ଜୀବନଶୈଳୀ

LIC ଧାରୀ ମାନଙ୍କ ପାଇଁ ଆସିଲା ଖୁସି ଖବର ,ମାତ୍ର ଶହେ ଟଙ୍କା ନିବେଶ କରି ପାଇପାରିବେ ଏତିକି ଟଙ୍କା ,ଶୀଘ୍ର ଜାଣନ୍ତୁ କେମିତି ପାଇବେ

ନମସ୍କାର ଦର୍ଶକବନ୍ଧୁ LIC ରେ ଆସିଲା ଏକ ଜବରଦସ୍ତ ସ୍କିମ ଚାଷୀ ମାନଙ୍କ ପାଇଁ ରଖିବେ 100 ଟଙ୍କା ପାଇବେ 75,000 ଟଙ୍କା ତେବେ ଆଜିର ସମୟରେ ସମସ୍ତେ ନିଜ ଅର୍ଥକୁ ସଞ୍ଚୟ କରିବାକୁ ଚାହିଁ ଥାଆନ୍ତି କିଛି ଲୋକ ବ୍ୟାଙ୍କରେ ସଞ୍ଚୟ କରିବାକୁ ଚାହୁଁଥିବା ବେଳେ ଆଉ କିଛି ଲୋକ ଯେକୌଣସି ସ୍କିମରେ ମଧ୍ୟ ନିବେଶ କରିବାକୁ ଚାହାଁନ୍ତି କାହିଁକିନା ସ୍କିମରେ ଅଧିକ ରିଟର୍ଣ୍ଣ ମିଳିଥାଏ |

ଠିକ ସେମିତି ଆଜି ଆପଣଙ୍କୁ LIC ର ଏକ ନୂଆ ସ୍କିମ ବିଷୟରେ ଜଣାଇବାକୁ ଯାଉଛୁ ଯାହା ଜରିଆରେ ଆପଣ 75,000 ଟଙ୍କା ପାଇପାରିବେ |ତେବେ ଆପଣ LIC ର ଏହି ସ୍କିମରେ ସ୍ୱଳ୍ପ ସଞ୍ଚୟ ଟଙ୍କା ନିବେଶ କରିବା ଦ୍ୱାରା ଲାଭ ବାନ ହୋଇପାରିବେ ତେବେ LIC ର ଏହି ସ୍କିମରେ 100 ଟଙ୍କା ନିବେଶ କରିବା ଦ୍ୱାରା ଆପଣ 75,000 ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ |

ତେବେ ଏହି ସ୍କିମ ନାମ ହେଉଛି ଆମ ଆଦମି ଯୋଜନା ଏହି ସ୍କିମରେ ଅସଂଘଟିତ ଏବଂ ଭୂମିହୀନ ପରିବାର ଲୋକଙ୍କୁ ଲାଭ ମଧ୍ୟ ମିଳିଥାଏ ତାହା ଛଡ଼ା ଏହାର ପ୍ରିମିୟମ 200 ଟଙ୍କା ରଖାଯାଇଛି |ଆଉ ଏଥିରୁ 50 ପ୍ରତିଶତ ଟଙ୍କା ସରକାର ପକ୍ଷରୁ ଦିଆ ଯାଇଥାଏ ତେଣୁ ବ୍ୟକ୍ତି ଜଣଙ୍କୁ 100 ଟଙ୍କା ରଖିବାକୁ ପଡ଼ିଥାଏ |

ଅନ୍ୟ 100 ଟଙ୍କା ସରକାର ଭରି ଥାଆନ୍ତି ଯଦି ସ୍କିମ ଚାଲୁ ରହିଥିବା ସମୟରେ ବୀମା ଧାରୀଙ୍କ ଅଚାନକ ମୃ-ତ୍ୟୁ ଘଟେ ତେବେ ନୋମିନଙ୍କୁ 30,000 ଟଙ୍କା ମିଳିବ ଖାଲି ସେତିକି ନୁହେଁ ଯେକୌଣସି ଦୁର୍ଘଟଣାରେ ଯଦି ବୀମା ଧାରୀଙ୍କ ମୃ-ତ୍ୟୁ ହେଲେ ନୋମିନକୁ 75,000 ଟଙ୍କା ମିଳିବ ବୋଲି କୁହାଯାଇଛି |ଏହି ସ୍କିମ ଖାସ କରି ଗାଁ ରେ ରହୁଥିବା ଲୋକମାନଙ୍କ ପାଇଁ ଭଲ ଅଟେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button