ଜୀବନଶୈଳୀ

ଝିଅ ମାନଙ୍କର କେଉଁ ଜାଗାରେ ଅଧିକ ଚୁଳ ଉଠିଲେ ଚରିତ୍ର ଖରାପ ବୋଲି କୁହା ଯାଇଥାଏ ,ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଠିକ୍ ଭାବେ ମାନି ଚାଲିଲେ ଆପଣମାନଙ୍କ ଜୀବନ ସମ୍ପୂର୍ଣ୍ଣ ରୂପରେ ବଦଳିଯିବ ।

୧. ଯେଉଁ କନ୍ୟାର ହାତ ଓ ଗୋଡରେ ଅଧିକ କେଶ ରହିଥାଏ ସେ କନ୍ୟା କ୍ରୋଧୀ, କ୍ରୁର ଓ ଇର୍ଷାପରାୟଣୀ ହୋଇଥାଏ ।

୨. ମହିଳା ମାନେ ସକାଳୁ ଡେରିରେ ଉଠିବା ଉଚିତ୍ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେବା ସହିତ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।

୩. ପ୍ରତ୍ୟେକ ଶୁକ୍ରବାର ଦିନ କିଛି ମିଠାଖାଦ୍ୟଖାଇବା ଉଚିତ୍ ଏହାଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

୪. ପ୍ରତ୍ୟେକ ଅମାବାସ୍ୟା ଦିନ ଘର ଏବଂ ବେଡ଼ରୁମ୍ ଭଲଭାବେ ସଫାକରିବା ଉଚିତ୍ ଏହାଦ୍ବାରା ନକାରାତ୍ମକ ଶକ୍ତି ଦୂରହୋଇଥାଏ ।

୫. ସ୍ତ୍ରୀଲୋକ ମାନେ ଦଣ୍ଡବତ ପ୍ରଣାମ କରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ଗର୍ଭବତୀ ମହିଳା ମାନେ ଶିବଲିଙ୍ଗ ସ୍ପର୍ଶ କରିବା ଉଚିତ ନୁହେ ।

୬. ମହିଳାମାନେ କେବେବି ଘରର ଦୁଆର ମୁହଁରେ ବସି ଭୋଜନ କରନ୍ତୁ ନାହିଁ ଏହାଦ୍ବାରା ଦାରିଦ୍ର୍ୟତା ଆସେ ।

୭. ମହିଳାମାନେ ରୋଷେଇ କରିସାରିବା ପରେ ଚୁଲା ଉପରେ କୌଣସି ଅନ୍ୟ ଜିନିଷ ରଖନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୮. ମହିଳାମାନେ କେବେବି ଲୁଣ ରଖୁଥ‌ିବା ପାତ୍ରକୁ ଖୋଲା ରଖନ୍ତୁ ନାହିଁ ଏହା ଦ୍ବାରା ଘରେ ଧନର ଅଭାବ ହୋଇଥାଏ ।

୯. ଯେଉଁ ମହିଳାମାନେ ସକାଳେ ଓ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି ।

୧୦. ଯେଉଁ ମହିଳାମାନେ ଆସ୍ତିକ, କ୍ଷମାଶୀଳ, ଦାନଶୀଳ, ବୁଦ୍ଧିମାନ ଏବଂ କର୍ତ୍ତବ୍ୟପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମଶ୍ବରୁପ ଅଟନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button