କମ୍ପ୍ୟୁଟର କିଏ ଉଭାବନ କରିଥିଲେ ? ଏଭଳି ଭାରତ ସମ୍ବଧିତ କିଛି ପ୍ରଶ୍ନ ଓ ଏହାର ଉତ୍ତର

ବନ୍ଧୁଗଣ ଆମେ ସମସ୍ତେ ସର୍ବଦା ନୂଆ ନୂଆ ବିଷୟ ଶିଖିବା ପାଇଁ ଉଦଯୋଗୀ ହୋଇଥାଉ । ସାଧାରଣ ଜ୍ଞାନ ମଣିଷ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ ଯାଏ ସମସ୍ତେ ପ୍ରାପ୍ତ କରିଥାନ୍ତି । ଜ୍ଞାନର ବିକାଶ ମଣିଷର ସଫଳତା ପ୍ରତି ପ୍ରଥମ ପାଦ ଅଟେ । ମନୁଷ୍ୟ ପାଖରେ ଯେତେ ମଧ୍ୟ ଜ୍ଞାନ ଥାଉ । ହେଲେ ଜଣେ ବ୍ୟକ୍ତିର ଶିଖିବା ପ୍ରକ୍ରିୟା କେବେ ମଧ୍ୟ ସରି ନ ଥାଏ । ଏହି ଯେପରି ଆମେ ଯେତେ ମଧ୍ୟ ଜ୍ଞାନ ଜାଣିଥାଊ ।
ହେଲେ ବହୁ ସମୟରେ ଆମକୁ ଅଧିକ ଜ୍ଞାନର ମଧ୍ୟ ଆବଶ୍ୟକତା ପଡିଥାଏ । ଆଜିର ଦୁନିଆରେ ବହୁ ଗୁଡିଏ କଥାମାନ ରହିଅଛି । ଯେଉଁ ଗୁଡିଏ କଥା ସବୁ ବହୁ ଲୋକଙ୍କ ପାଖରେ କିଛି ଜଣା ତ କିଛି ଅଜଣା ହୋଇ ରହିଥାଏ । ତେବେ ଚାଲନ୍ତୁ ସେହିପରି କିଛି ଆପଣ ମାନଙ୍କ ନିକଟରେ ଜଣା ଓ ଅଜଣାର କଥା ଆଲୋଚନା କରିବା । ଯାହାକି ଜାଣିବା ଛାତ୍ର ଛାତ୍ରୀ ମାନଙ୍କ ଉପଲକ୍ଷେ ବହୁତ ଜରୁରୀ ଅଟେ । ତେବେ ଏହି ସବୁ ସାଧାରଣ ପ୍ରଶ୍ନ ଅନେକ ସମୟରେ ଜରୁରୀ ହୋଇଥାଏ ଯାହାକୁ ଖୁବ କମ ଲୋକ ଜାଣିଛନ୍ତି ।
1- ଆମ ଦେଶର ପ୍ରଥମ ନାଗରିକ କିଏ ?
ଉତ୍ତର- ରାଷ୍ଟ୍ରପତି ।
2- ଭାରତର ସବୁଠୁ ବଡ ନଦୀର ନାମ କଣ ?
ଉତ୍ତର- ଗଙ୍ଗା ନଦୀ ।
3- ଆମ ଦେଶର ଜାତୀୟ ଖେଳର ନାମ କଣ ?
ଉତ୍ତର- ହକି ।
4- ଭାରତର ରାଷ୍ଟ୍ର ଭାଷା କଣ ?
ଉତ୍ତର- ହିନ୍ଦୀ ।
5- ଭାରତର ପ୍ରଥମ ରାଷ୍ଟ୍ରପତି କିଏ ?
ଉତ୍ତର- ଡାକ୍ତର ରାଜେନ୍ଦ୍ର ପ୍ରସାଦ ।
6- ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ କିଏ ?
ଉତ୍ତର- ଜବାହାରଲାଲ ନେହେରୁ ।
7- ପୃଥିବୀ ର ସବୁଠୁ ବଡ ଦେଶର ନାମ କଣ ?
ଉତ୍ତର- ରୁଷିଆ ।
8- ବିଶ୍ଵର ସବୁଠୁ ବଡ ଜଙ୍ଗଲର ନାମ କଣ ?
ଉତ୍ତର- ଆମାଜନ ଜଙ୍ଗଲ ।
9- ଆମ ଦେଶ ଭାରତର ଅନ୍ୟ ନାମ କଣ ?
ଉତ୍ତର- A & B ।
10- ଭାରତର ଜାତୀୟ ପତାକା ରେ କେତୋଟି ରଙ୍ଗ ଥାଏ ?
ଉତ୍ତର- 3ଟି ।
11- କମ୍ପ୍ୟୁଟର କିଏ ଉଭାବନ କରିଥିଲେ ?
ଉତ୍ତର- ଚାର୍ଲ୍ସ ବାବାଜ ।
12- ରେଡିଓ କିଏ ଉଭାବନ କରିଥିଲେ ?
ଉତ୍ତର- ମାର୍କୋନୀ ।
13- ଗୋଟିଏ କ୍ରିକେଟ ଟିମ ରେ ଗୋଟିଏ ପକ୍ଷ ରୁ କେତେ ଜଣ ଖେଳାଳି ଖଳିଥାନ୍ତି ?
ଉତ୍ତର- 11 ଜଣ ।
14- କେଉଁ ପର୍ବ କୁ ଆଲୋକର ପର୍ବ କୁହାଯାଏ ?
ଉତ୍ତର- ଦୀପାବଳି ।
15- ମଣିଷ ର ଦାନ୍ତ ସଂଖ୍ୟା କେତେ ?
ଉତ୍ତର- 32 ଟି ।
16- ବାୟୁମଣ୍ଡଳ ରେ କେଉଁ ଗ୍ଯାସ ଅଧିକ ପରିମାଣରେ ରହିଛି ?
ଉତ୍ତର- ଯବକ୍ଷାରଜାନ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।