ଜୀବନଶୈଳୀ

ଦହି ସହିତ ଭୁଲରେ ମଧ୍ୟ ଖାଆନ୍ତୁ ନାହିଁ ଏହି 5 ଟି ଜିନିଷ, ନ ହେଲେ ପରେ ବହୁତ ପ-ସ୍ତେ-ଇ-ବେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଜିନିଷ ସମ୍ବନ୍ଧରେ କହିବୁ ଯାହାକୁ ଭୁଲ ରେ ମଧ୍ୟ ଦହି ସହିତ ଖାଇବା ଉଚିତ ନୁହେଁ। ବନ୍ଧୁଗଣ ଆୟୁର୍ବେଦ ଅନୁସାରେ, କିଛି ଏଭଳି ଜିନିଷ ରହିଛି ଯାହାକୁ ଆପଣ ମାନଙ୍କୁ ଗୋଟିଏ ସମୟରେ ଏକା ସାଙ୍ଗରେ ସେବନ କରିବା ଆଦୋୖ ଉଚିତ ନୁହେଁ। ଏପରି କରିବା ଦ୍ୱାରା ଆମ ଶ-ରୀ-ର-ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ ଏବଂ ତାହା ଅତି ସହଜରେ ଠିକ ହୋଇପାରି ନଥାଏ।

ତେଣୁ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ଜିନିଷ ହିଁ ଖାଇବା ଆମ ଶରୀର ପାଇଁ ଇଚିତ ହୋଇଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଦହି ସହିତ କେଉଁ କେଉଁ ଜିନିଷ ଖାଇବା ଅନୁଚିତ ଅଟେ। ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ବିସ୍ତାର ରୂପରେ।

୧. ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି ‘ତରଭୁଜ’। କେବେବି ଦହି ଏବଂ ତରଭୁଜ କୁ ଏକାଠି ଖାଇବା ଉଚିତ ନୁହେଁ। ତରଭୁଜ ଏବଂ ଦହିକୁ ଏକାଠି ଖାଇବା ଦ୍ବାରା ବଡି ରେ ସ୍ୱେ-ଲି-ଙ୍ଗ ଭଳି ସମସ୍ୟା ଦେଖା ଦେଇଥାଏ। ତେଣୁ ଆପଣ ଯେବେବି ଦହି ଖାଉଛନ୍ତି ତାର ୧ ରୁ ୨ ଘଣ୍ଟା ମଧ୍ୟରେ ତରଭୁଜ ଖାଆନ୍ତୁ ନାହିଁ।

୨. ବନ୍ଧୁଗଣ ଦ୍ଵିତୀୟ ଜିନିଷ ଟି ହେଉଛି, ‘ମାଛ’। ଦହି ହେଉ ଅଥବା କ୍ଷୀର। ଏହା ସହିତ କେବେବି ମାଛ ଖାଆନ୍ତୁ ନାହିଁ। ଏହି ଜିନିଷ କୁ ଏକାଠି ଖାଇବା ଦ୍ବାରା ସ୍କି-ନ ରେ ଛଉ ହେବାର ସମସ୍ୟା ଦେଖା ଯାଇଥାଏ। ତେଣୁ ଦହି ଏବଂ ମାଛ କୁ ଏକାଠି କେବେବି ଖାଆନ୍ତୁ ନାହିଁ।

 

୩. ବନ୍ଧୁଗଣ ତୃତୀୟ ଜିନିଷ ଟି ହେଉଛି,’ଚିନି’। ଯେଉଁ ବ୍ୟକ୍ତି ମାନଙ୍କୁ ମ-ଧୁ-ମେ-ହ ଏବଂ ମୋଟାପଣ ର ସମସ୍ୟା ରହିଛି ସେହି ବ୍ୟକ୍ତି ମାନେ କେବେବି ଦହି ସହିତ ଚିନି ମିଶାଇ ଖାଆନ୍ତୁ ନାହିଁ। ଚିନିରେ ବହୁତ ପରିମାଣ ରେ କ୍ୟାଲୋରି ରହିଥାଏ। ଏହା ମ-ଧୁ-ମେ-ହ କୁ ବଢ଼ାଇଥାଏ ଏବଂ ମୋଟାପଣ ସମସ୍ୟା ମଧ୍ୟ ଦେଖା ଯାଇଥାଏ। ତେଣୁ ଦହିରେ ଚିନି ମିଶାଇ ଖାଇବା ଆଦୋୖ ଉଚିତ ନୁହେଁ।

୪. ବନ୍ଧୁଗଣ ଚତୁର୍ଥ ଜିନିଷ ଟି ହେଉଛି, ‘ଲେମ୍ୱୁ’। କେବେବି ଦହି ଏବଂ ଲେମ୍ୱୁ କୁ ଏକାଠି ଖାଇବା ଆଦୋୖ ଉଚିତ ନୁହେଁ। ଦହି ଏବଂ ଲେମ୍ବୁ କୁ ଏକାଠି ଖାଇବା ଦ୍ଵାରା ଏ-ସି-ଡି-ଟି ଭଳି ସମସ୍ୟା ଦେଖା ଦେଇଥାଏ। ଏହା ସହିତ ଦହି ଏବଂ କୋ-ଲ୍ଡ-ଡ୍ରି-ଙ୍କ ଏକାଠି ସେବନ କରିବା ଦ୍ୱାରା ବା-ନ୍ତି ଭଳି ସମସ୍ୟା ଦେଖା ଯାଇଥାଏ।

୫. ବନ୍ଧୁଗଣ ପଞ୍ଚମ ଜିନିଷ ଟି ହେଉଛି, ‘ଲବଙ୍ଗ’। କେବେବି ଦହି ଏବଂ ଲବଙ୍ଗ କୁ ଏକାଠି ଖାଇବା ଉଚିତ ନୁହେଁ। ଏହା ସହିତ କ୍ଷୀର ଏବଂ ଦହିକୁ ମଧ୍ୟ ଏକାଠି ସେବନ କରିବା ଉଚିତ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button