ବିଚାର

ଘରେହିଁ କଳା ଜଳି ଯାଇଥିବା ଗ୍ୟାସ ବର୍ନରକୁ ସଫା କରି କେବଳ କିଛି ମିନିଟରେ କରିପାରିବେ ନୂଆ ଭଳି

ଆପଣଙ୍କ ସମସ୍ତଙ୍କ ଘରେ ଗ୍ଯାସ ବର୍ନର ହୋଇଥାଏ ଏବଂ କିଛି ଦିନ ରୋଷେଇ କଲା ପରେ ଏଥିରେ ଭିତରେ ବା ବାହାରେ କଳା ପଡି ଯାଇଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସହଜ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହବ ଏବଂ ଆପଣଙ୍କ ବର୍ନର ପୁରା ନୂଆ ଭଳି ଦେଖା ଯିବ, କଣ ଆପଣ ଏହା ଜାଣିଛନ୍ତି ଯେ ଲେମ୍ବୁ କୌଣସି ଲୁହା ବା ତମ୍ବା ଜିନିଷ ସଫା କରିବା ପାଇଁ ସବୁଠାରୁ ଭଲ କ୍ଳିନଜର କଣ ଅଟେ ଆଜି ଆମେ ଆପଣଙ୍କୁ କହିବୁ କେମିତି ।

Image Courtesy: Google

ତେବେ ଆସନ୍ତୁ ଆରମ୍ଭ କରିବା ଆଗ ଗ୍ଯାସ ବର୍ନର ନିଅନ୍ତୁ ଗୋଟେ ବଡ ଗ୍ଳାସରେ ଗୋଟେ ଗ୍ଳାସ ପାଣି ନିଅନ୍ତୁ ଯଦି ଆପଣଙ୍କ ବର୍ନର ବଡ ଅଟେ ତେବେ ଆପଣ ଦୁଇ ଗ୍ଳାସ ପାଣି ମଧ୍ୟ ନେଇ ପାରିବେ ଏହା ପରେ ପାଣିରେ କୌଣସି ଡିଟରଜେଣ୍ଟ ଯାହା ଆପଣ କପଡା ସଫା କରିବା ପାଇଁ ବ୍ୟବହାର କରନ୍ତି ତାହା ଦୁଇ ଚାମଚ ପକାନ୍ତୁ ଏହା ପରେ ଗୋଟେ ଚାମଚ ଲୁଣ ଏବଂ ଗୋଟେ ଲେମ୍ବୁ ରସ ପକେଇବା ପରେ ଚୋପା ଫୋପାଡନ୍ତୁ ନାହିଁ ଏହା ବହୁତ ଆବଶ୍ୟକ ଜିନିଷ ଅଟେ ଏହାକୁ ରଖି ଦିଅନ୍ତୁ ।

Image Courtesy: Google

ପାଣି ଫୁଟେଇବା ପାଇଁ ଗ୍ଯାସ ଫୁଲ ଫ୍ଲେମରେ ରଖନ୍ତୁ ଏହା ପରେ ଯେତେବେଳେ ପାଣି ଫୁଟି ଫେଣ କଢେଇ ଓପର ଭାଗରେ ଆସି ଲାଗିବ ସେତେବେଳେ ଫ୍ଲେମ କମେଇ ଦିଅନ୍ତୁ ଏମିତି ଆପଣ ଦୁଇ ତିନି ଥର କରନ୍ତୁ ଏହା ଦ୍ଵାରା ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କ ବର୍ନର ସର୍ଫ ପାଣି ଗୋଟେ ବଡ ବାସନରେ ଅଜାଡି ନିଅନ୍ତୁ ଏହା ପରେ ବର୍ନରକୁ କଂସାରେ ବୁଡେଇ ଦିଅନ୍ତୁ

Image Courtesy: Google

ଯେମିତିକି ବର୍ନର ଭାଗ ସର୍ଫ ପାଣିରେ ବୁଡି ରହିବ ଏହା ପରେ ୧୫ ରୁ ୨୦ ମିନିଟ ପାଇଁ ବର୍ନରକୁ ସେମିତି ଛାଡି ଦିଅନ୍ତୁ । ୧୫ ମିନିଟ ପରେ ଆପଣ ବର୍ନର ବାହାର କରି ଏହାକୁ ଭଲ ଭାବରେ ଘଷି ସଫା କରି ଦିଅନ୍ତୁ ଆପଣ ବହୁତ ଭଲ ଏବଂ ସଫା ବର୍ନର ଦେଖିବାକୁ ପାଇବେ ଯାହା ସମ୍ପୂର୍ଣ ସଫା ଏବଂ ନୂଆ ଦେଖାଯିବ । ଆଜି ଆମେ ଆପଣଙ୍କୁ ଘର ଗ୍ଯାସ ବର୍ନର ସଫା କରିବା ବିଷୟରେ କିଛି ବିଶେଷ ଉପାୟ କହିଲୁ ଯାହା ଆପଣଙ୍କ ବର୍ନରକୁ ପୁରା ନୂଆ ବନେଇ ଦବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button