ଦେଶ ବିଦେଶ

ପସନ୍ଦ ନଥିବା ପୋଜିସନ୍ ରେ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରିବାରୁ ସ୍ୱାମୀର ଯୌନାଙ୍ଗକୁ କାମୁଡି ଦେଲା ସ୍ତ୍ରୀ, ଆଉ ତାପରେ…

ସ୍ତ୍ରୀ ସହିତ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ପଡିଲା ମହଙ୍ଗା! ରାଗରେ ସ୍ୱାମୀର ଯୌନାଙ୍ଗକୁ କାମୁଡ଼ି କ୍ଷତାକ୍ତ କରିଦେଲା। ଉତ୍ତରପ୍ରଦେଶ ହମିରପୁର ଜିଲ୍ଲା ଠାରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆହତ ସ୍ୱାମୀକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଅଛି।

Penis

ମିଳିଥିବା ସୂଚନା ଅନୁଯାଇ ସେହି ଅଞ୍ଚଳରେ ରାମୁ ନିଶାଦ୍ ନିଜ ପରିବାର ସହିତ ରୁହନ୍ତି। ରାମୁ ପ୍ରାୟତଃ ନିଜ ସ୍ତ୍ରୀକୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଏଥିରେ ରାଜି ନ ହେବାରୁ ରାମୁ ବଳପୂର୍ବକ ଏପରି କରିବାକୁ ବାଧ୍ୟ କରିଥିଲେ।

ରାମୁ ଶାରୀରିକ ସମ୍ପର୍କ ରଖୁଥିବା ସମୟରେ ମହିଳା ଜଣକ ଏଥିରେ ଉତକ୍ଷିପ୍ତ ହେବା ସହିତ ତାଙ୍କ ଯୌନାଙ୍ଗକୁ କାମୁଡ଼ି ଦେଇଥିଲେ। ଯେଉଁଥିରେ କ୍ଷତାକ୍ତ ହୋଇ ରାମୁ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଅଛି। Cut

ଅବସ୍ଥା ଗୁରୁତର ହେବାରୁ ରାମୁଙ୍କୁ ଅନ୍ୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଅଛି। ପୋଲିସ ଏହି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତ ମହିଳାଙ୍କ ନାମରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ପତ୍ନୀଙ୍କ ବିରୋଧରେ ଆଇପିସି ଧାରା ୩୨୬ ଏବଂ ୫୦୬ ଅନୁଯାଇ ମାମଲା ରୁଜୁ କରାଯାଇଅଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button