ଦେଶ ବିଦେଶ
ଆଶ୍ଚର୍ଯ୍ୟ ଲାଗିବ, ଦେଖନ୍ତୁ ଭିଡିଓ ; ମଇଁଷି ଗୁହାଳରେ ଫଣା ଟେକି ରହିଥିଲା ସାପ, ତା’ପରେ ମଇଁଷି କଲା ଏମିତି..

ନୂଆଦିଲ୍ଲୀ : ସାପ ନାଁ ଶୁଣିବା ଓ ଦେଖିବା ମାତ୍ରେ ଭୟଭୀତ ଲାଗିବା ସାଧାରଣ କଥା । ସୋସିଆଲ ମିଡିଆରେ ସାପର ଅନେକ ଭିଡିଓ ଭାଇରାଲ ହୋଇଥାଏ । ବେଳେ ବେଳେ ଜଙ୍ଗଲ ରାଜା ଓ ଅନ୍ୟ ଜନ୍ତୁ ମଧ୍ୟ ସାପକୁ ଦେଖି ଭୟଭୀତ ହେଉଥିବା ଭିଡିଓରେ ଦେଖାଯାଏ । ନିକଟରେ ସାପର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଏଥିରେ ନାଗସାପ ଓ ମଇଁଷିକୁ ସାମ୍ନାସାମ୍ନି ଦେଖାଯାଉଛି ।
ମାତ୍ର ଭିଡିଓରେ ଆଗକୁ ଯାହା ହେଉଛି, ତାହା ଅବିଶ୍ୱସନୀୟ।