ଚର୍ତୁଥୀ ଠାରୁ ଶକ୍ତି ବର୍ଦ୍ଧକ ବଟିକା ଖାଇ ସମ୍ବନ୍ଧ ରଖୁଥିଲା ସ୍ୱାମୀ, ବାହାଘରର ୭ ଦିନରେ ସ୍ତ୍ରୀର ଚାଲିଗଲା ଜୀବନ, ଜାଣନ୍ତୁ ପୁରା ଘଟଣା

ସମସ୍ତେ ନିଜ ନିଜ ବିବାହକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । କାହାର ସେହି ସ୍ୱପ୍ନଗୁଡ଼ିକ ସାକାର ହୁଏତ ଆଉ କାହାର ଅଧାରେ ରହିଯାଏ , ହେଲେ ଥରେ ଭାବି ଦେଖିଲେ ଯଦି ବିବାହ ପାରେ କେବଳ ଶାରୀରିକ ସମ୍ପର୍କକୁ ପ୍ରାଧାନ୍ୟ ଦିଆଯାଏ ସେତେବେଳେ କଣ ହୁଏ | ଆଜ୍ଞା ହଁ ଏପରି ଏକ ମାମଲା ସାମ୍ନାକୁ ଆସିଛି | ଯାହା ଶୁଣିବା ପରେ ଆପଣଙ୍କୁ ବି ଆଶ୍ଚର୍ଯ୍ୟ ଲାଗିପାରେ।
ହମିରପୁର, ୟୁପି, ଯେଉଁଠାରେ ଜଣେ ନବ ବିବାହିତ ମହିଳାଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ସ୍ୱାମୀ ଶକ୍ତି ବୃଦ୍ଧି କରୁଥିବା ଔଷଧ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁସାରେ , ସ୍ଵାମୀ ଜଣଙ୍କ ପ୍ରୋଟିନ ବଟିକା ଖାଇ ସ୍ତ୍ରୀ ଙ୍କ ସହ ଅପ୍ରାକୃତିକ ତଥା ଅସ୍ୱାଭାବିକ ସମ୍ପର୍କ ରଖିଥିଲେ, ଯେଉଁ କାରଣରୁ ପତ୍ନୀ ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏହି ବିବାହ ଚଳିତ ବର୍ଷ ଫେବୃଆରୀ ୪ ରେ ହୋଇଥିଲାବେଳେ ମୃତକଙ୍କ ସମ୍ପର୍କୀୟ କହିଥିଲେ ଯେ ପ୍ରୋଟିନ ବଟିକା ଖାଇବା ପରେ ସ୍ୱାମୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ, ଯେଉଁ କାରଣରୁ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା।
ଚିକିତ୍ସା କରୁଥିବା ସ୍ତ୍ରୀ ରୋଗ ବିଶେଷଜ୍ଞ କହିଛନ୍ତି ଯେ ଝିଅ ସହିତ ଗ୍ୟାଙ୍ଗ-ବଳାତ୍କାର କରାଯାଇଛି । ମୃତକଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ସେମାନେ ପୋଲିସ ଷ୍ଟେସନରେ ଶାଶୁଘର ଲୋକଙ୍କ ବିରୋଧରେ ଅଭିଯୋଗ କରିବେ। ଅଭିଯୋଗ ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ କହିଛି।