ଧର୍ମ

ନିଜ ଭକ୍ତର ପରୀକ୍ଷା ପାଇଁ ଟ୍ରେନକୁ ପଛକୁ ଫେରାଇଲେ ପ୍ରଭୁ ଜଗନାଥ ,ପ୍ରକୃତ ସତ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ

ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଆମେ ସମସ୍ତେ ଜାଣିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନରେ ଆମେମାନେ କେତେ ଦିବ୍ୟ ଅନୁଭୂତି ପାଇ ଥାଉ କିନ୍ତୁ ଥରେ ଭାବନ୍ତୁ ଯୋଉ ପୂଜାରୀ ମାନେ ମହାପ୍ରଭୁଙ୍କୁ ପୂଜା କରୁଛନ୍ତି ତାଙ୍କୁ କିପରି ଅନୁଭବ ହୋଇଥିବ ଆସନ୍ତୁ ଜାଣିବା ।ମହାପ୍ରଭୁ ଜଗନ୍ନାଥ ଏବେ ରତ୍ନ ସିଂହାସନରେ ବସି ମାନବ ଲୀଳା କରୁଛନ୍ତି ଆମେ ଆପଣଙ୍କୁ ମହାପ୍ରଭୁଙ୍କ ଏକ ସେବକ ବିଶେରେ କହିବାକୁ ଯାଉଛୁ ଯିଏ ମହାପ୍ରଭୁଙ୍କୁ ଜ୍ଵର ହେଲେ ତାଙ୍କୁ ଔଷଧ ଦିଅନ୍ତି ତାଙ୍କୁ ବୈଦ୍ୟ ସେବକ ବୋଲି କୁହାଯାଏ ତାଙ୍କ ଜୀବନରେ ଏମିତି ଏକ ଅନୁଭୁତି ଦେଇଛନ୍ତି ମହାପ୍ରଭୁ |

ଯାହା ଶୁଣିଲେ ଲୋମମୂଳ ଟାଙ୍କୁରୀ ଉଠିବ।ଜଗତ ବୈଦ୍ୟଙ୍କର ବୈଦ୍ୟ ସେବକ ଏପରି ପ୍ରକାର ର ଅଲୌକିକ ବଂଶରେ ଜନ୍ମଲାଭ କରିଥିଲେ ଶ୍ରୀ ରୁଦ୍ରାନନ୍ଦନ ମିଶ୍ର ବଂସନୁକ୍ରମିକ ଭାବରେ ଅନେକ ବର୍ଷ ଧରି ପ୍ରଭୁଙ୍କର ସେବାରତ ଅଛନ୍ତି ଆଜିକୁ ୪୫ବର୍ଷ ତଳର କଥା ଶ୍ରୀ ରୁଦ୍ରନନ୍ଦନ ମିଶ୍ର ସେ ପୁରୀ କଲେଜରେ B S C ପଢଥିଲେ ଅନ୍ତିମ ବର୍ଷର ପରୀକ୍ଷା ଚାଲିଥାଏ ଥିଓରୀ ପରୀକ୍ଷା ଖୁବ୍ ସୁନ୍ଦର ହୋଇଥାଏ ।ଏହାରି ଭିତରେ ହତଟ ଏକ ଦୁର୍ଘଟଣାର ଶିକାର ହୋଇଥିଲେ |

ରୁଦ୍ରଣନ୍ଦନ ତାଙ୍କର ଗୋଡ ଭାଙ୍ଗିଗଲା ପର୍ଟିକାଲ ପରୀକ୍ଷା ଆଉ ୧୫ଦିନ ଥାଏ ତରି ଭିତରେ ସେକ ନେଲେ ଭଙ୍ଗା ହାଡ ଭଲ ହୋଇଯିବ ସମ୍ଭାବନା ଥିବାରୁ ସେ କାଳୁପଡା ରେ ଘରଭଡ଼ା ନେଇ ସେକ ନେବା ସହିତ ଆୟୁର୍ବେଦିକ ଔଷଧ ସେବନ କରୁଥାଆନ୍ତି ।ପ୍ରାକ୍ତିକାଲ୍ ପରୀକ୍ଷା ପୂର୍ବଦିନ ରୁଦ୍ରାନନ୍ଦନଙ୍କ ବାପା ତାଙ୍କୁ ଲେବଲଗି କାଳୁପଡାକୁ ସାଶିଲେ ସେତେବେ ରେଳପଥ ହିଁ ଯିବ ଆସିବାର ସବୁଠାରୁ ସୁଭିଧଜନକ ପଥ ହୋଇଥାଏ |

ସନ୍ଧ୍ୟାବେଳେ ପୁରୀ ଆସୁଥିବା ମାଛ ଗାଡ଼ିରେ ଆସିଲେ ପୁରୀରେ ରାତି ୧୨ଟା ୩୦ରେ ପହଞ୍ଚିବେ ଆଉ ତାପର ଦିନ ପ୍ରାକ୍ଟିକାଲ ପରୀକ୍ଷା ଦେଇ ପାରିବେ ହେଲେ ଷ୍ଟେସନରେ ପହଞ୍ଚିବା ବେଳକୁ ଆଖି ଆଗରେ ମାଛ ଗାଡ଼ିଟି ଷ୍ଟେସନ ଛାଡିଦେଲା । ସତେ ଅବା ତାଙ୍କ ସବୁ ସପନକୁ ନେଇ ମାଛ ଗାଡ଼ି ଚାଲିଗଲା ରୁଦ୍ରନନ୍ଦନ ମନେ ମନେ ମାଗ ପ୍ରଭୁଙ୍କୁ ଡାକୁ ଥାଆନ୍ତି |

ସତେ ଯେପରି ମହାପ୍ରଭୁ ତାଙ୍କ ଡାକ ଶୁଣି ଦେଲେ ଟ୍ରେନ ପଛେଇ ପଛେଇ ଷ୍ଟେସନରେ ଆସି ଲାଗିଲା ଲୋକଙ୍କୁ ପଚାରିଲେ ଜଣ ପଡ଼ିଲା ଯେ ରାସ୍ତାରେ ଦୁଇ ତିନୋଟି ବୋଗି ଖୋଲି ଯାଇଛି ସେଥି ପାଇଁ ଟ୍ରେନ ପଛେ ପଛେ ଆସିଲା ତାପରେ ବାପା ପୁଅ ଦୁହେଁ ଟ୍ରେନରେ ବସି ପୁରୀ ଆସିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button