରଞ୍ଜନ

ଓଡ଼ିଆ ସିରିଏଲ ଅଭିନେତ୍ରୀ ମାନକର ପ୍ରେମିକ ବା ପ୍ରେମିକାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ତେବେ ଆପଣ ମାନେ ନୂଆ ବୋହୁ ସିରିଏଲ ଦେଖିବା ବହୁତ ପସନ୍ଦ କରୁଥିବେ, ଓଡ଼ିଆ ସିରିଏଲ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଥିବା ଟପ ସିରିଏଲ ମାନଙ୍କ ମଧ୍ୟରୁ ଗୋଟେ ଅଛି, ଆଜି ଆମେ ଆପଣଙ୍କୁ କିଛି ସିରିଏଲ ଅଭିନେତା ଓ ଅଭିନେତ୍ରୀଙ୍କ ଅସଲ ଜୀବନ ପ୍ରେମିକ ଓ ପ୍ରେମିକା ବିଷୟରେ କିଛି କଥା କହିବାକୁ ଯାଉଛୁ ତେବେ ଅଭିନେତ୍ରୀ ମାନେ ନିଜ ସମ୍ପର୍କ ଲୁଚେଇ ରଖିବା ପସନ୍ଦ କରନ୍ତି କିନ୍ତୁ ଆଜି ଆମେ କିଛି ଏମିତି ଅଭିନେତା ବା ଅଭିନେତ୍ରୀଙ୍କ ସମ୍ପର୍କ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଭଲ ଭାବରେ ଜାଣିଛନ୍ତି ।

Image Courtesy: Google

୧. ଜାସ୍ମିନ :

ମାୟା ସିରିଏଲରେ ନାଗିନ ରୋଲ କରୁଥିବା ଜାସ୍ମିନକୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଛନ୍ତି ତେବେ ତାଙ୍କ ବୟଫ୍ରେଣ୍ଡ କିଏ ଆପଣ ଜାଣିଛନ୍ତି, ତାଙ୍କ ନାମ ହେଉଛି ଅଭୟ ପରିଡା ଯାହା ଫଟୋ ଜାସ୍ମିନ ନିଜ ଇଂଷ୍ଟାଗ୍ରାମରେ ଅପ୍ଲୋଡ କରିଛନ୍ତି ।

୨. ଶ୍ରଦ୍ଧା :

ଆପଣ ମାନେ ଶ୍ରଦ୍ଧାଙ୍କୁ ବହୁତ ଗୁଡେ ସିରିଏଲରେ କାମ କରୁଥିବାର ଦେଖିଥିବେ ଶ୍ରଦ୍ଧାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ତେବେ ତାଙ୍କ ବୟଫ୍ରେଣ୍ଡ କିଏ ଆପଣ ଜାଣିଛନ୍ତି ତାଙ୍କ ବୟଫ୍ରେଣ୍ଡ ରାଜା ରାଜେଶ ଅଟନ୍ତି ଯିଏ ଓଡ଼ିଆ ସିରିଏଲ ଦୁନିଆରେ ବଡ ନାମ ଅଟେ ।

Image Courtesy: Google

୩. ଅଞ୍ଜଳି :

ଆପଣ ମାନେ ଅଞ୍ଜଳିଙ୍କୁ ଦେଖିଥିବେ ତାଙ୍କ ନାମରେ ତାଙ୍କ ସିରିଏଲ ନାମ ଅଛି ତାଙ୍କ ସିରିଏଲ ନାମ ମଧ୍ୟ ଅଞ୍ଜଳି ଅଟେ । ଅଞ୍ଜଳି ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ତେବେ ତାଙ୍କ ବୟଫ୍ରେଣ୍ଡ ନାମ ଶିରାଶିଷ ପଣ୍ଡା ।

୪. ସଲିଲ ମିଶ୍ର :

ସଲିଲ ମିଶ୍ରଙ୍କୁ ଆପଣ ମାନେ ଜାଣିଥିବେ ଓ ସେ ନିଜ ଅଭିନୟ ଦ୍ଵାରା ସମସ୍ତଙ୍କ ମନ କିଣି ନିଅନ୍ତି ତେବେ ସଲିଲ ମଧ୍ୟ ଗତ ୩ ବର୍ଷ ଧରି ରିଲେସନସିପରେ ଥିଲେ ଓ ବର୍ତମାନ ନିଜ ଗର୍ଲଫ୍ରେଣ୍ଡ ସହ ବିବାହ କରିଛନ୍ତି ।

Image Courtesy: Google

୫. ସଂବିତ ମିଶ୍ର :

ଆପଣ ମାନେ ସଂବିତ ମିଶ୍ରଙ୍କୁ ମଧ୍ୟ ବହୁତ ସିରିଏଲ ରେ ଅଭିନୟ କରୁଥିବାର ଦେଖିଥିବେ ତେବେ ଆମେ ଆପଣଙ୍କୁ ଆଜି ଏହା କହିବାକୁ ଚାହୁଁଛୁ ଯେ ସଂବିତ ଶିଂଗଲ ନାହାନ୍ତି ତାଙ୍କର ମଧ୍ୟ ଗର୍ଲଫ୍ରେଣ୍ଡ ଅଛନ୍ତି ।

୬. ଶିବାନୀ ସଂଗୀତା :

ଆପଣ ମାନଙ୍କ ଫେବୋରେଟ ହିରୋଇନ ଯିଏ ନିଜ ଅଭିନୟ ଓ ଛୁଆପଣ ଦ୍ଵାରା ସମସ୍ତଙ୍କ ମନ କିଣିଛନ୍ତି ତାଙ୍କର ମଧ୍ୟ ଜଣେ ବୟଫ୍ରେଣ୍ଡ ଅଛନ୍ତି ଓ ସେ ମଧ୍ୟ ଦେଖିବା ପାଇଁ ବହୁତ ସୁନ୍ଦର ଅଛନ୍ତି ତେବେ ଏହି ଦୁଇ ଜଣ ଗତ ୩ ବର୍ଷ ଧରି ରିଲେସନରେ ଅଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button